ରାଷ୍ଟ୍ରପତିଙ୍କ ଆଜି ମୟୂରଭଞ୍ଜ ଗସ୍ତର ଦ୍ୱିତୀୟ ଦିନ ; ତାଙ୍କ ସ୍ୱାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ
Автор: Nandighosha TV
Загружено: 2026-02-04
Просмотров: 473
Описание:
#nandighoshatv
#ମୟୂରଭଞ୍ଜ_ଜିଲ୍ଲା_ଗସ୍ତର_ଦ୍ୱିତୀୟ_ଦିନ
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ। ଗତକାଲି ରାଇରଙ୍ଗପୁର ଠାରେ ଥିବା ନିଜ ବାସଭବନରେ ରାତ୍ରି ଯାପନ କରିଥିଲେ । ଆଜି ସକାଳ ୮. ୫୫ ମିନିଟରେ ରାଇରଙ୍ଗପୁର ଛାଡ଼ି ୯.୪୦ ମିନିଟରେ ତାଙ୍କ ଶ୍ୱଶୁର ଘର ପାହାଡ଼ପୁର ଅଭିମୁଖେ ଯାଇ ମୁର୍ମୁ ଛକରେ ଥିବା ତାଙ୍କ ସ୍ୱାମୀ ସ୍ୱର୍ଗତ ଶାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।
#NandighoshaTV #President #DroupadiMurmu
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: http://nandighoshatv.com/
Watch Live: http://nandighoshatv.com/live/
Whatsapp: https://whatsapp.com/channel/0029Va5P...
YouTube: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Повторяем попытку...
Доступные форматы для скачивания:
Скачать видео
-
Информация по загрузке: