ଗୋଟିଏ ରାତି ଅପେକ୍ଷା, ଆସିଲା ସୁଭଦ୍ରା ଟଙ୍କା ! fourth instalment of Subhadra Yojana tomorrow
Автор: Pratidin TV
Загружено: 2026-03-07
Просмотров: 1386
Описание:
ଗୋଟିଏ ରାତି ଅପେକ୍ଷା, ଆସିଲା ସୁଭଦ୍ରା ଟଙ୍କା ! ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍, ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସରେ ଖାତାକୁ ଆସିବ ୫ ହଜାର ଟଙ୍କା ! ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି ଟଙ୍କା (୫,୦୦୦ ଟଙ୍କା) ଆସନ୍ତାକାଲି, ୮ ମାର୍ଚ୍ଚ ୨୦୨୬ (ଆନ୍ତର୍ଜାତୀୟ ମହିଳା ଦିବସ) ଅବସରରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁଯାୟୀ, ଏହି ପର୍ଯ୍ୟାୟରେ ପ୍ରାୟ ୧ କୋଟି ୨ ଲକ୍ଷରୁ ଅଧିକ ମହିଳା ଉପକୃତ ହେବେ । fourth instalment of Subhadra Yojana tomorrow
#SubhadraYojana #Odisha #WomenEmpowerment #March8 #InternationalWomensDay #DBT #MohanCharanMajhi #Puri #FinancialIndependence #SubhadraFourthInstalment #OdishaNews #WomenOfOdisha #SashaktNari #NariShakti
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: