ଏ ଗୁଡ଼ା ଭୋଗ ନୁହେଁ... | Bhog Sellers Clash at Kshirachora Gopinath Temple | Balasore | Odisha Reporter
Автор: Odisha Reporter
Загружено: 2025-12-17
Просмотров: 33882
Описание:
ବାଲେଶ୍ଵର ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ମନ୍ଦିର ସମ୍ମୁଖରେ ଭୋଗ ଦୋକାନୀଙ୍କ ମଧ୍ୟରେ ଗଣ୍ଡଗୋଳ। ବସିବା ସ୍ଥାନକୁ ନେଇ ଦୁଇ ଦୋକାନୀଙ୍କ ମଧ୍ୟରେ ଝଗଡ଼ା ଲାଗି ଭୋଗକୁ ମନ୍ଦିର ସମ୍ମାନରେ ଭୋଗ ଫୋପଡ଼ା ଫୋପଡି ହୋଇଥିଲା । ସକାଳୁ ମନ୍ଦିର ଖୋଲିବା ସମୟରେ ଦୁଇ ଭୋଗ ବ୍ୟବସାୟୀ ବସିବା ପାଇଁ ସ୍ଥାନକୁ ନେଇ ଏଭଳି ଘଟିଥିବା ଜଣା ପଡୁଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#Odisha #Odisha #OdishaReporter #Odisha #balasore #khirocharagopinathtemple
Повторяем попытку...
Доступные форматы для скачивания:
Скачать видео
-
Информация по загрузке: