New Digha Sea Beach | Digha Picnic & Travel Vlog | 2026
Автор: Dil se Rajeev
Загружено: 2026-01-15
Просмотров: 57
Описание:
New Digha Sea Beach ପଶ୍ଚିମବଙ୍ଗର ଗୋଟିଏ ଖୁବ ସୁନ୍ଦର ଏବଂ popular tourist place।
Old Digha ଠାରୁ ଏହି beach ଅଧିକ clean, wide ଓ peaceful ଅଛି।
ଏହି ଭିଡିଓରେ ମୁଁ New Digha Sea Beach ର full tour, sea view, walking area, garden, sunset scene, food stall ଓ picnic experience ସବୁ detail ରେ share କରିଛି 🌊
Family, friends ଓ couple ସହ enjoy କରିବା ପାଇଁ New Digha Sea Beach ଗୋଟିଏ perfect destination।
ଯଦି ଆପଣ Digha ଯିବାକୁ plan କରୁଛନ୍ତି, ଏହି video ଆପଣଙ୍କୁ help କରିବ 👍
ଭିଡିଓଟି ଭଲ ଲାଗିଥିଲେ Like 👍, Share 🔁 ଓ Channel କୁ Subscribe କରନ୍ତୁ 🙏
Comment କରି କହନ୍ତୁ – ଆଗକୁ କେଉଁ place ର vlog ଦେଖିବାକୁ ଚାହୁଁଛନ୍ତି 😊
#NewDighaSeaBeach
#DighaTour
#DighaVlog
#DighaSeaBeach
#NewDigha
#WestBengalTourism
#SeaBeachVlog
#TravelVlog
#PicnicVlog
#OdiaVlog
#BeachLife
#IndiaTravel
#FamilyTrip
#SeaView
Повторяем попытку...
Доступные форматы для скачивания:
Скачать видео
-
Информация по загрузке: