🌾 ମାଘ ମଣ୍ଡେଇ ଯାତ୍ରା ଶୁଭାରମ୍ଭ 🌾
Автор: News Ground Zero
Загружено: 2026-02-07
Просмотров: 115
Описание:
2026ମାଘ ମଣ୍ଡେଇ ଯାତ୍ରାର ଶୁଭାରମ୍ଭ ଦିବସ ଉପଲକ୍ଷେ, କଷାଗୁମୁଡ଼ା ସହିଦ ଲକ୍ଷ୍ମଣ ନାୟକ ସ୍ବେଛାସେବୀ ସଂଘ ନିମନ୍ତ୍ରଣ ଜଣାଇଥିବାରୁ ସଂଘର ସମସ୍ତ ସଦସ୍ୟ ଓ ଆୟୋଜକମାନଙ୍କୁ ହୃଦୟରୁ ଧନ୍ୟବାଦ।
ଏହି ପରମ୍ପରାମୟ ଯାତ୍ରା ସଫଳ ହେଉ, ଅଞ୍ଚଳବାସୀଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସାନ୍ତି ଆଣୁ—ଏହି କାମନା ସହ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା। 🙏✨
#ମାଘମଣ୍ଡେଇ
#ମାଘମଣ୍ଡେଇଯାତ୍ରା
#Kasagumuda
#କଷାଗୁମୁଡ଼ା
#ଶହିଦଲକ୍ଷ୍ମଣନାୟକ
#LaxmanNayak
#ସ୍ବେଛାସେବୀସଂଘ
#ଆମପରମ୍ପରା
#ଓଡ଼ିଶାସଂସ୍କୃତି
#ନବରଙ୍ଗପୁର
#Nabarangpur
#ଲୋକସଂସ୍କୃତି
#ପରମ୍ପରା
#ଉତ୍ସବମୁହୂର୍ତ୍ତ
#CulturalFestival
Повторяем попытку...
Доступные форматы для скачивания:
Скачать видео
-
Информация по загрузке: