କଠୋର ହେଲା କମିଶନରେଟ ପୋଲିସ, କାର୍ଯ୍ୟରେ ଢିଲା ହେଲେ ନିଲମ୍ବନ! | New Rule for PCR | PrameyaNews7
Автор: Prameya News7
Загружено: 2026-02-28
Просмотров: 824
Описание:
କଠୋର ହେଲା କମିଶନରେଟ ପୋଲିସ। ନିଜ ବିଭାଗକୁ ଆହୁରି ଶୃଙ୍ଖଳିତ କରିବା ପାଇଁ କର୍ମଚାରୀଙ୍କ ଉପରେ କମିଶନରେଟ ପୋଲିସର ଏଥର କଡ଼ା ନଜର। PCR ଡ୍ୟୁଟିରେ ଥିବା କର୍ମଚାରୀଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ । କେଉଁଠି କାଳେ PCR କର୍ମଚାରୀ ଭୁଲ୍ କରିଦେବେ ସେଥିପାଇଁ PCR ଭ୍ୟାନ ଭିତରେ କର୍ମଚାରୀଙ୍କ ଆଗରେ ମଧ୍ୟ ନୋଟିସ୍ ଲଗାଇଦେଲେ ଅତିରିକ୍ତ DCP। କେବଳ ସେତିକି ନୁହେଁ ନୋଟିସ ଲାଗିବା ଆଗରୁ କର୍ମଚାରୀମାନଙ୍କୁ ସାମୁହି କ ପରାମର୍ଶ ମଧ୍ୟ ଦିଆଯାଇଛି । ଯାହା ନିର୍ଦ୍ଦେଶ ଦିଆଯଇଛି ସେଥିରେ ଖିଲାପ ହେଲେ କର୍ମଚାରୀଙ୍କୁ କଠୋର ଦଣ୍ଡର ଚେତାବନୀ ଦିଆଯାଇଛି
#newrule #commissioneratepolice #nerule #prameyanews7 #odishapolice #bhubaneswar
Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
For Latest News Follow us on:
Website: http://www.prameyanews7.com/
YouTube: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Podcast:
• News7 Podcast
Playlists :-
Doctor's Pathshala: • Doctor's Pathshala
ରୋଜଗାର: • ROJAGAR | ରୋଜଗାର | News7 Odia
Maganna Oligi: • Maganna Oligi
ଆରୋଗ୍ୟମ: • Arogyam
ବଜାର News: • ବଜାର News | Bazar News
ବିଜନେସ ବିଶେଷ: • ବିଜନେସ ବିଶେଷ | Business Bisesh
Biswas Abiswas Andhabiswas: • Biswas Abiswas Andhabiswas
Face To Face: • Face To Face
Ebe Bi Rahasya: • Ebe Bi Rahasya
Explore Odisha Season 3: • Explore Odisha Season 3
Breakfast Odisha: • Breakfast Odisha News7
Digital Special Stories: • Digital Special Stories
#PrameyaNews7 #News7 #OdishaNews
Повторяем попытку...
Доступные форматы для скачивания:
Скачать видео
-
Информация по загрузке: