ବିରୁପାରେ ଭାସୁଛି 2 ଭାଇଙ୍କ ମୃତଦେହ || Bodies of Two Brothers Found in Birupa Barrage || Odisha Reporter
Автор: Odisha Reporter
Загружено: 2026-03-12
Просмотров: 6293
Описание:
#କିଏ_ନଦୀରେ_ପକାଇଦେଲା_ଦୁଇ_ଭାଇଙ୍କୁ?
ଚୌଦ୍ବାର ବିରୂପା ବ୍ୟାରେଜ୍ ଏକ ନମ୍ବର ଗେଟ ନିକଟରେ ଦୁଇଭାଇଙ୍କ ମୃତ ଉଦ୍ଧାର ହେଉଛି । ଆଜି ସକାଳୁ ନଦୀରେ ଦୁଇଟି ମୃତଦେହ ଭାସୁଥିବା ଦେଖିବା ପାଇଁ ମିଳିଥିଲା । ଯୁବକ ଦୁଇ ଜଣ ହେଲେ ଚୌଦ୍ବାର ମଣ୍ଡାପଡ଼ା ଅଞ୍ଚଳର ଦେବାଶିଷ ସାହୁ ଓ ଶୁଭାଶିଷ ସାହୁ । ଦୁଇ ଭାଇ ଗତ ଦୁଇ ଦିନ ତଳୁ ନିଖୋଜ ଥିବା ଜଣାପଡିଛି । ତାଙ୍କର ଏକ ମଟର ସାଇକେଲ ବିରୂପା ବ୍ୟାରେଜ୍ ନିକଟରୁ ଠାବ କରାଯାଇଥିଲା ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #birupariver #choudwar #brothersdeadbody #rescue
Повторяем попытку...
Доступные форматы для скачивания:
Скачать видео
-
Информация по загрузке: