ଧର୍ମର ସତ୍ୟତା କ’ଣ ? | What is the Truth of Religion ?
Автор: Tatwa Muhi
Загружено: 2026-03-12
Просмотров: 553
Описание:
ଧର୍ମର ସତ୍ୟତା କ’ଣ ? | What is the Truth of Religion ?
ଧର୍ମର ସତ୍ୟତା କ’ଣ ? ଧର୍ମର ପ୍ରକୃତ ଅର୍ଥ କ’ଣ ? ଆମେ ସାଧାରଣତଃ ଧର୍ମକୁ ବିଭିନ୍ନ ଆଚାର-ବିଚାର, ପରମ୍ପରା ଓ ପରିଚୟ ସହିତ ଯୋଡ଼ି ଦେଖୁଥାଉ। କିନ୍ତୁ ଧର୍ମର ମୂଳ ସତ୍ୟ ହେଉଛି — ଇଶ୍ୱର ଏକ ଓ ସତ୍ୟ ମଧ୍ୟ ଏକ। ସତ୍ୟ ଧର୍ମ କେବେ ମଣିଷକୁ ବିଭକ୍ତ କରେ ନାହିଁ, ବରଂ ସମସ୍ତଙ୍କୁ ଏକତାରେ ବାନ୍ଧି ରଖେ।
ସତ୍ୟ ଧର୍ମ ମଣିଷର ହୃଦୟରେ ସତ୍ୟ, ଶାନ୍ତି, ଦୟା, କ୍ଷମା, ପ୍ରେମ ଓ ନୀତିର ଗୁଣକୁ ଜାଗ୍ରୁତ କରେ। ଯେତେବେଳେ ମଣିଷ ନିଜ ଅନ୍ତରକୁ ଅନୁସନ୍ଧାନ କରେ ଓ ସତ୍ୟକୁ ଜାଣିବାକୁ ଚେଷ୍ଟା କରେ, ସେତେବେଳେ ସେ ଧର୍ମର ପ୍ରକୃତ ଅର୍ଥକୁ ବୁଝିପାରେ।
ଏହି ଭିଡିଓରେ ଆମେ ଧର୍ମର ପ୍ରକୃତ ସତ୍ୟତା ଓ ତାହାର ଆଧ୍ୟାତ୍ମିକ ଅର୍ଥ ବିଷୟରେ ଗଭୀର ଚର୍ଚ୍ଚା କରିବୁ, ଯାହା ମଣିଷକୁ ସତ୍ୟ, ଶାନ୍ତି ଓ ଏକତାର ପଥରେ ଆଗେଇ ନେଇଯାଏ।
#tatwamuhi #atma #brahmagyan #atmagyan #odiaspirituality #selfdiscovery #brahmavidya #paravidya #dharma #dharmakarma #realign
other Media :-
▶ / @brahmagyan1983
▶ / twee
▶ [email protected]
▶ / meindrashta
▶ Music credit to: YouTube music Library
▶ Background videos: Pixabay.com
Повторяем попытку...
Доступные форматы для скачивания:
Скачать видео
-
Информация по загрузке: