ଖ୍ରୀଷ୍ଟ ଙ୍କ କ୍ରୁଶ ର ଶତ୍ରୁ ନା ଖ୍ରୀଷ୍ଟ ଙ୍କ କ୍ରୁଶର ବନ୍ଧୁ ❓
Автор: REV.SATISH LIMA
Загружено: 2026-02-02
Просмотров: 73
Описание:
ଯୀଶୁଙ୍କ କ୍ରୁଶର ଶତ୍ରୁମାନେ;
ବିଶ୍ବାସୀ ପାଇଁ କ୍ରୁଶ କ'ଣ କ'ଣ ଅଟେ ❓
🎈1. ପାର୍ଥିବ ଜିନିଷ ଏବଂ ଇଚ୍ଛା ପାଇଁ ବଞ୍ଚିବା
🎈2. ଯୀଶୁଙ୍କ ସୁସମାଚାର ପାଇଁ ଲଜ୍ଜିତ ହେବା
🎈3. ପରମେଶ୍ୱରଙ୍କ ଆଜ୍ଞାପାଳନରେ ବାସ ନ କରି ନିଜ ଇଛା ରେ ଜୀବନଯାପନ କରିବା ଲୋକ ଯୀଶୁ ଙ୍କ କ୍ରୁଶ ର ଶତୃ
🎈4. ପରମେଶ୍ୱରଙ୍କ ଅପେକ୍ଷା ଅଧିକ ସୁଖକୁ ଭଲ ପାଇବା
🎈5 ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶକୁ ଏଡ଼ାଇ ଦେବା
🎈6. ଯେଉଁମାନଙ୍କର ଉଦର ହିଁ ସେମାନଙ୍କ ପ୍ରଭୁ
🌹 ଫିଲିପ୍ପୀୟ 3:18
କାରଣ ଅନେକ ଅଛନ୍ତି, ଯେଉଁମାନଙ୍କ ବିଷୟରେ ମୁଁ ଆପଣଙ୍କୁ ଅନେକ ଥର କହିଛି ଏବଂ ଏବେ ଲୁହ ଧରି କହୁଛି, ଯେଉଁମାନେ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ ଭାବରେ ଚାଲନ୍ତି
🙏 କ୍ରୁଶର ବନ୍ଧୁ;
🎈1. ପରମେଶ୍ୱରଙ୍କ ରାଜ୍ୟ ପାଇଁ ବଞ୍ଚିବା ବ୍ୟକ୍ତି କ୍ରୁଶ ର ବନ୍ଧୁ ।
🎈2. ଖ୍ରୀଷ୍ଟଙ୍କ ପରି ଚରିତ୍ରରେ ବଢ଼ିବା ବ୍ୟକ୍ତି
🎈3. ବଳିଦାନ ଭାବରେ ପରମେଶ୍ୱରଙ୍କ ନିକଟରେ ସମର୍ପଣ କରିବା ବ୍ୟକ୍ତି
🎈4. ଯୀଶୁ ଏବଂ ତାଙ୍କ ସୁସମାଚାରକୁ ପ୍ରେମ କରିବା ବ୍ୟକ୍ତି
🎈5. ଈଶ୍ୱରଙ୍କ ସହିତ ସଠିକ୍ ଘନିଷ୍ଠତା ରଖିବା ବ୍ୟକ୍ତି
🎈6. ଈଶ୍ୱରଙ୍କ ପରିତ୍ରାଣରେ ରହିବାବ୍ୟକ୍ତି
🎈7. ଆତ୍ମାର ଫଳ ବହନ କରିବା ଏବଂ ପରମେଶ୍ୱରଙ୍କ ଆଜ୍ଞାପାଳନରେ ଚାଲିବା।
Повторяем попытку...
Доступные форматы для скачивания:
Скачать видео
-
Информация по загрузке: