ଗ୍ୟାସ୍ ସମସ୍ୟା - କାରଣ ଓ ଚିକିତ୍ସା | Dr Debasis Misra on Causes & Treatment of Gastric (Gas) Problems
Автор: Swasthya Plus Odia
Загружено: 2020-10-05
Просмотров: 161258
Описание:
#GastricProblems #DoctorAdvice #OdiaHealthTips
ଗ୍ୟାସ ହେବା କୌଣସି ରୋଗ ନୁହେଁ। ବିଭିନ୍ନ ରୋଗ ତଥା ଶାରୀରିକ ସମସ୍ୟା କାରଣରୁ ଆମକୁ ଗ୍ୟାସ ହୋଇଥାଏ। ଏହାର ନିରାକରଣର ମୁଖ୍ୟ ମାଧ୍ୟମ ହେଉଛି ଆମ ଜୀବନଶୈଳୀ ଓ ଖାଦ୍ୟପେୟ ଉପରେ ଧ୍ୟାନ ଦେବା। ତେବେ ଗ୍ୟାସ ସମସ୍ୟା କ'ଣ? ଏହାର ଚିକିତ୍ସା ଓ ନିରାକରଣ କେମିତି କରିବା? ଏନେଇ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ଦେବାଶିଷ ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ଗ୍ୟାସ୍ ସମସ୍ୟା କ'ଣ? (0:00)
ଗ୍ୟାସ୍ ହେବାର ଲକ୍ଷଣ (1:04)
କାହିଁକି ହୁଏ ଗ୍ୟାସ୍ ସମସ୍ୟା? (1:46)
ଗ୍ୟାସ୍ ସମସ୍ୟାରୁ ମୁକ୍ତି ପାଇଁ ଖାଦ୍ୟ ଖାଇବେ କେମିତି ? (4:03)
ଜୀବନଶୈଳୀ ଓ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା (5:39)
ଗ୍ୟାସ୍ ସମସ୍ୟାର ଚିକିତ୍ସା (6:39)
ଗ୍ୟାସ୍ ସମସ୍ୟାର ନିରାକରଣ ପାଇଁ ଡାକ୍ତରଙ୍କ ପରାମର୍ଶ (8:44)
ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍ କରନ୍ତୁ: https://www.swasthya.plus/how-to-get-...
Gas or acidity is not a disease. We get gas because of various issues and food habits.The right way to deal with gas is to focus on our lifestyle and diet. How to treat acidity and remedy it? Let's find out what Dr. Debasis Mishra, gastroenterologist, has to say.
In this video,
What is the gas problem? (0:00)
Symptoms of gas (1:04)
Why gas problems occur? (1:46)
How to Eat Food to Get Rid of Gas Problems (4:03)
Focus on lifestyle and food (5:39)
Treatment of gas problems (6:39)
Doctor's advice to correct gas problems (8:44)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ।
Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!
Повторяем попытку...
Доступные форматы для скачивания:
Скачать видео
-
Информация по загрузке: