Jagannath Ho Kichhi Magu Nahi || Bhikari Bal Jagannath Bhajan
Автор: bhikari bal official
Загружено: 2018-10-10
Просмотров: 429146
Описание:
Jagannath Ho Kichhi Magu Nahi || Bhikari Bal Jagannath Bhajan
#bhikaribal
#bhajansamratbhikaribal
Odia Devotional jagannath bhajan
Bhikari Bal Official
💠 Song Details :
🔸 Singer - Bhikari Bal
🔸 Music - Balakrushna Dash
🔸 Lyrics - Banamali Das
🔸 Channel Manager - Kalachand Beuria
🔸 Music Label - Bhikari Bal Foundation
🔸 Gener - Odia
🔸 Producer - Bhikari Bal
💠 Lyrics : English Typing
Jagannatha Ho kichhi Magunahin Tote
Dhana Magunahin Jana Magu Nahi
Maguchhi Saradha Bali Ru Haate
Aana Darasana Na Lode Nayana
Eka Toha Dekha Bina
Sunibaku Kaana Na ichhae Mana
Toha Charite Kamana ।
Mo Hasta Anguli Rama Banamali
Hare Krushana Japu Thaai
Bole Banamali Mo Beni Charana
To Tirtha Bhramane Dhaun।
💠 Lyrics : Odia Typing
ଜଗନ୍ନାଥ ହୋ...
କିଛି ମାଗୁ ନାହିଁ ତୋତେ ହେ...
ଜଗନ୍ନାଥ..
ଜଗନ୍ନାଥ ହୋ...
କିଛି ମାଗୁ ନାହିଁ ତୋତେ ହେ...
ଜଗନ୍ନାଥ
ଧନ ମାଗୁ ନାହିଁ
ଜନ ମାଗୁ ନାହିଁ
ଧନ ମାଗୁ ନାହିଁ
ଜନ ମାଗୁ ନାହିଁ
ମାଗୁଛି ଶରଧା ବାଲିରୁ ହାତେ ହେ...
ଜଗନ୍ନାଥ ହୋ...
କିଛି ମାଗୁ ନାହିଁ ତୋତେ
ଆନ ଦରଶନ ନଲୋଡ଼େ ନୟନ
ଏକା ତୋହ ଦେଖା ବିନା...
ଶୁଣିବାକୁ କାନ ନ ଇଛଇ ଆନ
ତୋହ ଚରିତେ କାମନା
ଜଗନ୍ନାଥ ହୋ...
କିଛି ମାଗୁ ନାହିଁ ତୋତେ ହେ...
ଜଗନ୍ନାଥ
ମୋ ହସ୍ତ ଆଙ୍ଗୁଳି ରାମ ବନମାଳୀ
ହରେ କୃଷ୍ଣ ଜପୁ ଥାଉ
ବୋଲେ ବନମାଳୀ ମୋ ବେନି ଚରଣ
ତୋ ତୀର୍ଥ ଭ୍ରମଣେ ଧାଉଁ
ଜଗନ୍ନାଥ ହୋ...
କିଛି ମାଗୁ ନାହିଁ ତୋତେ ହେ...
ଜଗନ୍ନାଥ
ଧନ ମାଗୁ ନାହିଁ
ଜନ ମାଗୁ ନାହିଁ
ମାଗୁଛି ଶରଧା ବାଲିରୁ ହାତେ...
ଜଗନ୍ନାଥ ହୋ...
କିଛି ମାଗୁ ନାହିଁ ତୋତେ
କିଛି ମାଗୁ ନାହିଁ ତୋତେ
କିଛି ମାଗୁ ନାହିଁ ତୋତେ।
Повторяем попытку...
Доступные форматы для скачивания:
Скачать видео
-
Информация по загрузке: