ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ମା ଘୁଷୁରୀ ଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ରେ କଳସ ଯାତ୍ରା, ତୋରା

Автор: Ganashakti Tv

Загружено: 2025-11-21

Просмотров: 3673

Описание: ମା ଘୁଷୁରୀ ଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ରେ କଳସ ଯାତ୍ରା, ତୋରା

ମା ଘୁଷୁରୀ ଦେବୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭବ୍ୟ କଳଶ ଯାତ୍ରା – ତୋରା ଗ୍ରାମରେ ଆସ୍ଥାର ଉତ୍ସବ
Grand Kalasha Yatra Marks the Foundation of Maa Ghusuri Devi Temple at Tora Village
ବରଗଡ଼ ଉପକଣ୍ଠର ସୁନ୍ଦର ଏବଂ ଶାନ୍ତିମୟ ତୋରା ଗ୍ରାମରେ ଦୀର୍ଘ ୧୫୦ ବର୍ଷ ରୁଉର୍ଦ୍ଧହେବ ମା ଘୁଷୁରୀ ଦେବୀ ଙ୍କୁ ବୁଦା ମୂଳେ ପାଷାଣ ରୂପେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହିତ ପୂଜା କରାଯାଉଥିଲା। ଗ୍ରାମବାସୀ ଙ୍କ ଆସ୍ଥା ଅନୁଯାୟୀ ମା ଘୁଷୁରୀ ଦେବୀ ମା ସମଲେଶ୍ୱରୀ ଙ୍କ ସାନଭଉଣୀ, ତେଣୁ ଦଶହରା ଓ ଚୈତ୍ର ମାସର ବିଶେଷ ଅବସର ମାନଙ୍କ ସଂଯୁକ୍ତ ପୂଜା ଗତ ଅନେକ ପିଢ଼ୀ ଧରି ପାଳିତ ହୋଇଆସୁଛି।
ବହୁତ ବର୍ଷ ଧରି ଗ୍ରାମବାସୀ ଙ୍କ ମନରେ ଏକ ବଡ଼ ଇଚ୍ଛା ଥିଲା—ମା ଘୁଷୁରୀ ଦେବୀଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ କରି ସ୍ଥାନୀୟ ଆସ୍ଥା ଓ ଭକ୍ତିକୁ ଏକ ନୂତନ ଆକାର ଦେବା। ଅବଶେଷରେ ଏହି ଦୀର୍ଘ ଦିନର ସଂକଳ୍ପ ଏବର୍ଷ ଫଳ ଦେଲା। ଗ୍ରାମବାସୀଙ୍କ ସମୂହିକ ପ୍ରୟାସ, ସହଯୋଗ ଓ ସମର୍ପିତ ଭାବନା ଫଳରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ତାହାର ପର୍ଯ୍ୟାୟଭୂତ ଉଦ୍ଘାଟନ ଅବସରରେ ଆୟୋଜିତ ହେଲା ଏକ ଭବ୍ୟ କଳସ ଯାତ୍ରା।
ଶତାଧିକ ମା’ମାନେ ପରମ୍ପରାଗତ ବେଶଭୂଷାରେ, ମା ଘୁଷୁରୀଙ୍କ ନାମ ଜପ କରୁଥିବାବେଳେ କଳସ ବୋହି ଉତ୍ସାହରେ ଯାତ୍ରାରେ ସାମିଲ ହେଲେ। ଢୋଲ, ନିଷାଣ ଓ ସଂଖ ବାଜନାର ଧ୍ୱନିରେ ସାରା ତୋରା ଗ୍ରାମ ଭକ୍ତିମୟ ପରିବେଶରେ ମୁଗ୍ଧ ହୋଇ ଉଠିଲା। ଗ୍ରାମର ଛୋଟ–ବଡ଼, ପୁରୁଷ–ମହିଳା, ସମସ୍ତେ ଆନନ୍ଦିତ ଚିତ୍ତରେ ଏହି ଯାତ୍ରାକୁ ଐତିହାସିକ ମହୋତ୍ସବ ଭାବେ ପାଳନ କଲେ।
ଏହି କଳସ ଯାତ୍ରା ମା ଘୁଷୁରୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠାରେ ଗ୍ରାମବାସୀଙ୍କ ଆସ୍ଥା, ସଂସ୍କୃତି ଓ ଏକତାର ଜଗମଗା ଉଦାହରଣ ହୋଇ ରହିବ।
In the serene outskirts of Bargarh lies the culturally rich village of Tora, where for over 150 years, the villagers have been worshipping Maa Ghusuri Devi in the form of a sacred stone placed beneath an ancient tree. According to the deep-rooted belief of the villagers, Maa Ghusuri Devi is considered the younger sister of Maa Samaleswari, and thus, during Dussehra and the Chaitra festival, both goddesses are worshipped with great devotion and shared rituals.
For decades, the people of Tora had a heartfelt wish—to construct a dedicated temple for Maa Ghusuri Devi and give a permanent spiritual home to their centuries-old faith. This long-cherished dream finally came true this year when the construction of the temple began with collective efforts, unity, and dedication from the villagers.
To mark this auspicious beginning, a grand Kalasha Yatra was organized. Hundreds of women, adorned in traditional attire, carried kalashas on their heads while chanting the divine name of Maa Ghusuri. The rhythmic beats of dhols, nishan, and conch shells created a divine atmosphere, filling the entire village with spiritual energy.
Men, women, elders, and children alike participated in the celebration with overflowing joy, making this procession a historic occasion for Tora village. The Kalasha Yatra stands today as a shining symbol of the villagers’ devotion, unity, and determination to preserve their cultural heritage.

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ମା ଘୁଷୁରୀ ଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ରେ କଳସ ଯାତ୍ରା, ତୋରା

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

Viral Boy Santanu ଗାଇଲେ ଏମିତି ଗୀତ Stage ପୁରା ଜଳିଲା - Odisha Ra Nua Swara   Studio Round- Sidharth TV

Viral Boy Santanu ଗାଇଲେ ଏମିତି ଗୀତ Stage ପୁରା ଜଳିଲା - Odisha Ra Nua Swara Studio Round- Sidharth TV

CNN [#482] Odkryłem pyszną zasadę

CNN [#482] Odkryłem pyszną zasadę

Sunita sahu kirtan dhara // ଗିତ ଗାଇ ମାଆ ମାନଙ୍କୁ ହୁଲ୍ ହୁଳି ମାଗିଲେ //sunita sahu kirtan // Rs media

Sunita sahu kirtan dhara // ଗିତ ଗାଇ ମାଆ ମାନଙ୍କୁ ହୁଲ୍ ହୁଳି ମାଗିଲେ //sunita sahu kirtan // Rs media

୧୫ଜାନୁୟାରୀ ବରଗଡ଼ ଜିଲ୍ଲା ବନ୍ଦ

୧୫ଜାନୁୟାରୀ ବରଗଡ଼ ଜିଲ୍ଲା ବନ୍ଦ

Украина 11 января! ЗАМЕРЗАЕМ! СПАСАЕМСЯ! Что сегодня происходит в Киеве!?

Украина 11 января! ЗАМЕРЗАЕМ! СПАСАЕМСЯ! Что сегодня происходит в Киеве!?

ଡେବ୍ରିଗଡ଼  ଅଭୟାରଣ୍ୟ ନିକଟ ଢୋରୋ କୁସୁମ ଗାଁ ରେ  ଓଡ଼ିଶା ର  ପ୍ରଥମ ହୋମ ଷ୍ଟେ  ॥

ଡେବ୍ରିଗଡ଼ ଅଭୟାରଣ୍ୟ ନିକଟ ଢୋରୋ କୁସୁମ ଗାଁ ରେ ଓଡ଼ିଶା ର ପ୍ରଥମ ହୋମ ଷ୍ଟେ ॥

ସମଲେଇ ପୀଠରୁ ପୂଜାର୍ଚ୍ଚନା କରିବା ପରେ ସାଂସ୍କୃତିକ ଶୋଭାଯାତ୍ରା ବାହାରିଲା , ସମ୍ବଲପୁର

ସମଲେଇ ପୀଠରୁ ପୂଜାର୍ଚ୍ଚନା କରିବା ପରେ ସାଂସ୍କୃତିକ ଶୋଭାଯାତ୍ରା ବାହାରିଲା , ସମ୍ବଲପୁର

Tu lo Jagata Jakara Rani Part 1 ~ Full jatra odia

Tu lo Jagata Jakara Rani Part 1 ~ Full jatra odia

ବିହା ନାଇଁ ହେଲେ ନାଇଁ ଚଲେ 😄😄// Mr Dambru Comedy // New Sambalpuri Comedy // Comedy Videos//

ବିହା ନାଇଁ ହେଲେ ନାଇଁ ଚଲେ 😄😄// Mr Dambru Comedy // New Sambalpuri Comedy // Comedy Videos//

ମାମୁଁ ଭାଣଜା ଉପରେ ଆଧାରିତ #Ramakanta radha danda nritya #Benjaren danda nritya #Ramakant bishi @Rsodia

ମାମୁଁ ଭାଣଜା ଉପରେ ଆଧାରିତ #Ramakanta radha danda nritya #Benjaren danda nritya #Ramakant bishi @Rsodia

🤣 ଭାଙ୍ଗ - ସମ୍ବଲପୁରୀ କବିତା 🤣 Hasya Biplabi Kabi Nitish Acharya at NuniaJampali Hasya Kabi Program

🤣 ଭାଙ୍ଗ - ସମ୍ବଲପୁରୀ କବିତା 🤣 Hasya Biplabi Kabi Nitish Acharya at NuniaJampali Hasya Kabi Program

today's morning news odisha/11 january 2026/subhadra yojana online apply process/odisha news today

today's morning news odisha/11 january 2026/subhadra yojana online apply process/odisha news today

ମୁଁ ଯେମିତି କାମ କରିଛି ସେତିକିରେ ଭାରି ଖୁସି ll FOCUS PLUS ||

ମୁଁ ଯେମିତି କାମ କରିଛି ସେତିକିରେ ଭାରି ଖୁସି ll FOCUS PLUS ||

ସମ୍ବଲପୁରୀ ଗୀତ ରେ ଘମାଘୋଟ ଯୁଦ୍ଧ ଚାଲିଛି || ଶ୍ରୀୟା ମେହେର VS ଇତିଶ୍ରୀ କର || ଗୃହପ୍ରତିଷ୍ଠା ଉପଲକ୍ଷେକୀର୍ତ୍ତନ

ସମ୍ବଲପୁରୀ ଗୀତ ରେ ଘମାଘୋଟ ଯୁଦ୍ଧ ଚାଲିଛି || ଶ୍ରୀୟା ମେହେର VS ଇତିଶ୍ରୀ କର || ଗୃହପ୍ରତିଷ୍ଠା ଉପଲକ୍ଷେକୀର୍ତ୍ତନ

ଦୀର୍ଘ 26ବର୍ଷ ପରେ ନିଜ ଗାଁ କୁ ଫେରି ମାଁ ହସ୍ତରୁ ଶେଷ ଭିକ୍ଷା ଗ୍ରହଣ କଲେ ଶ୍ରୀମତ୍ କିଣୁଚରଣ ବାବା //

ଦୀର୍ଘ 26ବର୍ଷ ପରେ ନିଜ ଗାଁ କୁ ଫେରି ମାଁ ହସ୍ତରୁ ଶେଷ ଭିକ୍ଷା ଗ୍ରହଣ କଲେ ଶ୍ରୀମତ୍ କିଣୁଚରଣ ବାବା //

Dhana Dua Party / ଧାନ ଦୁଆ ପାର୍ଟି/ New Sambalpuri Comedy / Comedy Video #guddusagar07

Dhana Dua Party / ଧାନ ଦୁଆ ପାର୍ଟି/ New Sambalpuri Comedy / Comedy Video #guddusagar07

ଦୁଇ ଢୁଲିଆ ଗୁଟେ କୃଷ୍ଣ ଚହଳ ସୃଷ୍ଟି କଲେ || Rasmandara Mahila Danda Nritya

ଦୁଇ ଢୁଲିଆ ଗୁଟେ କୃଷ୍ଣ ଚହଳ ସୃଷ୍ଟି କଲେ || Rasmandara Mahila Danda Nritya

Golden Kirtan Is Live 🔴 Nikita Sarita Kirtan VS  Jamuna Bhoi At- Balijuri Dt - 11/1/2026

Golden Kirtan Is Live 🔴 Nikita Sarita Kirtan VS  Jamuna Bhoi At- Balijuri Dt - 11/1/2026

କୃଷ୍ଣ–ବଳରାମଙ୍କ ବିଦାୟ ଉତ୍ସବ ଓ ଗୋପୀମାନଙ୍କର ହୃଦୟବିଦାରକ ବିଳାପ

କୃଷ୍ଣ–ବଳରାମଙ୍କ ବିଦାୟ ଉତ୍ସବ ଓ ଗୋପୀମାନଙ୍କର ହୃଦୟବିଦାରକ ବିଳାପ

Sri Samalei kabita Haldhar Nag || Sri samlei Kabya padma shree Haldhar nag ||

Sri Samalei kabita Haldhar Nag || Sri samlei Kabya padma shree Haldhar nag ||

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]