ଏପରି କଲୁ ଆମେ ନୂଆଖାଇ ପର୍ବ ପାଳନ 2025//Epari kalu ame nuakhai parba palana 2025//
Автор: Indra Bhatra 4u
Загружено: 2025-08-28
Просмотров: 284
Описание:
#ଏପରି କଲୁ ଆମେ ନୂଆଖାଇ ପର୍ବ ପାଳନ 2025//Epari kalu ame nuakhai parba palana 2025//#Indra bhatra 4u
ଉପକ୍ରମ: ଏହି ପର୍ବ ହେଉଛି ପଶ୍ଚିମ ଓଡ଼ିଶା ର ବଡ଼ ପର୍ବ ଏହି ପର୍ବ ପୂର୍ବ ଦିନରୁ ପ୍ରସ୍ତୁତି ଜାରିରୁଏ ସମସ୍ତେ ଆନନ୍ଦ ଉଲ୍ଲାସ ସହିତ ପୂଜା ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ 🙏🙏
ପାଳନ: ଏହି ପର୍ବରେ ନୂଆ ଧାନ କୁ ଚୁହୁଦା କରି ଦେବଦେବୀଙ୍କୁ ପୂଜାକରି ନୂଆ ଚୁହୁଡା କୁ ଟୀକା କରାଯାଏ ଏବଂ ନୂଆ ପୋଷାକ ପରିଧାନ କରାଯାଏ 🙏🙏
ଉଦ୍ଦେଶ୍ୟ: ନୂଆଖାଇ ପର୍ବ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପଶ୍ଚିମ ଓଡ଼ିଶା କଳା ସଂସ୍କୃତି କୁ ବଞ୍ଚାଇ ରଖିବା ଏବଂ ସମସ୍ତଙ୍କ ମଧ୍ୟରେ ଶୁ ସମ୍ପର୍କ ସବୁସମୟରେ ବଜାୟ ରଖିବା ଦେବଦେବୀଙ୍କୁ
ପୂଜା କରି ସାରିବା ପରେ ପ୍ରସାଦ ସେବନ କଲା ପରେ ସମସ୍ତ ଗୁରୁଜନ ଓ ବୟସରୁ ବଡ଼ଲୋକଙ୍କୁ ମୁଣ୍ଡିଆ ମାରିଥାଉ 🙏🙏
ସମସ୍ତଙ୍କୁ #Indra bhatra//ତରପରୁ ଜୁଆର 🙏🙏🙏
#Nuakhai juar 2025
#Desia blog video
#Vlog video
#paik manda nuakhai 2025
Nuakhai 2025 || Indra bhatra youtube channel ତରପରୁ ନୂଆଁଖାଇ ଜୁହାର ||🙏🙏
#desia #nuakhai202
#koraputiavlogs #desiavlogs #odia #koraputia #nuakhaifestival
Повторяем попытку...
Доступные форматы для скачивания:
Скачать видео
-
Информация по загрузке: