T-20 ବିଶ୍ଵକପରେ ଭାରତର ଲଗାତର ବିଜୟ। ନେଦରଲ୍ୟାଣ୍ଡସକୁ ୧୭ ରନରେ ପରାସ୍ତ କଲା ଭାରତ
Автор: Nandighosha TV
Загружено: 2026-02-18
Просмотров: 397
Описание:
#NandighoshaTV #TeamIndia #winning #T20WorldCup2026 #netherlands
ଟି-ଟ୍ଵେଣ୍ଟି ବିଶ୍ଵକପରେ ଭାରତର ଲଗାତର ବିଜୟ। ନେଦରଲ୍ୟାଣ୍ଡସକୁ ୧୭ ରନରେ ପରାସ୍ତ କଲା ଭାରତ । ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡସକୁ ୧୯୪ ରନ ଟାର୍ଗେଟ ଦେଇଥିଲା ଭାରତ । ହେଲେ ୭ ଓ୍ବିକେଟ ହରାଇ ୧୭୬ ରନ୍ ଗ୍ରହଣ କରିପାରିଥିଲା ନେଦରଲ୍ୟାଣ୍ଡସ
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: http://nandighoshatv.com/
Watch Live: http://nandighoshatv.com/live/
Whatsapp: https://whatsapp.com/channel/0029Va5P...
YouTube: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Повторяем попытку...
Доступные форматы для скачивания:
Скачать видео
-
Информация по загрузке: