କାନ୍ଦୁଛନ୍ତି ପରିବାର ଲୋକ ,ପୋଖରୀରେ ବୁଡ଼ି ଚାଲିଗଲା ୨ ଭାଇଙ୍କ ଜୀବନ ! 2 brothers drown into pond in Keonjhar
Автор: Pratidin TV
Загружено: 2026-03-10
Просмотров: 456
Описание:
କାନ୍ଦୁଛନ୍ତି ପରିବାର ଲୋକ ,ପୋଖରୀରେ ବୁଡ଼ି ଚାଲିଗଲା ୨ ଭାଇଙ୍କ ଜୀବନ ! କେନ୍ଦୁଝର ସଦର ଥାନା ରାଇସୁଆଁ ପୁରଣା ଥାନା ପାଖ ପୋଖରୀରେ ଗାଧୋଇବା ସମୟରେ ବୁଡ଼ି ୨ ଭାଇ ମୃତ। ମୃତକଙ୍କ ନାମ କୁଣାଲ ଅନସାରୀ ଏବଂ ଅମାନନ ଅନସାରୀ। ଦୁହେଁ ଗୋଟିଏ ପରିବାରର ହୋଇଥିବା ହୋଇଥିବା ବେଳେ ଜଣଙ୍କର ବୟସ ୮ ବର୍ଷ ଏବଂ ଅନ୍ୟ ଜଣଙ୍କ ବୟସ ୯ ବର୍ଷ। ଉଭୟ ଗୋଧୋଉ ଥିବା ବେଳେ ପାଖରେ ପାଖ ରେ କେହି ନ ଥିବାରୁ ଦୁଇ ଭାଇ ପୋଖରୀରେ ବୁଡି ଯାଇଥିଲେ। Two brothers drown into pond in Keonjhar
#keonjhar #brothers #death #tragedy
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: