Asila Nua Barasa || ଆସିଲା ନୂଆ ବରଷ || New Year Christian Song || Hallelujah Creations
Загружено: 2025-12-22
Просмотров: 641
Описание:
Asila Nua Barasa || ଆସିଲା ନୂଆ ବରଷ || New Year Christian Song || Hallelujah Creations
#sabyastakumar
#jesusineverything
ଆପଣ ସମସ୍ତଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା!
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆପଣ ସମସ୍ତଙ୍କୁ ନମସ୍କାର। (Hallelujah Creations and Jesus In Everything ) ତରଫରୁ ଆପଣମାନଙ୍କ ପାଇଁ ପ୍ରସ୍ତୁତ ଆମର ନୂଆ ବର୍ଷର ଗୀତ "ଆସିଲା ନୂଆ ବରଷ" ର ଅଫିସିଆଲ୍ ଭିଡିଓ।
ଆମର ଆଶା ଓ ବିଶ୍ୱାସ ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ଛୁଇଁବ ଏବଂ ନୂଆ ବର୍ଷରେ ପ୍ରଭୁଙ୍କ ପ୍ରଶଂସା କରିବାକୁ ଉତ୍ସାହିତ । ✨
🎬Credits
Vocal & Music Arrangement: Sabyasta Nayak
Lyrics: Rinki Nayak
Video Editing: David
Mixing & Recording: Peter Gaikwad (UBS Studio, Pune)
Production: Hallelujah Creations and Jesus In Everything
📢 Connect with Us:
If you were blessed by this video, please Like, Comment, and Share this video with your family and friends. Don't forget to SUBSCRIBE and hit the 🔔 icon so you don't miss the full song release!
🌐Links:
YT Channel (Co-Partner)
/ @jesusineverythingoficial
Instagram:
/ hallelujah_creations.official
Instagram:
https://www.instagram.com/sabyasta_ku...
Email - [email protected]
Lyrics:
ଆସିଲା ନୂଆ ବରଷ,
ମନେ କେତେ ହରଷ ।
ଯୀଶୁଙ୍କୁ ଦେବା ଧନ୍ୟବାଦ,
ସେ ଦେବେ ଆଶୀର୍ବାଦ ।
(କୋରସ୍)
ଯୀଶୁ ରାଜା ଜୟ ଜୟ,
ମନୁ ଦୂର କର ଭୟ ।
ନୂଆ ବର୍ଷେ ସାଥେ ରୁହ,
ସବୁ ଦୁଃଖ ଦୂର କର ।
(ଦ୍ଵିତୀୟ ପଦ)
ବିତିଗଲା ପୁରୁଣା,
ସବୁ ତାଙ୍କ କରୁଣା ।
ନୂଆ ଆଶା ସେ ଦେଲେ,
ପାଖେ ପାଖେ ସେ ରହିଲେ ।
(କୋରସ୍)
ଯୀଶୁ ରାଜା ଜୟ ଜୟ,
ମନୁ ଦୂର କର ଭୟ ।
ନୂଆ ବର୍ଷେ ସାଥେ ରୁହ,
ସବୁ ଦୁଃଖ ଦୂର କର ।
(ତୃତୀୟ ପଦ)
ଆମ ଘର ପରିବାର,
ପ୍ରଭୁ ତୁମେ ରକ୍ଷା କର ।
ଶାନ୍ତି ଦିଅ ମନରେ,
ଖୁସି ଦିଅ ଜୀବନରେ ।
(କୋରସ୍)
ଯୀଶୁ ରାଜା ଜୟ ଜୟ,
ମନୁ ଦୂର କର ଭୟ ।
ନୂଆ ବର୍ଷେ ସାଥେ ରୁହ,
ସବୁ ଦୁଃଖ ଦୂର କର ।
#AsilaNuaBarasa #OdiaChristianSong #NewYearSong2025 #HallelujahCreations #Jesus #OdiaGospel #video #ChristianMusic #OdiaSong
Повторяем попытку...
Доступные форматы для скачивания:
Скачать видео
-
Информация по загрузке: