Rash Driving In Bhubaneswar || ରୂପାଲି ଛକରେ ରଙ୍ଗ ଦେଖାଉଛି ଉଦ୍ଧତ ଡ୍ରାଇଭର || Odisha Reporter
Автор: Odisha Reporter
Загружено: 2024-09-16
Просмотров: 15141
Описание:
#ରୂପାଲି_ଛକରେ_ରଙ୍ଗ_ଦେଖାଉଛି
#କଣ_କରୁଥିଲା_ପୋଲିସ ?
ଭୁବନେଶ୍ୱରର ଛାତି ଉପରେ ଜନ ଗହଳିପୂର୍ଣ୍ଣ ରୂପାଲି ଛକରେ ରଙ୍ଗ ଦେଖାଉଛି ଗାଡି ଚାଳକ । କେତେବେଳେ ରାସ୍ତା ମଝିକୁ ଗାଡି ଚାଲି ଆସୁଛି ତ, ପୁଣି କେତେବେଳେ ସଟ କିନା ବାମକୁ ଚାଲିଯାଇ ଫୁଟପାଥକୁ ମାଡି ଯାଉଛି । ଯେତେବେଳେ ଛକ ଛକରେ ଟ୍ରାଫିକ ବ୍ୟବସ୍ଥା ରହିଛି । ସିସିଟିଭି ଜଗି ରହିଛି। ସେତେବେଳେ ଏଭଳି ବେପରୁଆ ଡ୍ରାଇଭରଙ୍କ ଆତଙ୍କିତ ଡ୍ରାଇଭିଂକୁ ପୋଲିସ ଦେଖୁଥିଲା ନା ରୋକୁଥିଲା...?
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#RassDriving #Bhubaneswar #RangilaDriving #commisonaratepolice #BMC #Trafic #OdishaReporter
Повторяем попытку...
Доступные форматы для скачивания:
Скачать видео
-
Информация по загрузке: