ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ଇସ୍ପାତ ଟ୍ରେନ୍‌ର ବିଳମ୍ୱ ଯାତାୟାତକୁ ନେଇ ଯାତ୍ରୀ ଅସନ୍ତୋଷ ! delay journey of Ispat train ,Subarnapur

Автор: Pratidin TV

Загружено: 2026-03-11

Просмотров: 474

Описание: ଇସ୍ପାତ ଟ୍ରେନ୍‌ର ବିଳମ୍ୱ ଯାତାୟାତକୁ ନେଇ ଯାତ୍ରୀ ଅସନ୍ତୋଷ ! ପଶ୍ଚିମ ଓଡ଼ିଶାର ପ୍ରମୁଖ ଟ୍ରେନ ଭାବରେ ଜଣାଶୁଣା ଇସ୍ପାତ ଟ୍ରେନ୍ । ବୁର୍ଲା ମେଡିକାଲ ଯିବା ପାଇଁ ଏକ ମାତ୍ର ଆଶା ଏହି ଟ୍ରେନ ଡୁଙ୍ଗୁରିପାଲି ଷ୍ଟେସନରେ ରହିଥିବା ବେଳେ କରୋନା ସମୟରେ ବନ୍ଦ ରହିଥିଲା । ପରବର୍ତ୍ତୀ ସମଯରେ ପୁଣି ଲୋକଙ୍କ ଦାବି ପରେ ରେଳ ବିଭାଗ ମୁଣ୍ଡ ନୁଆଁଇଥିଲା । ଉକ୍ତ ଟ୍ରେନ ଦ୍ବାରା ଡୁଙ୍ଗୁରିପାଲିରୁ ପ୍ରତ୍ୟହ ଯାତ୍ରୀମାନେ ଝାରସୁଗୁଡା, କଲକାତା, ରାଉରକେଲା, ଟାଟାନଗର, ସମ୍ବଲପୁର ଆଦି ଯାଇଥାନ୍ତି । ସେହିପରି ଡୁଙ୍ଗୁରିପାଲିରୁ ଟିଟିଲାଗଡ଼ ଯାଇ ସେଠାରୁ ଅନ୍ୟ ଟ୍ରେନରେ ରାୟପୁର, ପୁଣେ, ବିଶାଖାପାଟଣା, ମାଡ୍ରାସ, ବେଙ୍ଗାଲୁର, ହାଇଦରାବାଦ ଆଦି ଯିବାକୁ ସୁବିଧା ମଣିଥାନ୍ତି। ପ୍ରତ୍ୟହ ଏହି ଷ୍ଟେସନରୁ ହାରାହାରି ୭୯ ଜଣ ଯାତ୍ରୀ ଯାଉଥିବା ବେଳେ ସେହି ଅନୁପାତରେ ଏଠାରେ ଓହ୍ଲାଉଥିଲେ। ଉକ୍ତ ଦ୍ରୁତଗାମୀ ସୁପରଫାଷ୍ଟ ଟ୍ରେନ୍‌ ସପ୍ତାହକୁ ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜି ଏବଂ ବର୍ତ୍ତମାନ ଜୁନାଗଡ଼ରୁ ବାହାରି ଡୁଙ୍ଗୁରିପାଲି ଷ୍ଟେସନରେ ସକାଳ ୬ଟା୨୦ରେ ପହଞ୍ଚିଥାଏ। Passengers unhappy over delayed journey of Ispat train ,Subarnapur
#Subarnapur #train #Passengers #unhappy

Vist our Website :https://www.pratidintv.com/
Like Our Facebook Page:   / pratidinodisha  
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel:    / @pratidintvodisha  

#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ଇସ୍ପାତ ଟ୍ରେନ୍‌ର ବିଳମ୍ୱ ଯାତାୟାତକୁ ନେଇ ଯାତ୍ରୀ ଅସନ୍ତୋଷ ! delay journey of Ispat train ,Subarnapur

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

Bhoolbhulaiya House Under Vigilance Scanner | Mystery Layout Found During Raid in Kesura

ଅମରୀ ପକୁଡ଼ି ପୁରା ଗାଁ ଟେଷ୍ଟ, ଖରାବେଳେ ବି ଗହଳି!Filu owner of Amari pakora Near Mukteshwar, Rabi talkies

ଏମ୍ସ ଆସନି ଏମ୍ସ ମୁଖ୍ୟଙ୍କ ବଡ଼ କଥା | Bhubaneswar AIIMS | Dr Asutosh Mohapatra | Odia News

Special Report: Ish Sodhi Emotional Moment During India Vs New Zealand 2026 T20 World Cup Final

Jibana Do Chhakire Ashara Alok: Ep 494  27 DECEMBER 2025 | ମୋ ଦେହକୁ ଛୁଇଁଵନି...

ଟ୍ରମ୍ପ ଗୁଣ ଗାଇବା ବନ୍ଦ କରନ୍ତୁ, ରକେଟ ମାଡ଼ ରେ ଓଡ଼ିଆ ମରୁଛନ୍ତି ! Bring back stranded odias in gulf; Arun

ଟେନସନରେ ଯାତ୍ରୀ,ପୁରୀକୁ ବନ୍ଦ ହେଲା ଟ୍ରେନ୍...୬୫ ଦିନ ପାଇଁ ପୁରୀକୁ ଯିବନି କୌଣସି ଟ୍ରେନ୍

Jibana Do Chhakire Ashara Alok: Ep 503  28 FEFRUARY 2026| ତମ ମନିପର୍ସ ଏଯାଏଁ ଦେଖିନି

BJD Issues Whip for Rajya Sabha Elections, MLAs Asked Not to Leave Bhubaneswar | Kalinga TV

Aparadh Pratidin || Give the extortion money, or we’ll blow you up! || ଦାଦା ବଟି ଦିଅ ନହେଲେ ଉଡ଼ାଇଦେବୁ!

ରାଜ୍ୟସଭା ନିର୍ବାଚନକୁ ଆଉ ୫ ଦିନ;ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିରୋଧୀ ଦଳକୁ ଘାରିଛି ଭୟ..Rajya Sabha election

ଭୁବନେଶ୍ବରରେ ବନ୍ଦ ହେବ ହୋଟେଲ ! Bhubaneswar Hotels Face Gas Shortage | Gas Crisis | Gas Cylinder News

ମିଛ କହି ବାହା ହୋଇଥିଲେ, ଜେଲ ଗଲେ ନକଲି ଡ଼ାକ୍ତରଙ୍କ ପୂରା ପରିବାର |Fake Canada Doctor EXPOSED After Marriage!

ମହିଳା ଛାନିଆ ପଛେ ପଛେ ଘରେ ପଶିଗଲା ବାଙ୍ଗଲାଦେଶୀ ଫେରିବାଲା..ଧରିଦେଲେ ଲୋକ

Atma Pretatma Paramatma |EP 56 |ଭୂତ ରହୁଛି ଭଡ଼ାଘରେ

ବାବୁ କରୁଥିଲେ ଡ୍ରିମ ପ୍ରୋଜେକ୍ଟ ll FOCUS PLUS ||

Budha Ghaitaku Joda Bharija | ବୁଢା ଘଇତାକୁ ଯୋଡ଼ା ଭାରିଜା | Comedy Video | Gunda | Odia Comedy

ତାଲିକା କଲା ପୁଲିସ , ଧରାପଡ଼ିବ ମାଷ୍ଟର ମାଇଣ୍ଡ୍ | Odisha Reporter

କେମିତି ଜିତି ପାରିବେ ଦିଲ୍ଲୀପ, ବୁଝାଇଦେଲେ ଅରୁଣ || BJD MLA Arun Sahu || Rajya Sabha Election || OR

Supreme court new judgement : It is not an offense to abuse SC/ST individuals | Skill Odia

© 2025 ycliper. Все права защищены.

  • Контакты
  • О нас
  • Политика конфиденциальности

Контакты для правообладателей: [email protected]