କାଉଡ଼ି ଦଳ | Kaudi Dala | Sricharan Mohanty | Mahaprasad | Bimal | Bolbom Song | Psa Entertainment
Автор: PSA ENTERTAINMENT
Загружено: 2025-07-23
Просмотров: 9246
Описание:
#newbolbomsong #sricharan #mahaprasad #viral #new #song
Hey YouTube Family❤️
We Are Psa Entertainment Presenting You New Odia Bolbom Song (କାଉଡ଼ି ଦଳ) Sang By Your Favourite Singer Sricharan Mohanty & Your Favourite Comedian Mahaprasad Rout...
Audio Credit
-------------:
🎧 Singer - Sricharan Mohanty & Mahaprasad Rout
🎧 Music - Bimal Kumar Sahoo
🎧 Lyrics - Alok Mohapatra
🎧 Arrangements - Sambhab Pani
🎧 Mixing & Mastering - Somesh Satpathy
🎧 Video Director \ Edit - Milan Dash
🎧 Special Thanks - Team The Entertainer, Milan Dash
🎧 Studio - Somesh Studio (Bbsr)
🎧 Producer - Satabdi Nayak & Anil Kumar Sahoo
🎧 Psa Digital - Bismay B. Das
🎧 Banner - PSA Entertainment
ବରଷକେ ଥରେ ଆସିଅଛି ପ୍ରଭୁ
କଉଡ଼ି ଜାତ ତୁମ୍ଭର
ସମ୍ଭୁ ଶମ୍ଭୁ ଶୁଭେ ଏ ସାରା ଜଗତେ
କମ୍ପୁଛି ସାରା ସଂସାର
ହେ ପ୍ରଭୁ ଶିବ ଶଙ୍କର
ମାନସିକ ପୂରଣ କର
ତୁମ ବିନୁ ନାହିଁ ଯେ ପ୍ରଭୁ
ଅନ୍ୟ କିଛି ଗତି ଆମର
ମନ ଜାଣି ଦିଅ ଯେ ବର....
ତୁମ କୁ ସୁମରି ଯାଉ ଆମେ ଚାଲି ଚାଲି କାଉଡି ଦଳ
ବାଟ ରେ ଘାଟ ରେ ସବୁ ଆଡ଼େ ଚାଲେ ଆମ ... ମାଡ଼
ପ୍ରଭୁ ନାମ ଜପି ଜପି କାଉଡ଼ି କୁ ଧରି
ବାଟ ହଉ ଯେତେ ଦୂର ଯିବୁ ଆମେ ମାଡି
ଜପ ହର ହର ଭାଇ ଆମେ ଶିବ ଚେଲା
ବାବା ଙ୍କ କୃପା ରୁ ଆମେ କାଉଡ଼ି ବାଲା
କାଉଡ଼ିଆ ଯାଏ ଚାଲିଚାଲି ପ୍ରଭୁ ତୁମ୍ଭ ଦରଶନ ପାଇଁ
ଖରାବର୍ଷା ଶୀତ ସହିଯାଏ ପ୍ରଭୁ ତୁମ ଗୀତ ଗାଇଗାଇ
କଳସୀ ବାହୁଙ୍ଗି କାନ୍ଧେ ବୋହି ମନେ ରଖି ତାଙ୍କ ପାଇ ଭକ୍ତି
ପାଣି ଦେଲେ ଥରୁଟିଏ ଢାଳି ପାଇଯିବ ବିପଦ ରୁ ମୁକ୍ତି
ପ୍ରଭୁ ମୋର ଭୋଳା ଶଙ୍କର
ତମ ହାତେ ଜୀବନ ଡୋର
ଯାଉଚି ମୁ ତୁମ ପାଖକୁ
ଦୁଃଖକୁ ମୋ କରିବ ଦୁର
ଚରଣେ ମୁ ଗଲି ଶରଣ....
ତୁମ କୁ ସୁମରି ଯାଉ ଆମେ ଚାଲି ଚାଲି କାଉଡି ଦଳ
ବାଟ ରେ ଘାଟ ରେ ସବୁ ଆଡ଼େ ଚାଲେ ଆମ ... ମାଡ଼
ଭାବମୟ ବାସେ ଶ୍ରାବଣରେ ମତେ ସବୁ ସୋମବାର ଦିନ
ଏକି ଲୀଳା ଦେଇଚ ଲଗେଇ ପ୍ରଭୁ ଚାରିଆଡ଼େ ବହୁ ଜନ
ଶରୀର ଦେଇଛ ସିନା ପ୍ରଭୁ ନେଇ ତ ଯାଇଛ ମୋର ମନ
ବହୁ ଆଶା ନେଇ କି ଯାଉଛୁ ଥରୁଟିଏ ଦେବେ ଥରେ ଦରଶନ
ଆହେ ପ୍ରଭୁ କପିଳେଶ୍ୱର
ତୁମ ପାଶେ ମନ ଆମର
ପ୍ରଭୁ ତୁମ ଚନ୍ଦ୍ରଶେଖର
ଚନ୍ଦ୍ରମା ଠୁ ତୁମେ ଉଜ୍ଜ୍ୱଳ
ଆଖୀ ଯାଏ ଲାଖି ଆମର....
ତୁମ କୁ ସୁମରି ଯାଉ ଆମେ ଚାଲି ଚାଲି କାଉଡି ଦଳ
ବାଟ ରେ ଘାଟ ରେ ସବୁ ଆଡ଼େ ଚାଲେ ଆମ ... ମାଡ଼
ବାଟ ରେ ଘାଟ ରେ ସବୁ ଆଡ଼େ ଚାଲେ ଆମ ... ମାଡ଼
Keep in Touch With Our Channel, through Like , Share , Subscribe & Don't Forget To Press The Bell 🔔 I-Con For Our Latest Updates 👏🏻
Anti Privacy Warning ⚠
--------------------------------------
This Content Belongs to PSA Entertainment . Any Un-authorised Reproduction , redistribution & re-uploaded is Strictly Prohibited 🚫of this Material . Legal Action Will be Taken Against Those who violate the copyright of this following Material Presented..
Thank You ❤
Повторяем попытку...
Доступные форматы для скачивания:
Скачать видео
-
Информация по загрузке: