Viral Teacher| ପ୍ରଥମ ଶ୍ରେଣୀ ପାଠ ବି ସାରଙ୍କୁ ଆସୁନି, କଳାପଟାରେ ଇଲେଭେନ ବନାନ ଲେଖିପାରୁନାହାନ୍ତି ଶିକ୍ଷକ...
Автор: Prameya Odia
Загружено: 2025-08-02
Просмотров: 303694
Описание:
Viral Teacher | କଳାପଟାରେ ଇଲେଭେନ ବନାନ ଲେଖିପାରୁନାହାନ୍ତି ଶିକ୍ଷକ । ନାଇନଟିନ୍ ଲେଖିବାକୁ କହିବା ବେଳକୁ ହାତ ଥରୁଛି । କ’ଣ ଲେଖିଛନ୍ତି ପଚାରିବାରୁ ପାଟି ଖନ୍ନା ମାରିଯାଉଛି । ଭାରତର ରାଷ୍ଟ୍ରପତି କିଏ ପ୍ରଶ୍ନ କରିବାରୁ ଉତ୍ତର ଶୂନ । ଏ ଚିତ୍ର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗୁଛି । ଭାରତର ସାକ୍ଷରତା ହାର ୭୦ ପ୍ରତିଶତ ଉପରେ ଅନ୍ୟପଟେ ଗ୍ରାଉଣ୍ଡ ଜିରୋକୁ ଗଲେ ଶିକ୍ଷାସ୍ତର କେତେ ଯେ ନିମ୍ନସ୍ତରକୁ ଖସିଆସିଲାଣି ଏ ଚିତ୍ର ଦେଖି ସ୍ପଷ୍ଟ ବାରି ହେଉଛି । ଛତିଶଗଡ଼ର ବଲରାମପୁର ଜିଲ୍ଲାର ଘଟଣା । ମଡ଼ୱା ଗ୍ରାମପଞ୍ଚାୟତର ଘୋଡ଼ାସୋତ ଗାଁର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କର ଇଂରାଜୀରେ ପ୍ରଖର ଜ୍ଞାନ ଦେଖି ଆପଣ ମୁଣ୍ଡରେ ହାତ ଦେବେ ।
#ViralTeacher #EducationCrisis #LiteracyRate #Chhattisgarh #SchoolIncident #EducationInIndia #SocialMediaViral #TeacherChallenges #RuralEducation #prameyaodia
Prameya, is a the largest circulated Odia daily. Prameya provides Fair, Unbiased news from Odisha and beyond.
#Prameya #odisha #prameyaodia
For latest Odisha News Follow us:
Website: http://www.prameya.com/
/ prameyaodia
/ prameyaodia
Повторяем попытку...
Доступные форматы для скачивания:
Скачать видео
-
Информация по загрузке: