କାହାକୁ ଭୋଟ୍ ଦେବେ ? କହିଲେ ଅରବିନ୍ଦ | Arvind Mohapatra On Rajya Sabha Candidate Dilip Ray | Odia News
Автор: News18 Odia
Загружено: 2026-03-04
Просмотров: 9813
Описание:
କାହାକୁ ଭୋଟ୍ ଦେବେ ? କହିଲେ ଅରବିନ୍ଦ | Arvind Mohapatra On Rajya Sabha Candidate Dilip Ray | Odia News
ଅରବିନ୍ଦ ମହାପାତ୍ରଙ୍କୁ ଭେଟିଲେ ଦିଲ୍ଲୀପ ରାୟ | ନିଜେ ଏ ନେଇ ସୂଚନା ଦେଇଛନ୍ତି ଅରବିନ୍ଦ ମହାପାତ୍ର | କହିଲେ, ଦିଲ୍ଲୀପ ରାୟଙ୍କ ସହ ଆଜି ଭେଟ ଘାଟ ହୋଇଛି। ଘରକୁ ଆସିଥିଲେ,କିନ୍ତୁ କୌଣସି ରାଜନୈତିକ ଚର୍ଚ୍ଚା ହୋଇ ନାହିଁ। ସଠିକ ସମୟରେ ନିଷ୍ପତି ନେବି କଣ କରିବି। ନାମାଙ୍କନ ପାଇଁ ସମୟ ଅଛି, ପ୍ରତ୍ୟାହାର ପାଇଁ ବି ସମୟ ଅଛି। ବର୍ତ୍ତମାନ ୫ଜଣ ପ୍ରାର୍ଥୀ ଅଛନ୍ତି, ୪ ବି ହୋଇପାରେ। ତେଣୁ ଠିକ ସମୟରେ ନିଷ୍ପତି ନେବି। ଦିଲ୍ଲୀପ ରାୟ ଜଣେ ଅନୁଭବୀ ନେତା। ଫଳାଫଳ କିଛି ବି ହୋଇପାରେ। ବର୍ତ୍ତମାନ ସୁଦ୍ଧା ଅନ୍ୟ କେହି ବି ରାଜ୍ୟସଭା ସଂକ୍ରାନ୍ତରେ ମୋ ସହ ଆଲୋଚନା କରି ନାହାନ୍ତି। ତେଣୁ ନିଷ୍ପତି ନେବାକୁ ସମୟ ଅଛି।...
Dilip Ray met Aravind Mohapatra. Aravind Mohapatra himself has given this information. He said that he met with Dilip Ray today. He came to the house, but there was no political discussion. We will make a decision at the right time about what to do. There is time for nomination, and there is also time for withdrawal. Currently, there are 5 candidates, it could become 4. So, we will make a decision at the proper time. Dilip Ray is an experienced leader. The outcome may be nothing. So far, no one else has discussed with me regarding the Rajya Sabha. Therefore, there is time to make a decision...
#arvindmohapatra #rajyasabha #dilipray #News18Odia #OdiaNews #odishanews #oriyanews #breakingnews #weathernews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_BJ
Повторяем попытку...
Доступные форматы для скачивания:
Скачать видео
-
Информация по загрузке: