SURYA MANDIR TITLE SONG // OPERA SURYA MANDIR
Автор: Melody Dance4u
Загружено: 2019-08-15
Просмотров: 212732
Описание:
ଓଡ଼ିଶା ର ଅଗଣିତ ଯାତ୍ରା ଦର୍ଶକ ବନ୍ଧୁ ମାନଙ୍କ ପ୍ରତୀକ୍ଷା ର ଅନ୍ତ ଘଟାଇ ଅପେରା ସୂର୍ଯ୍ୟ ମନ୍ଦିର ଓଡ଼ିଆ ଯାତ୍ରା ଜଗତ ରେ ତାର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ କରିଛି.
Opera Surya mandir is a big budget jatra party having very senior and popular actors actress, director, singer, and management team. It's very well equipped with latest sound and light technology. We congratulate to Mr Swain for his best effort.
ଓଡିଶା ର ଅଗଣିତ ଯାତ୍ରା ପ୍ରେମୀ ଦର୍ଶକ, ତଥା ଓଡ଼ିଆ ଯାତ୍ରା ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଜଡ଼ିତ ଥିବା ଯାତ୍ରା ଶୁଭଚିନ୍ତକ ବନ୍ଧୁ ମାନଙ୍କୁ "ମେଲୋଡି ଡାନ୍ସ" ତରଫରୁ ଅନେକ ଅନେକ ପ୍ରିତିଭରା ଶୁଭ ଅଭିନନ୍ଦନ l ପଣମାନେ ଏହି ପରି ଓଡ଼ିଆ ଯାତ୍ରା କୁ ନିୟମିତ ଭାବେ ଭଲ ପାଆନ୍ତୁ ଓ ଆପଣଙ୍କ ନିକଟବର୍ତ୍ତୀ ଅଞ୍ଚଳ ରେ ଅନୁଷ୍ଠିତ ହେଉଥିବା ଓଡ଼ିଆ ଯାତ୍ରା ଦେଖିବାକୁ ଯାଇ ମନୋରଂଞ୍ଜନ ର ଭରପୁର ମଜା ନିଅନ୍ତୁ ଓ ଯାତ୍ରା କଳାକାର ମାନଙ୍କୁ ଉତ୍ସାହିତ କରନ୍ତୁ l ଆମେ ଆଶା କରୁଛୁ ଆପଣ ନିଶ୍ଚିନ୍ତ ଆପଣଙ୍କ ସାଙ୍ଗ ସାଥି ମାନଙ୍କୁ ଯାତ୍ରା ଦେଖିବାକୁ ଉତ୍ସାହିତ କରିବେ ତଥା ଆମ ଓଡ଼ିଶା ର ଯାତ୍ରା କଳାକାର, ଯାତ୍ରା ଆୟୋଜକ କମିଟି ମେମ୍ବର, ଯାତ୍ରା ପାର୍ଟୀ ମାଲିକ, ପରିଚାଳକ,ଲେଖକ, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ ମାନଙ୍କୁ ମଧ୍ୟ୍ୟ ଉତ୍ସାହିତ କରିବେ l
So please watch Odia jatra at your nearest jatra mancha and encourage our Odia jatra artist. #MelodyDance4u
Thanks for watching
#MelodyDance4u
Повторяем попытку...
Доступные форматы для скачивания:
Скачать видео
-
Информация по загрузке: