କଂଗ୍ରେସକୁ ଘାରିଛି ଘୋଡା ବେପାର ଭୟ | Odisha Reporter
Автор: Odisha Reporter
Загружено: 2026-03-15
Просмотров: 2957
Описание:
#ରାତି_ପାହିଲେ_ରାଜ୍ୟସଭା_ଭୋଟ୍
#କଂଗ୍ରେସକୁ_ଘାରିଛି_ଘୋଡା_ବେପାର_ଭୟ
ଆହୁରି ବଢିଲା ରାଜ୍ୟସଭା ଭୋଟ୍ ଛକାପଂଝା। ହଟଚମଟ ହୋଇଛି ସିଧା ବେଙ୍ଗାଲୁରୁରେ। ନିଜ ବିଧାୟକଙ୍କୁ ରାତାରାତି ଓଡ଼ିଶାରୁ ବେଙ୍ଗାଲୁରୁ ଟ୍ରାନ୍ସଫର କରିଥିବା କଂଗ୍ରେସକୁ ଏବେବି ଘାରିଛି ଘୋଡା ବେପାର ଭୟ। ଦଳର କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଆଣିଛନ୍ତି ସାଂଘାତିକ ଅଭିଯୋଗ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #congress #RajyaSabha #RajyaSabhaElection #Odisha #OdishaReporter
Повторяем попытку...
Доступные форматы для скачивания:
Скачать видео
-
Информация по загрузке: