CLASS 3 SADHARAN GYAN: AMA SANSKRUTI PARAMPARA O PARBA PARBANI |ଆମ ସଂସ୍କୃତି, ପରମ୍ପରା ଓ ପର୍ବପର୍ବାଣୀ|
Автор: SARASWATI PATHSHALA
Загружено: 2026-01-18
Просмотров: 19
Описание:
ଜୟ ଜଗନ୍ନାଥ ଶୁଭ ଚିନ୍ତକ ଓ ଦ୍ରଷ୍ଟା ମଣ୍ଡଳୀ !
ଏହି ଭିଡିଓ ଟି ମଞ୍ଜୁଳା ମଞ୍ଜରୀ ସରସ୍ଵତୀ ମନ୍ଦିର ତୃତୀୟ ଶ୍ରେଣୀ ରେ ଥିବା ସାଧାରଣଜ୍ଞାନ ବହିରେ ଥିବା ପଞ୍ଚମ ଅଧ୍ୟାୟ ଆମ ସଂସ୍କୃତି, ପରମ୍ପରା ଓ ପର୍ବପର୍ବାଣୀ ବିଷୟରେ ପ୍ରସ୍ତୁତ କରାଯାଇଛି. ଭିଡିଓଟିକୁ ଯଥାସମ୍ଭବ ତ୍ରୁଟିଶୂନ୍ୟ କରାଯାଇଛି. ଯଦି କୌଣସି ତ୍ରୁଟି ଥାଏ, ଆମେ ସାଦର ଏହାକୁ ସଂଶୋଧନ କରିବାକୁ ପ୍ରୟାସ କରିବୁ. ଆଶାକରୁ ଏହି ଭିଡିଓଟିକୁ ଯଥାସମ୍ଭବ ଆପଣଙ୍କର ସହଯୋଗ ପାଇ କୁନି ପିଲାମାନଙ୍କ ପାଖରେ ପହଞ୍ଚିପାରିବ. ଆଗକୁ ବହୁତ ଭିଡିଓଗୁଡିକୁ ପ୍ରସ୍ତୁତ କରାଯାଇଛି, ଯାହା ପରବର୍ତ୍ତୀ ସମୟରେ ଅପଲୋଡ କରାଯିବ, ସେଥିପାଇଁ ଏହି ଚ୍ୟାନେଲଟିକୁ ସବ୍ ସ୍କ୍ରାଇବ୍ କରିଥିଲେ ତାହା ଆପଣଙ୍କ ପାଖରେ ପହଞ୍ଚିବାରେ ସୁବିଧା ହେବ. ଏହି କୁନି ପିଲାଟିର ପରିଶ୍ରମ ଆପଣଙ୍କୁ ଭଲ ଲାଗିବ ବୋଲି ଆମର ଆଶା ଓ ବିଶ୍ୱାସ.
ସର୍ବେ ଭବନ୍ତୁ ସୁଖିନଃ , ସର୍ବେସନ୍ତୁ ନିରାମୟାହ
Повторяем попытку...
Доступные форматы для скачивания:
Скачать видео
-
Информация по загрузке: