PARIBARTANA 3 | AUDIO JUKE BOX |ANANYA SRITAM NANDA ASIMA PANDA AMIT PANI IRA MOHANTY AMIT BADANAYAK
Автор: Amit Badanayak
Загружено: 2022-02-28
Просмотров: 384637
Описание:
PARIBARTANA 3 || AUDIO JUKE BOX || 2022 NEW ODIA CHRISTIAN SONGS || ANANYA SRITAM NANDA, ASIMA PANDA, IRA MOHANTY, AMIT PANI, SRIDHAR GANTA, JUNASH GANTA || AMIT BADANAYAK
ସମସ୍ତ ଶ୍ରୋତା ମଣ୍ଡଳୀକୁ AB MUSIC ତରଫରୁ ନମସ୍କାର । ଆପଣ ମାନଙ୍କୁ ସ୍ୱରୂପ ଉପହାର ଭେଟି ଦେଉଛୁ "ପରିବର୍ତ୍ତନ ୩" ର ସମସ୍ତ ୮ ଟି ଗୀତ । ଆଶା ରଖୁଛୁ ଏହି ନୂଆ ମନଛୁଆଁ ଗୀତ ଗୁଡ଼ିକ ଯେପରି ପ୍ରଭୁଙ୍କର ଗୌରବ ଉଦ୍ଧେଶ୍ୟରେ ବ୍ୟବହୃତ ହେଇ ପାରିବ ଓ ଆମର ପରିଶ୍ରମ ସାର୍ଥକ ହେଇ ପାରିବ ଏଥି ନିମନ୍ତେ ପ୍ରାର୍ଥନାରେ ତୋଳି ଧରନ୍ତୁ। ଧନ୍ୟବାଦ। Praise The Lord
Song Credits :
Song : ଅଳପ ଆୟୁଷ
Singer : Ananya Sritam Nanda
Lyrics & Music : Amit Badanayak
Programming & Arrangement : Bapi Samal
Song : ଆସିଛି ବଡ଼ଦିନ
Singer : Asima Panda
Lyrics & Music : Amit Badanayak
Programming & Arrangement : Bapi Samal
Song : ଆରାଧ୍ୟ ଈଶ୍ୱର
Singer : Ira Mohanty
Lyrics & Music : Amit Badanayak
Programming & Arrangement : Bapi Samal
Song : ମହାମାରୀରୁ ରକ୍ଷା କର
Singer : Asima Panda
Lyrics & Music : Amit Badanayak
Programming & Arrangement : Bapi Samal
Song : ପ୍ରଶଂସା ହେଉ ତୁମର
Singer : Amit Pani
Lyrics & Music : Amit Badanayak
Programming & Arrangement : Bapi Samal
Song : ଶୁଣ ମୋର କ୍ରନ୍ଦନ
Singer : Amit Pani
Lyrics & Music : Amit Badanayak
Programming & Arrangement : Bapi Samal
Song : କେଡ଼େ ପ୍ରେମ କଲେ ବୋଲି
Singer : Sridhar Ganta
Lyrics & Music : Amit Badanayak
Programming & Arrangement : Bapi Samal
Song : ମୁଁ ଯେ ଅକିଞ୍ଚନ
Singer : Junash Ganta
Lyrics & Music : Amit Badanayak
Programming & Arrangement : Bapi Samal
Full Lyrics
ହାଏରେ ମଣିଷ ମାଟିର ମଣିଷ
ଅତି ଅଳ୍ପ ତୋ ଆୟୁଷ ..ହୋ.. (୨ଥର)
ତୋ ଜୀବନ ଦୀପ ଲିଭିବା ଆଗରୁ (୨ଥର)
ଯୀଶୁଙ୍କୁ କରିଯା ବିଶ୍ୱାସ ......=୦=
କେଉଁ ବାଟେ କେତେବେଳେ ମରଣ ଆସେ ଅକାଳେ
ମନୁଷ୍ୟ ତ ଜାଣେ ନାହିଁ
ତଥାପି କାହିଁକି ସତେ ଗର୍ବ ଅହଙ୍କାର ଏତେ
ଜୀବନ ତ କ୍ଷଣସ୍ଥାୟୀ ....
ଯେତେ ଧନଶାଳୀ ହେଉ ଅବା ଜ୍ଞାନି ଗୁଣୀ ହେଉ
ମୃତ୍ୟୁ ସଭିଙ୍କର ପାଇଁ
ଅଟକାଇ ରଖିବାକୁ ମଣିଷର ନିଃଶ୍ୱାସକୁ
କାହାର କ୍ଷମତା ନାହିଁ
ଜନମ ମୃତ୍ୟୁର ସବୁ ଅଧିକାର (୨ଥର)
ରହିଅଛି ଯୀଶୁ ପାଶ ....=୧=
ଯୀଶୁଙ୍କୁ ହୃଦେ ନ ପାଇ ଯଦି ମରିଯିବୁ ତୁହି
ତେବେ କିଛି ମୂଲ୍ୟ ନାହିଁ
ଦୁଷ୍ଟର ମରଣେ ପ୍ରଭୁ ସନ୍ତୋଷ ହୁଅନ୍ତି ନାହିଁ
ଏହା କି ଜାଣିନୁ ତୁହି
ଆଜି ବି ସୁଯୋଗ ଅଛି ଫେରିବାର ବାଟ ଅଛି
ବିଳମ୍ବ କରୁଛୁ କାହିଁ
ତୋ ଜୀବନ ଥାଉ ଥାଉ ଏ ସମୟ ରହୁ ରହୁ
ଚାଲିଆ ତୁ ବେଗେ ଧାଇଁ
ଡେରି ତୁ ନ କରି ପାପକୁ ସ୍ୱୀକାରୀ
ଫେରିଆ ତୁ କ୍ରୁଶ ପାଶ ......=୨=
Full Lyrics
ଆସିଛି ବଡ଼ଦିନ
ଯୀଶୁଙ୍କ ଜନମ ଦିନ
ଆସ ଆସ ସର୍ବ ପ୍ରାଣୀ
କରିଯିବା ଜୟଧ୍ୱନି (୨ଥର)
ଗାଇ ଗାଇ ତାଙ୍କ ପ୍ରଶଂସାଗାନ.....=୦=
ଈଶ୍ୱର ମନୁଷ୍ୟ ମଧ୍ୟେ ମଧ୍ୟସ୍ଥ ହେବାକୁ
ଧାରଣ କରିଲେ ଯୀଶୁ ମାନବ ରୂପକୁ
ଦୀନ ଦୁଃଖୀ ଦରିଦ୍ରର ସେବା କରିବାକୁ
ତ୍ରାଣକର୍ତ୍ତା ସାଜି ଯୀଶୁ ଆସିଲେ ଧରାକୁ
ସବୁ କର୍ତ୍ତୁତ୍ୱ ଭାରକୁ
ନିଜ କାନ୍ଧେ ବୋହିବାକୁ (୨ଥର)
ଶିଶୁ ବେଶେ ଯୀଶୁ ନେଲେ ଜନମ....=୧=
ଆସ ସାଧୂ ଭକ୍ତ ଜନ ସମ୍ମିଳିତ ହେବା
ଏ ଶୁଭ ଦିନେ ଯୀଶୁଙ୍କ ପାଦେ ପ୍ରଣମିବା
ଭକ୍ତି ଭରେ ହୃଷ୍ଟ ଚିତ୍ତେ ଯୀଶୁଙ୍କୁ ସେବିବା
ଏ ଜୀବନ ମନ ପ୍ରାଣ ତାଙ୍କୁ ଅରପିବା
ଶାନ୍ତି ରାଜା ଯୀଶୁ ଖ୍ରୀଷ୍ଟ
ଫେଡିଦେବେ ଦୁଃଖ କଷ୍ଟ (୨ଥର)
ଧନ୍ୟ ହେବ ସତେ ଆମ ଜୀବନ.....=୨=
Full Lyrics
ଆହେ ପିତା ଆରାଧ୍ୟ ଈଶ୍ୱର
ତୁମେ ସାରା ସୃଷ୍ଟିର ଆଧାର (୨ଥର)
ଯୁଗେ ଯୁଗେ ଧନ୍ୟ ହେଉ (୩ଥର)
ନାମ ତୁମର.......
ଆହେ ପିତା ଆରାଧ୍ୟ ଈଶ୍ୱର
ତୁମେ ସାରା ସୃଷ୍ଟିର ଆଧାର ....=୦=
ତୁମେ ଆତ୍ମିକ ଆହାର କ୍ଷୁଧିତ ପ୍ରାଣର
ତୁମେ ଅମୃତ ନିର୍ଝର ତୃଷିତ ଜନର
ତୁମେ କ୍ଷମାର ଭଣ୍ଡାର ପାପୀ ମାନବର
ତୁମେ ଶାନ୍ତିର ଆକର ଅଶାନ୍ତ ମନର
ତୁମେ ଏକା ପଥ ସତ୍ୟ (୩ଥର)
ଏ ଜଗତର........
ଆହେ ପିତା ଆରାଧ୍ୟ ଈଶ୍ୱର
ତୁମେ ସାରା ସୃଷ୍ଟିର ଆଧାର.....=୧=
ତୁମ ନାମ ଅଟେ ପ୍ରଭୁ କେଡ଼େ ମହୀୟାନ
ତୁମ ରାଜ୍ୟ ଅଟେ ପ୍ରଭୁ ଅନନ୍ତ କାଳୀନ
ତୁମ କର୍ତ୍ତାପଣ ଅଟେ ପୁରୁଷାନୁକ୍ରମ
ତୁମ ପରାକ୍ରମ ଅଟେ ଅନନ୍ତ ଅସୀମ
ପାଇବାକୁ ଯୋଗ୍ୟ ତୁମେ (୩ଥର)
ସ୍ତୁତି ସମ୍ଭାର........
ଆହେ ପିତା ଆରାଧ୍ୟ ଈଶ୍ୱର
ତୁମେ ସାରା ସୃଷ୍ଟିର ଆଧାର.....=୨=
Full Lyrics
ହେ ଈଶ୍ୱର ପରମେଶ୍ବର
ମହାମାରୀରୁ ରକ୍ଷା କର ....ହୋ
ଏ ଜଗତେ ଆଉ ନାହିଁ ସୁରକ୍ଷିତ
ଲାଗେ ଭୟଭୀତ ଭାରି ଅସ୍ତବ୍ୟସ୍ତ
ବଞ୍ଚିବାର ଆଶା ନାହିଁ କାହାର ...
ମହାମାରୀରୁ ରକ୍ଷା କର .......=୦=
ଯୁଆଡ଼େ ବି ଗଲେ ଯୋଉଠି ବି ଗଲେ
ସବୁଠି କରୋନାର ଭୟ
ଶୁଭେ ହାହାକାର କ୍ରନ୍ଦନର ସ୍ବର
କୋଉଠି ନେବୁ ଆଶ୍ରୟ
ଆସିଛି ଘନେଇ ଏ ପୃଥିବୀ ପାଇଁ
ଏମିତିକା ଦୁଃଖ ସମୟ
କୋଉଠି ଲୁଚିବୁ କେମିତି ବଞ୍ଚିବୁ
କିଛି ତ ନାହିଁ ଉପାୟ
ଏ ବିନାଶ କାଳେ ତୁମେ ହିଁ ଭରସା
ଏ ସଙ୍କଟ ବେଳେ ତୁମେ ଏକା ଆଶା
ତୁମ ବିନା କିଏ ସାହା ଆମର
ମହାମାରୀରୁ ରକ୍ଷା କର ........=୧=
ସୁନା କିବା ରୂପା ଧନ କି ସମ୍ପତ୍ତି
କାମରେ ଆସୁନି କିଛି
ମନୁଷ୍ୟର ବୁଦ୍ଧି ଜ୍ଞାନ କଉଶଳ
ସବୁ ତ ବିଫଳ ହେଉଛି
ତୁମ କ୍ରୋଧ ଦିନ ପାଖେଇ ଆସିଛି
ଏହା ତ ପ୍ରମାଣ ଦେଉଛି
ବାକ୍ୟ ଅନୁସାରେ ପୃଥିବୀ ପୃଷ୍ଠରେ
ଏ ସବୁ ଘଟି ଆସୁଛି
ତୁମେ ଏକା ଯୀଶୁ ସୁରକ୍ଷା ପ୍ରାଚୀର
ତୁମେ ଦୃଢ଼ ଦୁର୍ଗ ଆଶ୍ରୟ ନଗର
ଏଇ ସଙ୍କଟରୁ କର ଉଦ୍ଧାର ...
ମହାମାରୀରୁ ରକ୍ଷା କର.........=୨=
#paribartana3
#newodiachristiansongs2022
#amitbadanayakchristiansongs
#newodiachristiansong
#amitbadanayakchristiansongs2022
#abmusicchristiansongs
#odiachristiansong2022
#newodiachristiansong
#newchristmasspecialsong
#audiojukebox
#odiachristiansong
#abmusic
#ananyasritamnanda
#newodiachristmassong2022
#odiachristmassongs
#newodiachristiansongs2022
#asimapandanewodiachristiansong
#aseemapanda
#newodiaviralsong
#latestodiachristiansongs
#ananyanandachristiansongs
#newodiachristiansong2022
#iramohanty
#latestodiachristiansongs
#odiachristiansongs
#newodiachristiansong
#amitbadanayak
#humanesagar
#amitpani
#bapisamal
#amitpanichristiansongs
#humanesagarchristiansongs
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: