ଦିଲ୍ଲୀପ ରାୟଙ୍କ ପ୍ରଥମ ପ୍ରତିକ୍ରିୟା || Dilip Ray Supporters Celebrate Victory || Rajya Sabha Poll || OR
Автор: Odisha Reporter
Загружено: 2026-03-16
Просмотров: 6179
Описание:
ବିଜେଡି ଓ କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ ପରେ ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଛି ଦିଲ୍ଲୀପ ରାୟ ରାଜ୍ୟସଭା ନିର୍ବାଚନ ଜିତୁଛନ୍ତି । ତେବେ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା । ଏହାରି ଭିତରେ ଦିଲ୍ଲୀପ ରାୟଙ୍କ ଘରେ ସେଲିବ୍ରେସନ୍ ଆରମ୍ଭ ହୋଇଯାଇଛି । ବନ୍ଧୁ ଓ ଶୁଭେଚ୍ଛା ମିଠା ଆଣି ଖୁଆଇଛନ୍ତି । ଏହି ଅବସରରେ ଦିଲ୍ଲୀପ କଣ କହିଲେ ଶୁଣନ୍ତୁ...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #dillipray #Independent #RajyaSabhaElection #celebration #CrossVoting #OdishaPolitics #OdishaReporter
Повторяем попытку...
Доступные форматы для скачивания:
Скачать видео
-
Информация по загрузке: