ଆଳୁ ଖାଅ, ଟମାଟୋ ଖାଅ || warm up Activity || joyfullearning || fun game for children || foods we eat
Автор: The Creative Teacher
Загружено: 2026-02-26
Просмотров: 41
Описание:
ଆସନ୍ତୁ ପିଲାଙ୍କୁ ପାଠ ବହିର୍ଭୂକ୍ତ କିଛି fun activity କରାଇ ପିଲାଙ୍କୁ warm up କରାଇବା | ଏହି actitiy ଦ୍ବାରା ପିଲାଟି ଖାଦ୍ୟ ସହ ପରିଚିତ ହେବ| ଜଣା ଅଜଣା ପୁସ୍ତକର ଖାଦ୍ୟ ପାଠ ପୂର୍ବରୁ ଏହି activity କଲେ ପିଲା ମାନେ ନିଶ୍ଚୟ ଭାବେ ଖୁସି ହେବା ସହ ପାଠ ପଢ଼ିବା ପାଇଁ ପ୍ରୋତ୍ସାହିତ ହେବ । video ଟି ଭଲ ଲାଗିଲେ like share ଏବଂ subscribe କରନ୍ତୁ । ଧନ୍ୟବାଦ୍ |
#class3science
#warmupactivity
#foodweeat
#govtschoolactivity
#education
#odia
#janaajana
#creativeteaching
#fungame
#odia
Повторяем попытку...
Доступные форматы для скачивания:
Скачать видео
-
Информация по загрузке: