ଆମ ଗାଁ ଗୁଣ୍ଡରିଗୁଡ଼ା ପ୍ରଥମ ଭାଗ lI GAON ABHIJAAN || ASHRUMOCHAN || ଆମ ଗାଁ କଥା || ଛୋଟ ମୋର ଗାଁଟି ||
Автор: GAON ABHIJAAN
Загружено: 2026-03-01
Просмотров: 795
Описание:
Production House -- Ashrumochan Creations
ଗାଁ ଅଭିଯାନ ରେ ଏବେ - ଅଶ୍ରୁ୍ମୋଚନ....
ଆପଣଙ୍କ ଗାଁ ର ଐତିହ୍ୟ, ସଂସ୍କୃତି, ପରମ୍ପରା, ପ୍ରସିଦ୍ଧ ଦେବଦେବୀ ମନ୍ଦିରର ଐତିହ୍ୟ ତଥା ଗାଁ ରେ ଜନ୍ମ ନେଇ ଗୌରବ ଆଣିଥିବା ବ୍ୟକ୍ତିତ୍ୱଙ୍କ ଜୀବନୀ, ଗାଁ ଲୋକଙ୍କ ମୁଖ୍ୟ ଜୀବିକା, ମୁଖ୍ୟ ସମସ୍ୟା, ନାରୀ ସଶକ୍ତିକରଣ, ଗାଁ ରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ଜଳସେଚନ ବ୍ୟବସ୍ଥାର ପ୍ରଚାର ଓ ପ୍ରସାର "ଗାଁ ଅଭିଯାନ - ଅଶ୍ରୁ୍ମୋଚନ" କାର୍ଯ୍ୟକ୍ରମ ମାଧ୍ୟମରେ କରିବାକୁ ଚାହୁଁଥିଲେ ଯୋଗାଯୋଗ କରନ୍ତୁ l
ବରିଷ୍ଠ ସିନେ ତାରକା ତଥା ଉପସ୍ଥାପକ ଅଶ୍ରୁ୍ମୋଚନ ମହାନ୍ତି ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଆପଣଙ୍କ ଗାଁ ରେ ଉପସ୍ଥିତ ରହି ଗାଁ ର ଟିକି ନିଖି ଖବର ସାରା ବିଶ୍ୱରେ ଥିବା ପ୍ରତ୍ୟେକଟି ଓଡ଼ିଆ ତଥା ଆମ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚାଇବେ l
ଯୋଗାଯୋଗ ନମ୍ବର - 9437002244 / E-mail - [email protected]
NEVER FORGET: SUBSCRIBE THIS CHANNEL & SHARE OUR VIDEO WITH YOUR FRIENDS, FAMILY, RELATIVES & COMMENT US.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: