Dhanyawad Ghena Prabhu | ଧନ୍ୟବାଦ ଘେନ ପ୍ରଭୂ | Odia Praising Song
Автор: REVIVAL CHURCH ODISHA
Загружено: 2025-06-19
Просмотров: 31120
Описание:
ଧନ୍ୟବାଦ ଘେନ ପ୍ରଭୁ
ଭଙ୍ଗା ମୋ ଅନ୍ତରର
ସ୍ମୃତି ପ୍ରଶଂସା ହେଉ
ସଦାପ୍ରଭୁ ହେ ତୁମର
ଧନ୍ୟବାଦ ହେଉ। (4)
ଆହେ ସତ୍ୟ ସନାତନ ପରମେଶ୍ବର
(1)
ତୁମେ ପଥ ତୁମେ ସତ୍ୟ
ଜୀବନ ଏ ଜଗତର
ଶାନ୍ତି ଦାତା ମୁକ୍ତିଦାତା
ଶକ୍ତିଦାତା ପରମେଶ୍ବର
ହେ କରୁଣାମୟ ହେ ମଙ୍ଗଳମୟ
ଧନ୍ୟ ଧନ୍ୟ ଧନ୍ୟ ହେଉ ତୁମ ନାମର
(2)
ସୃଷ୍ଟିକର୍ତ୍ତା ତ୍ରାଣ କର୍ତ୍ତା ରକ୍ଷକର୍ତ୍ତା ଜଗତର
ଦୟାମୟ କ୍ଷମାମୟ ପ୍ରେମମୟ ସତ୍ୟ ଈଶ୍ବର
ଆହେ ସୁଧାମୟ ଆହେ ମଧୁମୟ
ଯୁଗେ ଯୁଗେ ଧନ୍ୟ ହେଉ ତୁମ ନାମର
(ଧନ୍ୟବାଦ)💐
BY BRO. AKASH DAVID
#revivalchurchbhubaneswar
#akashdavid
#uttamnayakministry #revivalchurchbhubaneswar #akashdavid
@revivalchurchodisha
@AKASHDAVID-f5z
Повторяем попытку...
Доступные форматы для скачивания:
Скачать видео
-
Информация по загрузке: