ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

🔴EXCLUSIVE ବାବ୍ରି ମସଜିଦ ଭଙ୍ଗା ଘଟଣାର ବଦଲା ନେଇଥାନ୍ତେ ଆତଙ୍କୀ ! 'Doctor Module' Had Babri Revenge Plan

Автор: Samaja Live

Загружено: 2025-11-13

Просмотров: 104594

Описание: #CCTVFootage #DelhiBlastCar #Camera #samajalive
ଦିଲ୍ଲୀ କାର ବିସ୍ଫୋରଣରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଷଡ଼ଯନ୍ତ୍ରକାରୀମା​‌ନେ ଦିଲ୍ଲୀ ସମେତ ଏକାଧିକ ସହରରେ ସିରିଜ ବିସ୍ଫୋରଣ କରିବାକୁ ଯୋଜନା ରଖିଥିଲେ। ଏଥିପାଇଁ ୩୨ଟି କାର ପ୍ରସ୍ତୁତ ଥିଲା ବୋଲି ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଛି। ଦିଲ୍ଲୀର ୬ଟି ସ୍ଥାନରେ ଆସନ୍ତା ଡିସେମ୍ବର ୬ରେ ବିସ୍ଫୋରଣ ଯୋଜନା ରହିଥିବାବେଳେ ଅନ୍ୟ କେତେକ ସହରରେ ବିସ୍ଫୋରଣ ପାଇଁ ଜାନୁୟାରୀ ୨୬କୁ ଯୋଜନା ରହିଥିଲା ବୋଲି ତଥ୍ୟ ମିଳିଛି। ଗୁଇନ୍ଦା ସୂତ୍ର ଅନୁଯାୟୀ, ଦିଲ୍ଲୀ କାର ବିସ୍ଫୋରଣ ଘଟଣାରେ ଜାରି ରହିଥିବା ତଦନ୍ତ ପ୍ରକ୍ରିୟାକୁ ଅଧିକ ବିସ୍ତୃତ କରାଯାଇଛି। ଅଭିଯୁକ୍ତମାନେ ଆକ୍ରମଣ ପାଇଁ ଦୁଇଟି କାରକୁ ରୁପାନ୍ତରିତ କରିଥିବା ଜଣାପଡ଼ିବା ପରେ ତଦନ୍ତ ପ୍ରକ୍ରିୟାକୁ ଅଧିକ ବ୍ୟାପକ କରାଯାଇଥିଲା। ଏକ ଆଇ ୨୦ ଏବଂ ଇକୋସ୍ପୋର୍ଟ କାର ଆକ୍ରମଣ ଲାଗି ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିବା ପରେ ଆହୁରି ୩୨ଟି କାରରେ ବିସ୍ଫୋରକ ଖଞ୍ଜିବା ପ୍ରକ୍ରିୟା ଜାରି ରହିଥିଲା। ତଦନ୍ତକାରୀ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୮ଜଣ ସନ୍ଦିଗ୍ଧ ୪ଟି ଠିକଣାରେ ବିସ୍ଫୋରଣ କରିବାକୁ ପ୍ରସ୍ତୁତି ଚଳାଇଥିଲେ। ପ୍ରତ୍ୟେକ ଠିକଣା ପାଇଁ ୨ ଜଣଙ୍କୁ ଦାୟିତ୍ଵ ଦିଆଯାଇଥିଲା। ଡାକ୍ତର ମୁଜାମିଳ, ଡା. ଆଦିଲ, ଡା. ଉମର ଏବଂ ଡା. ସାହିନ ତତ୍ତ୍ଵାବଧାନରେ ଏହି ଆକ୍ରମଣ କରାଯାଇଥାଆନ୍ତା, ଯେଉଁମାନେ ଦିଲ୍ଲୀ ବିସ୍ଫୋରଣରେ ସମ୍ପୃକ୍ତ ଅଛନ୍ତି। ଏସବୁ କାର୍ଯ୍ୟ ପରିଚାଳନା ଲାଗି ଷଡ଼ଯନ୍ତ୍ରକାରୀମାନେ ଡା. ଉମରଙ୍କୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ସେହି ଟଙ୍କାରୁ ୩ଲକ୍ଷ ଟଙ୍କା ବିନିମୟରେ ୨୦ କୁଇଣ୍ଟାଲ ଏନପିକେ ଫର୍ଟିଲାଇଜର ଗୁରୁଗ୍ରାମ, ନୁହ ଏବଂ ଆଖପାଖ ଅଞ୍ଚଳରୁ କିଣାଯାଇଥିଲା।
Thirty-two cars - including a Maruti Suzuka Brezza, Maruti Swift Dzire, and a Ford EcoSport - were being prepped to carry explosive materials and/or deliver bombs, sources close to the Delhi Red Fort blast investigation told NDTV Thursday. The cars - including the Hyundai i20 that exploded Monday evening - were meant to be part of a serial 'revenge' attack targeting multiple locations, including six in Delhi on December 6 - when the 16th century Babri Masjid in Ayodhya was torn down by a mob.
The cars identified so far were chosen because they are old and have been re-sold multiple times, making it difficult for the cops to trace them. However, all four have now been found; the Brezza - HR87 U 9988 - was found on the campus of the Al-Falah School of Medical Sciences and Research Centre in Haryana's Faridabad, an institution that has emerged as the epicentre of the terrorists' activities.
The EcoSport - registration number DL10 CK 0458 - was found late Wednesday, abandoned in Haryana's Faridabad, which now seems to be this terror module's base of operations. A young man, not yet identified, was found sleeping in the back seat, and has been taken into custody. Thirteen people were killed in the Red Fort blast, which involved the i20, packed with a mix of high-grade explosive materials and ammonium nitrate fuel oil. Preliminary inquiries, however, suggest that blast was triggered prematurely by one of the terrorists, Umar Mohammed. 3rd terror car found; bomb squad arrives at Al-Falah University Dr Umar Mohammad, also known as Dr Umar Un Nabi and identified as the mastermind behind the Delhi blast, was reportedly in contact with a Turkey-based handler codenamed 'Ukasa'.

On Monday evening, a massive explosion shook Delhi when a slow-moving Hyundai i20 detonated at 6:52 pm near the Red Fort, killing 13 people and injuring nearly a dozen. Ground footage showed mangled vehicles and bodies at the scene.

The investigation, now in its third day, is being led by the National Investigation Agency (NIA). Authorities have taken three doctors from Faridabad’s Al-Falah University, where Dr Umar Mohammad was employed, into custody.
ED to Investigate Al-Falah University Funding Link in Delhi Blast Case
Ayodhya Ram Mandir Was Also a Target, Major Terror Plot Foiled
Jaish's 5 'Terrorist Doctors' Behind Delhi Blast; Procured ₹20 Lakh, Spent ₹3 Lakh on IDs
Terror Plot Foiled: Man Detained in Faridabad, Car Linked to Red Fort Blast Seized.
Reality of Delhi Red Fort Blast | Who was Behind It? Central Govt Declares Delhi Explosion a 'Heinous Terrorist Attack'; Vows Zero Tolerance New Leads Link Faridabad Al-Falah Univ; ATS & NIA Probe Intensifies
ଦିଲ୍ଲୀ ବିସ୍ଫୋରଣ, ମିଳିଲା ବଡ଼ ପ୍ରମାଣ!Delhi Blast | Indian Army | India Pakistan War
Pakistan Warns It Is Ready for War on Two Fronts with India and Afghanistan
Russia busts ISI network's plan ED to Investigate Al-Falah University Funding Link in Delhi Blast Case
Babri Masjid vs ram temple Bihar election results live nuapada election results live

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
🔴EXCLUSIVE ବାବ୍ରି ମସଜିଦ ଭଙ୍ଗା ଘଟଣାର ବଦଲା ନେଇଥାନ୍ତେ ଆତଙ୍କୀ ! 'Doctor Module' Had Babri Revenge Plan

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ଯୁଦ୍ଧ ପାଇଁ ଡେଟ୍ ଫାଇନାଲ | Pentagon Redeploys US Carrier Strike Group | Tensions Rise with Iran N18G

ଯୁଦ୍ଧ ପାଇଁ ଡେଟ୍ ଫାଇନାଲ | Pentagon Redeploys US Carrier Strike Group | Tensions Rise with Iran N18G

ନବୀନଙ୍କୁ ଘାରିଛି ବିଜୟଙ୍କ ଭୟ; କଣ ରହିଛି ଭିତିରି କାରଣ ? କହିଲେ ରବି ଦାସ |Naveen Pattanaik |BJD |News Room

ନବୀନଙ୍କୁ ଘାରିଛି ବିଜୟଙ୍କ ଭୟ; କଣ ରହିଛି ଭିତିରି କାରଣ ? କହିଲେ ରବି ଦାସ |Naveen Pattanaik |BJD |News Room

ଗ୍ରୀନଲାଣ୍ଡର କୁକୁର ସେନା ଦେଖି ଭୟଭୀତ ହେଇଗଲେ ଟ୍ରମ୍ପ ...ଆଉ କଲେନି ଆକ୍ରମଣ  Trump didnt attack Greenland

ଗ୍ରୀନଲାଣ୍ଡର କୁକୁର ସେନା ଦେଖି ଭୟଭୀତ ହେଇଗଲେ ଟ୍ରମ୍ପ ...ଆଉ କଲେନି ଆକ୍ରମଣ Trump didnt attack Greenland

ବିଶ୍ବଯୁଦ୍ଧ ପାଇଁ ବାଜିଲା ସାଇରନ୍ |America Attack On Greenland |Is World war 3 Coming Soon? Trump | N18G

ବିଶ୍ବଯୁଦ୍ଧ ପାଇଁ ବାଜିଲା ସାଇରନ୍ |America Attack On Greenland |Is World war 3 Coming Soon? Trump | N18G

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆହୁରି ବିଧାୟକଙ୍କୁ ବିଜେପିକୁ ଟେକିଦେବ ବିଜେଡି: ଭକ୍ତ ଦାସ | BJD Politics

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆହୁରି ବିଧାୟକଙ୍କୁ ବିଜେପିକୁ ଟେକିଦେବ ବିଜେଡି: ଭକ୍ତ ଦାସ | BJD Politics

ତାଇୱାନକୁ ନେଇ ଚୀନ ଓ ଜାପାନରେ ଯୁଦ୍ଧ ସ୍ଥିତି, ପ୍ରତିବନ୍ଧକ ଲଗାଇଲା ଚୀନ..ଭାରତକୁ ବଡ଼ ଫାଇଦା | Business Bisesh

ତାଇୱାନକୁ ନେଇ ଚୀନ ଓ ଜାପାନରେ ଯୁଦ୍ଧ ସ୍ଥିତି, ପ୍ରତିବନ୍ଧକ ଲଗାଇଲା ଚୀନ..ଭାରତକୁ ବଡ଼ ଫାଇଦା | Business Bisesh

ବିଶ୍ବର ସବୁଠୁ ଧନୀ ଏହି ଆତଙ୍କବାଦୀ ! | Masood Azhar | Argus Digital

ବିଶ୍ବର ସବୁଠୁ ଧନୀ ଏହି ଆତଙ୍କବାଦୀ ! | Masood Azhar | Argus Digital

AU HAUNI | BRAJA PANI JATRA COMEDY OVERLOAD | EASTERN OPERA

AU HAUNI | BRAJA PANI JATRA COMEDY OVERLOAD | EASTERN OPERA

Political Future of Arvind Mohapatra: Sunil Jena Explains the Full Story | THE POLITICS | ODISHA

Political Future of Arvind Mohapatra: Sunil Jena Explains the Full Story | THE POLITICS | ODISHA

ଅରବିନ୍ଦ କହିଲେ ସତ | Two MLA Expelled from BJD for anti party activities | Aravinda | Odia News

ଅରବିନ୍ଦ କହିଲେ ସତ | Two MLA Expelled from BJD for anti party activities | Aravinda | Odia News

Assam’s Most Wanted Found Hiding in Bhubaneswar, Police Launch Raids

Assam’s Most Wanted Found Hiding in Bhubaneswar, Police Launch Raids

ଖୁବ ଶୀଘ୍ର ବିଶ୍ୱଯୁଦ୍ଦ ! Breaking News | Iran America Conflicts |Trump Warns Iran | Odia News N18G

ଖୁବ ଶୀଘ୍ର ବିଶ୍ୱଯୁଦ୍ଦ ! Breaking News | Iran America Conflicts |Trump Warns Iran | Odia News N18G

ଷଡ଼ଯନ୍ତ୍ର ହୋଇପାରେ, କିନ୍ତୁ କିଏ କରିଛି ଜାଣି ପାରୁନି, ବିଜୟଙ୍କୁ ଅଜଣା ନିଲମ୍ବନ ପଛର କାରଣ ? Bijay Mohapatra

ଷଡ଼ଯନ୍ତ୍ର ହୋଇପାରେ, କିନ୍ତୁ କିଏ କରିଛି ଜାଣି ପାରୁନି, ବିଜୟଙ୍କୁ ଅଜଣା ନିଲମ୍ବନ ପଛର କାରଣ ? Bijay Mohapatra

ମୋଦିଙ୍କ ଧମକ ! America Attack On Iran | PM Modi | Russia | Odia News | N18G

ମୋଦିଙ୍କ ଧମକ ! America Attack On Iran | PM Modi | Russia | Odia News | N18G

Anti-terror Mock Drill Conducted in Puri Railway Station | ପୁରୀ ରେଲଓ୍ୱେ ଷ୍ଟେସନରେ ଆଣ୍ଟି ଟେରର ମକଡ୍ରିଲ୍

Anti-terror Mock Drill Conducted in Puri Railway Station | ପୁରୀ ରେଲଓ୍ୱେ ଷ୍ଟେସନରେ ଆଣ୍ଟି ଟେରର ମକଡ୍ରିଲ୍

ଭଡାଟିଆ ଉପରେ ଘର ମାଲିକାଣିର ଦାଉ || If you don't agree, the landlord will tell you to leave the house

ଭଡାଟିଆ ଉପରେ ଘର ମାଲିକାଣିର ଦାଉ || If you don't agree, the landlord will tell you to leave the house

Muslim Community Portest In Lower PMG Over Not To Implement CAA, NRC In Odisha

Muslim Community Portest In Lower PMG Over Not To Implement CAA, NRC In Odisha

ଜଣା ପଡ଼ିଲା ଆଉ ୨ କାରଣ । ସାମ୍ନାକୁ ଆସୁ ନଥିଲେ, ହେଲେ ସବୁ କରୁଥିଲେ | BJD MLA Suspend Reason

ଜଣା ପଡ଼ିଲା ଆଉ ୨ କାରଣ । ସାମ୍ନାକୁ ଆସୁ ନଥିଲେ, ହେଲେ ସବୁ କରୁଥିଲେ | BJD MLA Suspend Reason

ନବୀନଙ୍କ ଯୋଜନା, ମୋହନଙ୍କ ମୋହର? ବିଜେଡିର ସାଂଘାତିକ ଅଭିଯୋଗ!

ନବୀନଙ୍କ ଯୋଜନା, ମୋହନଙ୍କ ମୋହର? ବିଜେଡିର ସାଂଘାତିକ ଅଭିଯୋଗ!

ଆମେ ଦୁଇଜଣ ବିଜେପି ବିରୋଧରେ ଲଢ଼ୁଛୁ, ସାକ୍ଷାତ କେବଳ ଏହି ଉଦ୍ଦେଶ୍ୟ ଥିଲା...? Akhilesh yadav | Naveen Pattnaik

ଆମେ ଦୁଇଜଣ ବିଜେପି ବିରୋଧରେ ଲଢ଼ୁଛୁ, ସାକ୍ଷାତ କେବଳ ଏହି ଉଦ୍ଦେଶ୍ୟ ଥିଲା...? Akhilesh yadav | Naveen Pattnaik

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]