ଯୀଶୁ ତୁମେ ମୋତେ ପ୍ରେମ କଲ 🌿| Jishu Tume Mote Prema Kala | New Odia Christian Song 2026 | AWT
Загружено: 2026-02-10
Просмотров: 2108
Описание:
ଯୀଶୁ ତୁମେ ମୋତେ ପ୍ରେମ କଲ 🌿| Jishu Tume Mote Prema Kala | New Odia Christian Song 2026 | Asish Worship Tunes
ଏହି ଗୀତ ମାଧ୍ୟମରେ ପ୍ରଭୁ ଯୀଶୁଙ୍କ ଅପାର ପ୍ରେମ ଏବଂ କ୍ରୁଶର ବଳିଦାନକୁ ବର୍ଣ୍ଣନା କରାଯାଇଛି। ଯେତେବେଳେ ଆମେ ନିରାଶା କିମ୍ବା ଏକାକୀପଣ ଅନୁଭବ କରୁ, ସେତେବେଳେ ପ୍ରଭୁ ହିଁ ଆମର ଏକମାତ୍ର ସାହାରା ହୁଅନ୍ତି।
About the Song:
This song portrays the deep love of Lord Jesus and His sacrifice to save us from sin. It reflects how God becomes our strength and companion during our times of loneliness and despair.
Song Credits
Lyrics & Concept: Asish (Original)
Composition & Production: Asish Worship Tunes
Voice & Music: Created via Suno AI (Free Version)
📌Disclaimer
Note: The lyrics and concept are my original work. Music is generated via Suno AI (Free Version) for non-monetized spiritual outreach and brand building, not for commercial profit.
New Odia Christian Song 2026, Jishu Tume Mote Prema Kala, Heart Touching Odia Worship Song, Asish Worship Tunes New Song, Odia Christian Devotional 2026.
Sambalpuri Christian Song, Koraputia Dhemsa Christian Bhajan, Best Odia Jesus Song, Odia Christian Worship Status, Prabhu Jishunka Gita.
Odia Gospel Music, New Christian Song Odia, Jishu Prema Gita, Odia Christian Aradhana, AWT Christian Songs.
#OdiaChristianSong #amen #trending #AsishWorshipTunes #AWT #NewOdiaWorship2026 #JishuTumeMotePremaKala #OdiaDevotional #JesusLove #OdiaGospel
ଯଦି ଏହି ଗୀତଟି ଆପଣଙ୍କୁ ଭଲ ଲାଗିଲା, ତେବେ ଭିଡିଓକୁ Like କରିବା ସହ ଚ୍ୟାନେଲକୁ Subscribe କରନ୍ତୁ। ଆପଣଙ୍କ ମୂଲ୍ୟବାନ ମତାମତ Comment Box ରେ ନିଶ୍ଚୟ ଜଣାନ୍ତୁ। ଜୟ ଯୀଶୁ! 🙏
lyrics :
ଯୀଶୁ ତୁମେ ମୋତେ ପ୍ରେମ କଲ
ପାପର ପଙ୍କରୁ ମୋତେ ଉଦ୍ଦାରିଲ...2x
ଖୋଜୁଥାଏ ତୁମକୁ ମୁଁ ଦିନ ରାତି.....
ତୁମେ ହିଁ ଯୀଶୁ ମୋର ଜୀବନ ସାଥୀ 2x
ଆସିଅଛି ଧାଇଁ ତୁମରି କତି
ରୁହ ପ୍ରଭୁ ହୋଇ ମୋରସାଥି ।।
ଯୀଶୁ ତୁମେ ମୋତେ ପ୍ରେମ କଲ
ପାପର ପଙ୍କରୁ ମୋତେ ଉଦ୍ଦାରିଲ...2x
Verse 1
ଏହି ସଂସାରେ ତୁମ ଦୟାର ଗାଥା
ଗାଇବା ପାଇଁ ନେଇଛି ଶପଥ
ପାପୀ ପାଇଁ ସହିଲ କେତେ ଯେ ବ୍ୟଥା
କ୍ରୁଶ କାଠେ ତ୍ୟାଗିଲ ନିଜର ମଥା 2x
ତୁମେ ହିଁ ଜୀବନ ମୋର
ତୁମେ ହିଁ ମୋ ମୁକ୍ତି ଦାତା ।।
ଯୀଶୁ ତୁମେ ମୋତେ ପ୍ରେମ କଲ
ପାପର ପଙ୍କରୁ ମୋତେ ଉଦ୍ଦାରିଲ...2x
(Verse 2)
ଏ ଜଗତେ ଯଦି ହୁଏ ମୁଁ ଏକା
ମନରେ ମୋର ନାହିଁ କିଛି ଶଙ୍କା
କଣ୍ଟକ ପଥେ ଆସୁ ଯେତେ ବାଧା
ସେଇଠି ଦିଅ ପ୍ରଭୁ ମନେ ଶ୍ରଦ୍ଧା
ତୁମେ ହିଁ ଜୀବନ ମୋର
ତୁମେ ହିଁ ମୋ ମୁକ୍ତି ଦାତା ।।
ଯୀଶୁ ତୁମେ ମୋତେ ପ୍ରେମ କଲ
ପାପର ପଙ୍କରୁ ମୋତେ ଉଦ୍ଦାରିଲ...2x
Повторяем попытку...
Доступные форматы для скачивания:
Скачать видео
-
Информация по загрузке: