ଅତ୍ୟଧିକ ସଫାସୁତରା - ଶୂଚୀବାଇ ରୋଗର ଲକ୍ଷଣ | Dr Suvendu Narayan Mishra on Obsessive Compulsive Disorder
Автор: Swasthya Plus Odia
Загружено: 2021-03-02
Просмотров: 69115
Описание:
#OCD #DoctorAdvice #OdiaHealthTips
ଶୂଚୀବାଇ ହେଉଛି ଏକ ମାନସିକ ରୋଗ। ଏହି ରୋଗରେ ଭାବନା, ଅନୁଭବ ବା ଧାରଣା ମନ ଭିତରକୁ ଜୋରଜବରଦସ୍ତ ପଶିଆସେ। ଫଳରେ ରୋଗୀ ମଧ୍ୟରେ ଦୃଢ଼ ଆଗ୍ରହ, ଚିନ୍ତା ବା ଉଦ୍ବେଗ ବଢ଼ାଇଦେଇଥାଏ। ଫଳରେ ରୋଗୀ ଅଜାଣତରେ ଗୋଟିଏ କାର୍ଯ୍ୟକୁ ବାରମ୍ବାର କରୁଥାଏ। ଯେପରିକି ଅତ୍ୟଧିକ ସଫାସତୁରା ରହିବା, ବାରମ୍ବାର ଗଣନା କରିବା ଇତ୍ୟାଦି। ତେବେ ଶୂଚୀବାଇ ରୋଗ କାହିଁକି ହୁଏ? ଏହାକୁ ଚିହ୍ନିବା କେମିତି? ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ରଙ୍କଠାରୁ ଏବିଷୟରେ ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ଶୂଚୀବାଇ ରୋଗ କ'ଣ? (0:00)
ଶୂଚୀବାଇ ରୋଗର ଲକ୍ଷଣ (1:16)
ଶୂଚୀବାଇ ରୋଗର କାରଣ କ'ଣ? (6:11)
କେମିତି ଚିହ୍ନିବା ଶୂଚୀବାଇ ରୋଗ? (7:01)
ଶୂଚୀବାଇ ରୋଗର ଚିକିତ୍ସା (10:38)
Obsessive-compulsive disorder (OCD) generally known as Shuchibai Roga. In this disorder thoughts, feelings, or perceptions forcefully enter the mind. As a result, the patient develops strong interest, anxiety. As a result, the patient inadvertently does the same thing over and over again. Such as being very clean, recalculating, and so on. So what is the cause of Obsessive-compulsive disorder? How to recognize it? Let's find out more from Dr Suvendu Narayan Mishra, a professor of Psychiatry.
In this video,
What is Obsessive-compulsive disorder (OCD)? (0:00)
Symptoms of OCD (1:16)
Cause of OCD? (6:11)
Diagnosis of OCD (7:01)
Treatment of OCD (10:38)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!
Повторяем попытку...
Доступные форматы для скачивания:
Скачать видео
-
Информация по загрузке: