ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ମଙ୍ଗଳ ଆଳତୀ ଦର୍ଶନ (06-Feb) | Today's Live Mangala Alati - Puri Jagannath Temple | Jay Jagannath Tv

Автор: JAY JAGANNATH TV

Загружено: 2026-02-05

Просмотров: 14861

Описание: 🙏 ଆଜି ମଙ୍ଗଳ ଆଳତୀ – ପୁରୀ ଶ୍ରୀମନ୍ଦିର (06-Feb-2026) 🙏

ଆଜି ପୁରୀ ଶ୍ରୀମନ୍ଦିରରେ ପ୍ରାତଃ ୬ ଟା ୩୬ ମିନିଟ୍ ରେ ମଙ୍ଗଳ ଆଳତୀ ସମ୍ପନ୍ନ ହେଲା।
ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଦର୍ଶନ ଲାଗି ଏହି ମୁହୂର୍ତ୍ତ ଅପେକ୍ଷା କରନ୍ତି।
ପ୍ରଭୁ ଜଗନ୍ନାଥଙ୍କୁ ପ୍ରଭାତରେ ଅର୍ପଣ କରାଯାଇଥିବା ଏହି ପବିତ୍ର ଆଳତୀ, ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି, ସକାଳର ପ୍ରେରଣା ଓ ଆଶୀର୍ବାଦ।

"ମଙ୍ଗଳ ଆଳତୀର ଏହି ପବିତ୍ର ମୁହୂର୍ତ୍ତରେ ଶ୍ରୀଜଗନ୍ନାଥଙ୍କ କୃପା ଆମ ସମସ୍ତଙ୍କ ଉପରେ ବର୍ଷିତ ହେଉ"

📺 ଦେଖନ୍ତୁ Jay Jagannath TV – ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାର ସାଥୀ
🙏 ଜୟ ଜଗନ୍ନାଥ | ଜୟ ଶ୍ରୀପତିତପାବନ 🙏

#mangalaalati #patitapaban_arati #jayjagannathtv #jayjagannathlive #jagannath #jagannatha #jagannathtemple #JagannathCulture #NamitaAgrawal #SitaramAgrawal #SidharthUtsav #SidharthTV #SidharthGold #SidharthMusic #SidharthNetwork

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

#jayjgannathtvlive #namitaagrawal #sidharthtv

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ମଙ୍ଗଳ ଆଳତୀ ଦର୍ଶନ (06-Feb) | Today's Live Mangala Alati - Puri Jagannath Temple | Jay Jagannath Tv

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

୩ ବର୍ଷର ପୁଅ ପଡ଼ିଯାଇ ଅଣ୍ଟା ଅଚଳ ହେଇଗଲା, ଶେଷରେ ଜଗନ୍ନାଥେ ଦେଖାଇଲେ ଚମତ୍କାର! | Jay Jagannath TV

୩ ବର୍ଷର ପୁଅ ପଡ଼ିଯାଇ ଅଣ୍ଟା ଅଚଳ ହେଇଗଲା, ଶେଷରେ ଜଗନ୍ନାଥେ ଦେଖାଇଲେ ଚମତ୍କାର! | Jay Jagannath TV

Shri Bishnu Sahasranama (Morning Mantra) | ଶ୍ରୀ ବିଷ୍ଣୁ ସହସ୍ରନାମ | Namita Agrawal | Sidharth Music

Shri Bishnu Sahasranama (Morning Mantra) | ଶ୍ରୀ ବିଷ୍ଣୁ ସହସ୍ରନାମ | Namita Agrawal | Sidharth Music

Does Malika Bachan Predict 2026 as a Year of Destruction? Expert Analysis | OTV Podcast

Does Malika Bachan Predict 2026 as a Year of Destruction? Expert Analysis | OTV Podcast

ଆଜିର ମା'ବାଟମଙ୍ଗଳା ଦର୍ଶନ (06.02.2026) | କିଏ ଏହି ବଟ ଜଗନ୍ନାଥ ? Jay Jagannath TV

ଆଜିର ମା'ବାଟମଙ୍ଗଳା ଦର୍ଶନ (06.02.2026) | କିଏ ଏହି ବଟ ଜଗନ୍ନାଥ ? Jay Jagannath TV

Sakala Dhupare Sri Jagannatha

Sakala Dhupare Sri Jagannatha

ଖସି ପଡ଼ିଲେ ଓଡ଼ିଆ ନାବିକ ! Marine Engineer Missing While on Duty Aboard Ship | Odia News

ଖସି ପଡ଼ିଲେ ଓଡ଼ିଆ ନାବିକ ! Marine Engineer Missing While on Duty Aboard Ship | Odia News

ଆଜି ଶନିବାରରେ ଏହି ଚମତ୍କାରୀ ସୁନ୍ଦରାକାଣ୍ଡ ପାଠ ମାତ୍ର ୧୧  ମିନିଟ୍ ମୋବାଇଲରେ ଚଲେଇ ରଖିଦିଅନ୍ତୁ l Sundarakanda

ଆଜି ଶନିବାରରେ ଏହି ଚମତ୍କାରୀ ସୁନ୍ଦରାକାଣ୍ଡ ପାଠ ମାତ୍ର ୧୧ ମିନିଟ୍ ମୋବାଇଲରେ ଚଲେଇ ରଖିଦିଅନ୍ତୁ l Sundarakanda

ଶୁଣିଲେ ଶୁଣୁଥିବେ... | EP - 143 | Podcast With Viral Baba Asit Jena

ଶୁଣିଲେ ଶୁଣୁଥିବେ... | EP - 143 | Podcast With Viral Baba Asit Jena

Jagannatha Tume Parambramha - ଜଗନ୍ନାଥ ତୁମେ ପରଂବ୍ରହ୍ମ | Soulful Odia Devotional Song | Namita Agrawal

Jagannatha Tume Parambramha - ଜଗନ୍ନାଥ ତୁମେ ପରଂବ୍ରହ୍ମ | Soulful Odia Devotional Song | Namita Agrawal

ଏଇ ଗାଁକୁ ବୋହୂ ହୋଇ ଆସିଥିଲେ ରାଷ୍ଟ୍ରପତି || President Droupadi Murmu || Odisha Reporter

ଏଇ ଗାଁକୁ ବୋହୂ ହୋଇ ଆସିଥିଲେ ରାଷ୍ଟ୍ରପତି || President Droupadi Murmu || Odisha Reporter

ଆଜି(06-Feb)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ #Patitapaban Dhupa Alati #JayJagannathTv

ଆଜି(06-Feb)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ #Patitapaban Dhupa Alati #JayJagannathTv

श्री हनुमान चालीसा - Hanuman Chalisha I Dilip Sarangi I ହନୁମାନ ଚାଳିଶା I Jai Hanuman Gyan Gun Sagar

श्री हनुमान चालीसा - Hanuman Chalisha I Dilip Sarangi I ହନୁମାନ ଚାଳିଶା I Jai Hanuman Gyan Gun Sagar

ଭାଇନା ମହାପ୍ରସାଦ ପେଠେଇଛନ୍ତି | Jagannath Mahima | Shakti Shankar Mishra | Odisha 365

ଭାଇନା ମହାପ୍ରସାଦ ପେଠେଇଛନ୍ତି | Jagannath Mahima | Shakti Shankar Mishra | Odisha 365

Laxmi Sahasranama

Laxmi Sahasranama

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

Jay Jay Jagannath /SarbaMangal se nama Shree Jagannath/ଅନ୍ନପୂର୍ଣ୍ଣା /ରବୀନ୍ଦ୍ର ମହାପାତ୍ର

Jay Jay Jagannath /SarbaMangal se nama Shree Jagannath/ଅନ୍ନପୂର୍ଣ୍ଣା /ରବୀନ୍ଦ୍ର ମହାପାତ୍ର

ବାପା-ମା ଆଖିରେ ଲୁହଦେଲେ କେବଳ ବିନାଶ | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା - ବାବା ଦିବାକର ଦାସ

ବାପା-ମା ଆଖିରେ ଲୁହଦେଲେ କେବଳ ବିନାଶ | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା - ବାବା ଦିବାକର ଦାସ

Взгляд Ученого . Татьяна Черниговская

Взгляд Ученого . Татьяна Черниговская

vishnu sahasranamam by ms subbulakshmi

vishnu sahasranamam by ms subbulakshmi

Shree Jagannathanka Janma Kahani | Sourav Bharadwaj | Krushna Chandra | Nila Madhab, Sabitree Bhakti

Shree Jagannathanka Janma Kahani | Sourav Bharadwaj | Krushna Chandra | Nila Madhab, Sabitree Bhakti

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]