Puri Thakura ll ପୁରୀ ଠାକୁର ll New Jagnnath Bhajan ll Sourav Bharadwaj ll
Автор: PRADHAN MUSIC
Загружено: 2025-01-15
Просмотров: 595186
Описание:
Puri Thakura - 𝑶𝒇𝒇𝒊𝒄𝒊𝒂𝒍 𝑭𝒖𝒍𝒍 𝑺𝒐𝒏𝒈
Pradhan Music Present's A Brand New Song #purithakura
⭐ Re kala Thakura - • Re Kala Thakura (ରେ କଳା ଠାକୁର୍) | New Jaga...
Singer - Sourav Bharadwaj
Lyrics - Soumya Ranjan Bal
Music - Dibya Chandan
Arrangements - 2BU
Recording - Pabitra Studio
Mixing & Mastering - Pabitra Studio
DOP/Editing - Chiku
Channel Owner - Pradhan Music
Record Label - Panchanan Music
Special Thanks - Raja & Biki Bhai
#pradhanmusic
#souravbharadwaj #bhajan
#panchananmusic #odiabhajan #odishabhajan #souravbharadwajbhajan
#puri #purithakura #rekalathakura #jagannatha #jagannathabhajan #newbhajan #odiasong #odishasong #puriteample #panchanansahu
🅵🆄🅻🅻 🅻🆈🆁🅸🅲🆂 ;-
ଯୁଗକୁ ଯୁଗ ରହିଛି ଜଗା
କେତେ ଅବତାର ନେଇ
କଳିକାଳରେ ନୀଳାଚଳରେ
ବସିଛି ଭୁଜ ମେଲେଇ
##
ଜଗନ୍ନାଥ ତାର ନାମ
ତା ନାମରେ କୋଟି ପୁଣ୍ୟ
ଭକତଙ୍କ ପାଇଁ ଖୋଲା ରଖିଛି ସିଂହଦୁଆର
ପୁରୀ ଠାକୁର ସିଏ ପୁରୀ ଠାକୁର
ଜଗତରେ ଶ୍ରେଷ୍ଠ ତୋ ଶ୍ରୀ ମନ୍ଦିର
*****-------*****-------******
ଦାରୁ ଯୋଉଠି ପାଲଟେ ଜୀବନ୍ତ ବ୍ରହ୍ମ
ନାଆଁଟି ତାଆରି ପରା ଶ୍ରୀକ୍ଷେତ୍ର ଧାମ।।
ଯା ନାମ ଧରିଦେଲେ ଝରେ ଅମୃତ
କୋଟିଏରେ ଗୋଟେ ପରା ସିଏ ଜଗନ୍ନାଥ।।
##
ଓଡ଼ିଶାର ଗର୍ବ ସିଏ
ଓଡ଼ିଆଙ୍କ ପର୍ବ ସିଏ
ସାରା ଜଗତକୁ ଚାହିଁ ବସିଛି ଆଖିରେ ତାର
ପୁରୀ ଠାକୁର ସିଏ ପୁରୀ ଠାକୁର
ଜଗତରେ ଶ୍ରେଷ୍ଠ ତୋ ଶ୍ରୀ ମନ୍ଦିର
*****-------*****-------******
ତେତିଶି କୋଟି ଦେବତା ଯାହାରି ଆଜ୍ଞାରେ
ସିଏ ଆମ ମହାବାହୁ ଅଛି ନୀଳାଚଳେ।।
ତା ଦାଣ୍ଡ ଧୂଳି ପରା ଦେଵତା ସମାନ
ସେଇ ଧୂଳି ବୋଳି ହେଲେ ପାପ ହୁଏ ପୁର୍ଣ୍ୟ।।
##
ଡାକି ଦେଲେ ତାକୁ ଚାହିଁ
ନେଇଯାଏ ସେ କୋଳେଇ
ଜାତି ଭେଦ କିଛି ବାରେନା ପରା ଜଗା ଆମର
ପୁରୀ ଠାକୁର ସିଏ ପୁରୀ ଠାକୁର
ଜଗତରେ ଶ୍ରେଷ୍ଠ ତୋ ଶ୍ରୀ ମନ୍ଦିର
*****-------*****-------******
𝙿𝙻𝙴𝙰𝚂𝙴 𝙻𝙸𝙺𝙴 𝙲𝙾𝙼𝙴𝙽𝚃 𝚂𝙷𝙰𝚁𝙴 & 𝚂𝚄𝙱𝚂𝙲𝚁𝙸𝙱𝙴 𝚄𝚂 𝚃𝙷𝙰𝙽𝙺 𝚈𝙾𝚄...
This Is The Original Content of Pradhan Music Any Re Upload Re-distribution (Audio or Video) Legal Action Will Be Taken Against Those Who Violate The Copyright Of This Content !
Повторяем попытку...
Доступные форматы для скачивания:
Скачать видео
-
Информация по загрузке: