ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ଘରେ ମତେ Support କରନ୍ତିନି - Ipsitaଙ୍କ Emotional Journey - Mun Bi Namita Agrawal Hebi - Sidharrth TV

Автор: Sidharth TV

Загружено: 2021-10-19

Просмотров: 313126

Описание: Click the link below to watch the original song of Namita Agrawal
   • Kalaa Manima Hey Phula Anichhi - Bhabapern...  
Song : Kalaa Manima Hey Phula Anichhi - Album : Nilachaliaa
Music Label : Sidharth Music
Lyrics : Sirshananda Das Kanungo - Music : Manmath Mishra
Singer : Namita Agrawal
---------------------------------------------------------------------------------------------------------------------
Sidharrth TV ର ନିଆରା Singing Reality Show "ମୁଁ ବି ନମିତା ଅଗ୍ରୱାଲ ହେବି" ଖୁବ୍ କମ୍ ଦିନ ଭିତରେ ଓଡ଼ିଶାର ଘରେ ଘରେ ସଙ୍ଗୀତ ପ୍ରତି ଏକ ନୂଆ ଆକର୍ଷଣ ସୃଷ୍ଟି କରିବା ସହିତ ସବୁଠୁ ଲୋକପ୍ରିୟ Reality Show ରୂପେ ପ୍ରତିଷ୍ଠିତ ହୋଇପାରିଛି I Audition Round, Mega ଓ Super Mega Audition Round ପରେ ଏବେ ଆରମ୍ଭ ହୋଇଯାଇଛି Studio Round, ଯେଉଁଥିରେ ଶ୍ରେଷ୍ଠ ୨୪ ଜଣ ଗାୟକଙ୍କ ଭିତରେ Show ର Winner Crown ପିନ୍ଧିବାକୁ ପ୍ରତିଯୋଗିତା ଚାଲିଛି. ଏହି Studio Round ରେ ଗାୟିକା ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ନମିତା ଅଗ୍ରୱାଲଙ୍କ ସହିତ ମହା Judge ରୂପେ ଉପସ୍ଥିତ ରହୁଛନ୍ତି ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ I ଏହି ସୋ'ର ଆରମ୍ଭରୁ ବିଚାରକ ଭାବେ ମନ୍ମଥ ମିଶ୍ର , ଗୀତା ଦାସ, ଶ୍ରୀକାନ୍ତ ଗୌତମ ରହି ଆସିଥିବା ବେଳେ ଅନ୍ୟତମ ବିଚାରକ ଭାବରେ ଦେଖିବାକୁ ମିଳୁଛି ବିଶିଷ୍ଟ ଗାୟକ ସୁବାସ ଦାସଙ୍କୁ , ଏଥି ସହ ନୂଆପିଢ଼ି ର ଲୋକପ୍ରିୟ ଗାୟିକା ଅନ୍ତରା, ପ୍ରଜ୍ଞା, ଦୀପ୍ତି, ଅର୍ପିତା ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲାଦିନରୁ ସେମାନଙ୍କ ଉପରେ ନମିତା ଅଗ୍ରୱାଲଙ୍କ ଗୀତର ପ୍ରଭାବ ସମ୍ପର୍କ ରେ ସ୍ମୃତି ଚାରଣ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନମିତା Madamଙ୍କ ଭଜନ ଗାନ କରୁଛନ୍ତି I ନୂଆ ଗାୟିକା ମାନଙ୍କୁ ଆବିଷ୍କାର କରି ସେମାନଙ୍କ ପ୍ରତିଭା ର ବିକାଶ କରାଇ ଓଡିଶାର ସଙ୍ଗୀତ ଜଗତକୁ ନୂଆ ସ୍ଵରରେ ସମୃଦ୍ଧ କରାଇବା ନିମନ୍ତେ ସୀତାରାମ ଅଗ୍ରୱାଲଙ୍କ ଏହି ପରିକଳ୍ପନା ସଙ୍ଗୀତ କ୍ଷେତ୍ରରେ ନୂଆ ଉନ୍ମାଦନା ସୃଷ୍ଟି କରିଛି ...

TV ପରଦାରେ ଦେଖିଲେ ଗୀତ ଏବଂ ଫୁଲ Episode ଆହୁରି ଭଲ ଲାଗିବ I
SIDHARRTH ର ସମସ୍ତ ତିନୋଟି ଚ୍ୟାନେଲ୍ ଏବେ Hathway, SITI, EM Digital, ORTEL, GTPL-KCBPL ଏବଂ ଅଧିକାଂଶ Cable ରେ ମିଳୁଛି, ଅନ୍ୟ Platform ରେ ଦେଖିବା ପାଇଁ Call କରନ୍ତୁ - Tata Sky- 18002086633, Airtel- 18001036065, Sun TV - 18001237575, Dish TV - 9501795017, Videocon D2H- 9115691156, NXT Digital- 18602120400

Sidharrth TV Network ର ୩ଟି ଚ୍ୟାନେଲ୍ “Sidharrth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
-----------------------------------------------------------------------------------------
Subscribe us on YouTube to watch clippings & promos of our All Television Channels :
👉 SidharthTV:    / sidharthtv  
👉 Sidharth Bhakti :    / sidharthbhakti  
👉 Sidharth Gold :    / sidharthgold  
-----------------------------------------------------------------
Enjoy & stay connected with us!
👉 Like us on Facebook :   / sidharthtvofficial  
👉 Follow us on Twitter :   / sidharth_tv  
👉 Follow us on Instagram :   / sidharthtvofficial  
-----------------------------------------------------------------
#SidharthTV #MunBiNamitaAgrawalHebi#SidharthBhakti #SidharthGold #SidharrthTV#SidharthMusic #NamitaAgrawal #SitaramAgrawal

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ଘରେ ମତେ Support କରନ୍ତିନି - Ipsitaଙ୍କ Emotional Journey - Mun Bi Namita Agrawal Hebi - Sidharrth TV

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

Debasmita ବଢିଆ Singer - ଆଜି ପୁରା ଦେବଦାସୀ ଲାଗୁଛ - Mun Bi Namita Agrawal Hebi - Sidharrth TV - StudioR

Debasmita ବଢିଆ Singer - ଆଜି ପୁରା ଦେବଦାସୀ ଲାଗୁଛ - Mun Bi Namita Agrawal Hebi - Sidharrth TV - StudioR

Family Blocks National Highway Demanding Justice After Hoarding Death

Family Blocks National Highway Demanding Justice After Hoarding Death

ଏମିତି ଗାଇଲେ ଡୋଲମଣି ଇତିଶ୍ରୀ ବର୍ଷା ପାଲିଆ ଧରି ପାରିଲେ ନାହିଁସ୍ଥାନ: ବିଲେଇବେର୍ଣାଡେନ୍ସର ମାନେ ଲାଜେଇ ଗଲେ

ଏମିତି ଗାଇଲେ ଡୋଲମଣି ଇତିଶ୍ରୀ ବର୍ଷା ପାଲିଆ ଧରି ପାରିଲେ ନାହିଁସ୍ଥାନ: ବିଲେଇବେର୍ଣାଡେନ୍ସର ମାନେ ଲାଜେଇ ଗଲେ

ନାଚି ନାଚି ଗୀତ ଗାଇ ସମସ୍ତଙ୍କ ମନ ମୋହିଲେ କୁନି ଝିଅ Pratikshya - Mun Bi Namita Agrawal Hebi - Sidharrth TV

ନାଚି ନାଚି ଗୀତ ଗାଇ ସମସ୍ତଙ୍କ ମନ ମୋହିଲେ କୁନି ଝିଅ Pratikshya - Mun Bi Namita Agrawal Hebi - Sidharrth TV

Arpita Choudhary||  Stage Performance||odia new song ||BNCREATIVE&PHOTOGRAPHY #youtube #yt #stage

Arpita Choudhary|| Stage Performance||odia new song ||BNCREATIVE&PHOTOGRAPHY #youtube #yt #stage

ମୁଁ କାହାର କିଛି କ୍ଷତି କରିନି, ଭଗବାନ କାଇଁ ଏମିତି କଲେ ! Bhubaneswar Lingipur Supermart Owner

ମୁଁ କାହାର କିଛି କ୍ଷତି କରିନି, ଭଗବାନ କାଇଁ ଏମିତି କଲେ ! Bhubaneswar Lingipur Supermart Owner

Maya O Mamata - ମାୟା ଓ ମମତା | Full Episode 635 | Odia Mega Serial | Mon–Sat @7PM | Sidharth TV

Maya O Mamata - ମାୟା ଓ ମମତା | Full Episode 635 | Odia Mega Serial | Mon–Sat @7PM | Sidharth TV

Studio Round ରେ Tapaswini ଙ୍କ Performance ରେ ନମିତା Madam କାନ୍ଦି ପକାଇଲେ | Mun Bi Namita Agrawal Hebi

Studio Round ରେ Tapaswini ଙ୍କ Performance ରେ ନମିତା Madam କାନ୍ଦି ପକାଇଲେ | Mun Bi Namita Agrawal Hebi

ପୁଅକୁ କହିଥିଲି ବର୍ଷା ହଉଛି, ବ୍ରିଜ ତଳକୁ ଚାଲିଯା ! Father of deceased in hoarding collapse case, Bbsr.

ପୁଅକୁ କହିଥିଲି ବର୍ଷା ହଉଛି, ବ୍ରିଜ ତଳକୁ ଚାଲିଯା ! Father of deceased in hoarding collapse case, Bbsr.

₹4 Crore Cash Recovered from Mining Officer’s House in Bhubaneswar Vigilance Raid

₹4 Crore Cash Recovered from Mining Officer’s House in Bhubaneswar Vigilance Raid

Mu B Namita Agrawal Hebi - Studio Round FULL EPISODE -89| Best Singing Reality Show on Sidharrth TV

Mu B Namita Agrawal Hebi - Studio Round FULL EPISODE -89| Best Singing Reality Show on Sidharrth TV

Manania Jagannatha -  Odia Shree Jagannath Bhajan By Abhijit Majumdar

Manania Jagannatha - Odia Shree Jagannath Bhajan By Abhijit Majumdar

Newlywed Bride Allegedly Elopes with Boyfriend Shortly After Marriage near Nuabandha Village

Newlywed Bride Allegedly Elopes with Boyfriend Shortly After Marriage near Nuabandha Village

Swara Mahasangram ରେ Debasmita କରିଲେ ସ୍ୱରର ଲଢେଇ - Sidharth TV

Swara Mahasangram ରେ Debasmita କରିଲେ ସ୍ୱରର ଲଢେଇ - Sidharth TV

ଦେବାଶିଷ ପଟ୍ଟନାୟକ ଖୋଲିଲେ ମୁଁହ , ସାମ୍ନା କୁ ଆସିବା ସାର୍ଥକ ଙ୍କ ସହ ହୋଇଥିଲା କଣ | SarthakMahapatra | pm modi

ଦେବାଶିଷ ପଟ୍ଟନାୟକ ଖୋଲିଲେ ମୁଁହ , ସାମ୍ନା କୁ ଆସିବା ସାର୍ଥକ ଙ୍କ ସହ ହୋଇଥିଲା କଣ | SarthakMahapatra | pm modi

Sudasa Brata Mahima Katha ll ସୁଦଶା ବ୍ରତର କାହାଣୀ ମନ ଦେଇକି ଶୁଣ ll Pragnyashree Nayak

Sudasa Brata Mahima Katha ll ସୁଦଶା ବ୍ରତର କାହାଣୀ ମନ ଦେଇକି ଶୁଣ ll Pragnyashree Nayak

Mun Bi Namita Agrawal Hebi 1- Upasana Sahunka Kanthare Bachha Bachha Odia Bhajan | ସୁର ଦେ ତାଳ ଦେ

Mun Bi Namita Agrawal Hebi 1- Upasana Sahunka Kanthare Bachha Bachha Odia Bhajan | ସୁର ଦେ ତାଳ ଦେ

Musical PODCAST with KUNI NAMITA - Soumyashree Acharya- ଆଜିକା ଦିନର ସବୁଠୁ ଅଧିକ Successful କୁନି Singer

Musical PODCAST with KUNI NAMITA - Soumyashree Acharya- ଆଜିକା ଦିନର ସବୁଠୁ ଅଧିକ Successful କୁନି Singer

Special Story: Bride Flees with Lover in Gunpoint Drama Midway from In-Laws' House After Wedding

Special Story: Bride Flees with Lover in Gunpoint Drama Midway from In-Laws' House After Wedding

କୁନି କଣ୍ଢେଇ Sidhisna ଜିତିଲେ ସମସ୍ତଙ୍କ ମନ - Mun Bi Namita Agrawal Hebi - Sidharrth TV - Studio Round

କୁନି କଣ୍ଢେଇ Sidhisna ଜିତିଲେ ସମସ୍ତଙ୍କ ମନ - Mun Bi Namita Agrawal Hebi - Sidharrth TV - Studio Round

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]