ପ୍ରଜ୍ଞାପନ କହୁଛି ଭାରତର ଶକ୍ତି | Republic Day 2026 | Kartavya Path | Republic Day Parade Tableau
Автор: News18 Odia
Загружено: 2026-01-26
Просмотров: 2990
Описание:
ଆଜି ଦେଶ ପାଳନ କରୁଛି ୭୭ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ଦିଲ୍ଲୀର କର୍ତ୍ତବ୍ୟପଥରେ ତ୍ରିରଙ୍ଗା ଉଡାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନା ଅଧିକାରୀ ଅକ୍ଷିତା ଧନଖଡ ମଧ୍ୟ ରାଷ୍ଟ୍ରପତିଙ୍କ ସହିତ ମିଶି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏଥର ଦିଲ୍ଲୀର କର୍ତ୍ତବ୍ୟପଥରେ ପରେଡରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଛନ୍ତି ୟୁରୋପୀୟ ସଂଘର ୨ ନେତା । ରାଷ୍ଟ୍ରପତି ପତାକା ଉତ୍ତୋଳନ କରିବା ପରେ ଦିଲ୍ଲୀ କର୍ତ୍ତବ୍ୟପଥରେ ଆରମ୍ଭ ହୋଇଥିଲା ସମ୍ମିଳିତ ପରେଡ ।
Today the country is celebrating the 77th Republic Day. On this occasion, the tricolor is flying everywhere in Delhi. On Delhi's Rajpath, the tricolor was hoisted by the President Draupadi Murmu. Air Force officer Akshita Dhankhad also joined the President in hoisting the national flag. This time, for the parade on Delhi's Rajpath, two leaders from the European Union participated as chief guests. After the President hoisted the flag, the combined parade began on Delhi's Rajpath. #RepublicDay #RepublicDay2026 #77thRepublicDay #RajpathParade #Tricolor #PresidentDroupadiMurmu #AkshitaDhankhad #PMModi #RepublicDayParade #RepublicDayCelebration #EUChiefGuests #IndiaPride #News18Odia #OdiaNews #odishanews #oriyanews #breakingnews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_KU
Повторяем попытку...
Доступные форматы для скачивания:
Скачать видео
-
Информация по загрузке: