ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ନରିଶୋ ଦୋଳ ଯାତ୍ରା || ଉତ୍ସବ ୨୦୨୩ ର || NARISHO DOLA YAATRA || FESTIVAL OF 2023 | SJCW

Автор: Satyajit Biswal

Загружено: 2023-03-09

Просмотров: 1285

Описание: ଆପଣଙ୍କ ସମ୍ମୁଖରେ ପ୍ରସ୍ତୁତ ଏହି ଭିଡ଼ିଓ ଟି ପ୍ରଭୁ ଶ୍ରୀ ଗୋପୀନାଥ ଙ୍କ ଦୋଳ ଯାତ୍ରା ସମୟ ର ସମ୍ପୁର୍ଣ୍ଣ ଦୃଶ୍ୟ, ଆଶା କରୁଛୁ ଆପଣଙ୍କୁ ଏହି ଭିଡ଼ିଓ ଟି ଭଲ ଲାଗିଥିବ, ଯଦି ଭଲ ଲାଗିଥାଏ ନିଜର ମତାମତ comment ମାଧ୍ୟମରେ ଜଣେଇବାକୁ ଜମାରୁ ଭୁଲିବେ ନାହିଁ ।

_____________________⭕❗⭕________________________

WHAT IS DOLA PURNIMA ? 🙄

Dola Jatra is also celebrated as a victory of good over evil. As per Hindu mythology, demon king Hiranyakashyap who won over earth commanded everyone to worship him. However, his son Prahallad – an ardent devotee of Lord Vishnu – defied him.

This defiance infuriated Hiranyakashyap who hatched a conspiracy to eliminate the kid with the help of his sister Holika. She planned to enter the fire with Prahallad on her laps as she had a boon which insulates her from the fire. However, she was unaware that it would work only for

While Holika along with Prahallad entered the fire, she had to pay with her life for the sinister design. Holika Dahan signifies the victory of good over evil.

The festival of colours, thus, derives it name from Holika and it is celebrated a day after Dola Purnima.


ଦୋଳ ପୂର୍ଣ୍ଣିମା କଣ ? ଓ ଏହାକୁ କାହିଁକି ପାଳନ କରାଯାଏ !

ରତୁରାଜ ବସନ୍ତୁରେ ପାଳନ କରାଯାଉଥୁବା ପର୍ବମାନଙ୍କ ମଧ୍ଯରେ ଦୋଳପର୍ବ ପ୍ରଧାନ ।
ଫାଲଗୁନ ମାସ ପୂର୍ଣ୍ଣିମା ଦିନକୁ ଦୋଳ ପୂର୍ଣ୍ମିମା କୁହାଯାଏ । ଫାଲଗୁନ ଶୁକ୍କପକ୍ଷ ଦଶମୀ ତିଥ୍‌ରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ | ଯାହା ଦୋଳ ଦଶମୀ ବା ଫଗୁ ଦଶମୀ ନାମରେ ଖ୍ୟାତ |

ପୁରାଣ ବର୍ଣ୍ଣନା ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଏକ ରାକ୍ଷସକୁ ବଧ କରିଥିଲେ । ବୃନ୍ଦାବନବାସୀ ଏଥୁରେ ଉଲ୍ଲସିତ ହୋଇ କୃଷ୍ଣଙ୍କୁ ଦୋଳବିମାନରେ ବସାଇ ନଗର ପରିକ୍ରମା କରିଥୁଲେ । ସେହିଦିନଠାରୁ ଦୋଳପର୍ବ ପାଳିତ ହୋଇ ଆସୁଛି ।ଏହି ପର୍ବର ମୁଖ୍ୟ ଆରାଧ୍ଯ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ । ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ମହା ଆଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ବାରକୁ ନିଆଯାଇଥାଏ ।

ଦକ୍ଷିଣା ଦିଆଯାଇଥାଏ । ଠାକୁରଙ୍କ ଉଦେଶ୍ୟରେ ପ୍ରତ୍ୟେକ ହାତରେ ଅର୍ପିତ ଭୋଗକୁ ଦ୍ରାରୀ ଭୋଗ କୁହାଯାଇଥାଏ । ଫଗୁଦଶମୀ ତିଥୁରୁ ଫଗୁଖେଳ ଓ ଦୋଳ ଗୋବିନ୍ଦଙ୍କର ଯାତ୍ରା ଓ ଗ୍ରାମ ପରିକ୍ରମା ଆରମ୍ଭ ହେଇଥାଏ । ଦୋଳବେଦୀରେ ମଦନମୋହନ ଓ ଲକ୍ଷ୍ମୀ ବିଜେ କରିଥାନ୍ତି । ଓଡ଼ିଶାର ପ୍ରାୟ ସମସ୍ତ ଗ୍ରାମରେ ବିଶେଷକରି ବ୍ରାହ୍ମଣ ଶାସନ ମାନଙ୍କରେ ଏହାର ଗୁରୁତ୍ୱ ଅଧୂକ ।

ଦୋଳପୂର୍ଣ୍ଣିମୀ ଦିନ ସାଧାରଣତଃ ଠାକୁରମାନଙ୍କୁ ଏକ ମଣ୍ତରପ ଉପରକୁ ନିଆଯାଇଥାଏ । ସେହି ମଣ୍ତରପର ନାମ ଦୋଳ ମଣ୍ତୃପ । ସେଠାରେ ପୂଜାର୍ଚ୍ଚନା କରାଯିବା ସଙ୍ଗେସଙ୍ଗେ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ନାଲି ଅବିର ଅର୍ପଣ କରାଯାଇଥାଏ । ରାଜଦୋଳ ଉତ୍ସବ ଅର୍ଥାତ ଫଗୁଦଶମୀ ଠାରୁ ସମସ୍ତ ବୈଷ୍ଣବ ପୀଠରେ ଝୁଲଣ ମଣ୍ତପରେ ଦୋଳିରେ ଝୁଲନ୍ତି କିମ୍ବା ସୁସଜ୍ଷିତା ବିମାନରେ ବିଜେ କରନ୍ତି ଶ୍ରୀରାଧାକୃଷ୍ଣ ଯୁଗଳ ମୂର୍ତି । ସାଧାରଣତଃ ଏହି ଯାତ୍ରା ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇ ପଞ୍ଚୁଦୋଳ ନାମରେ ନାମିତ ହୋଇଥାଏ | କେତେକ ସ୍ତ୍ରାନରେ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ଦ ପଞ୍ଚଦୋଳ ଭାବେ ଯାତ୍ରା ପାଳନ କରାଯିବାବେଳେ ଆଉ କେତେକ ସ୍ରାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୁପେ ରଜଦୋଳ ନାମରେ ନାମିତ ହୋଇ ଏହି ଯାତ୍ରା ଶେଷହୁଏ । କେତେକ ସ୍ଥାନ ରେ ଏହା ଛଅଦିନ, ସାତଦିନ, ନଅଦିନ ଓ ଦଶଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ |

ଦୋଳ ପୂର୍ଣିମାର ଠିକ ପରଦିନକୁ ସାରା ଭାରତବର୍ଷ ତଥା ଆମ ଓଡ଼ିଶାରେ "ହୋଲି" ଭାବେ ଧୁମଧାମରେ ପାଳନ କରାଯାଏ । ସମସ୍ତେ ପରସ୍ଫୃର ଦେହରେ ଅବିର ଲଗାଇ, ପିଚକାରୀରେ ରଙ୍ଗ ଫିଙ୍ଗି ଏ ପର୍ବର ଆନନ୍ଦ ନିଅନ୍ତି । ଏଇ ଖେଳକୁ ଭାଷୀ ବର୍ଣ୍ଣ ଲିଙ୍ଗର ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ସର୍ବୋପରୀ ଏହି ଖେଳ ଭିନୁତା ମଧ୍ଯରେ ଏକତା ମନ୍ଦକୁ ଦର୍ଶାଇଥାଏ ।


_____________________⭕❗⭕________________________

Narisho Dola Yatra - Festival of 2023

The story of Prabhu Shri Gopinath is beyond everyone's comprehension.


_____________________⭕❗⭕________________________


◽ନରିଶୋ ଗ୍ରାମର ପ୍ରତ୍ୟେକ ଭିଡ଼ିଓ ଗୁଡିକ ର link ତଳେ ଦିଆଯାଇଛି ।

🔻ନରିଶୋ ଦୋଳ ଯାତ୍ରା 2018 -   • Narisho dola yatra 2018 ( edit by sj ) sj ...  
🔻ନରିଶୋ ଦୋଳ ଯାତ୍ରା 2019 -   • Narisho Dola yatra 2019  
🔻ନରିଶୋ ଦୋଳ ଯାତ୍ରା 2020 -   • NARISHO DOLA YATRA 2020 || THE CONCLUSION  
🔻ନରିଶୋ ଦୋଳ ଯାତ୍ରା 2021 -    • Narisho Dola Yaatra 2021 || ନରିଶୋ ଦୋଳ ଯାତ୍...  
🔻ନରିଶୋ ଦୋଳ ଯାତ୍ରା 2022 -    • ନରିଶୋ ଦୋଳ ଯାତ୍ରା || ଉତ୍ସବ ୨୦୨୨ ର || NARISH...  

🔻ନରିଶୋ ରଥଯାତ୍ରା 2018 -    • Narisho ratha yaatra 2018 / ନରିଶୋ ରଥଯାତ୍ରା...  
🔻ନରିଶୋ ରଥଯାତ୍ରା 2019 -    • Narisho ratha yaatra 2019  
🔻ନରିଶୋ ବାସୁଦେବ ପ୍ରତିଷ୍ଠା -    • Видео  
🔻ନରିଶୋ ଗୋପୀନାଥ ମନ୍ଦିର ପ୍ରତିଷ୍ଠା -    • ଶ୍ରୀ ଗୋପୀନାଥ ମନ୍ଦିର ପ୍ରତିଷ୍ଠା || Full vide...  



_____________________⭕❗⭕________________________

ପ୍ରଭୁ ଶ୍ରୀ ଗୋପୀନାଥ ଙ୍କ facebook page କୁ follow କରନ୍ତୁ ।
🔻   / narishogopinathpage  
ASTUDIO ର official insta I'd କୁ follow କରନ୍ତୁ ।
🔻 https://instagram.com/artwork_studio_...

⚠️Disclaimer - video is for educational purpose only.Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair use.


ଭିଡ଼ିଓଟିକୁ ଦେଖିଥିବାରୁ ଧନ୍ୟବାଦ, ଆପଣଙ୍କ ସମୟ ଆମ ପାଈଁ ବହୁତ ମୂଲ୍ୟବାନ ଅଟେ । 🙏

ନରିଶୋ ଗ୍ରାମ ର ସମସ୍ତ ଭିଡ଼ିଓ ର update ପାଇଁ subscribe କରନ୍ତୁ sj creative world channel କୁ । ଧନ୍ୟବାଦ ।

#narishodolayatra #narisho #dola #odishafestival

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ନରିଶୋ ଦୋଳ ଯାତ୍ରା || ଉତ୍ସବ ୨୦୨୩ ର || NARISHO DOLA YAATRA || FESTIVAL OF 2023 |  SJCW

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

Fire Raged, Courage Fought Back: 19-Hour Battle by Odisha Fire Services

Fire Raged, Courage Fought Back: 19-Hour Battle by Odisha Fire Services

NARISHO DOLA YATRA 2020 || THE CONCLUSION

NARISHO DOLA YATRA 2020 || THE CONCLUSION

Железные дороги Урала | часть 1 | Юг | пешком по рельсам от степей до океана

Железные дороги Урала | часть 1 | Юг | пешком по рельсам от степей до океана

आज श्रीमंदिर मुख्य द्वार खुलना (25-Feb) सुबह 5:33 बजे पूरा हुआ | Jay Jagannath TV Hindi

आज श्रीमंदिर मुख्य द्वार खुलना (25-Feb) सुबह 5:33 बजे पूरा हुआ | Jay Jagannath TV Hindi

Największe tajemnice wszechświata - Dr Tomasz Miller, didaskalia#177

Największe tajemnice wszechświata - Dr Tomasz Miller, didaskalia#177

Harirajpur melana 2023 II Hairajpur melana II Hairajpur jamila video II Jatani jamila #mbcmasti

Harirajpur melana 2023 II Hairajpur melana II Hairajpur jamila video II Jatani jamila #mbcmasti

Baba jhadeswara nka pitharu tanka sanga sathi mane nija nija mandiraku prastana kaeuchhanti 🛕🛕

Baba jhadeswara nka pitharu tanka sanga sathi mane nija nija mandiraku prastana kaeuchhanti 🛕🛕

"Fabryka dyplomów" z Wrocławia. Sprawdziliśmy, kto kończył tam studia

NORWEGOWIE ZMROZILI MEDIOLAN! NIEBYWAŁY MECZ! INTER - BODØ, SKRÓT MECZU

NORWEGOWIE ZMROZILI MEDIOLAN! NIEBYWAŁY MECZ! INTER - BODØ, SKRÓT MECZU

ମୋ ଗାଁ ଦୋଳ ଯାତ୍ରା l Mo gaon Dola Jatra 2021 l Gouranga nayak Odia vlogs

ମୋ ଗାଁ ଦୋଳ ଯାତ୍ରା l Mo gaon Dola Jatra 2021 l Gouranga nayak Odia vlogs

24 ФЕВРАЛЯ — ОДНА ПАУЗА, КОТОРАЯ МЕНЯЕТ ВСЁ

24 ФЕВРАЛЯ — ОДНА ПАУЗА, КОТОРАЯ МЕНЯЕТ ВСЁ

Marek Kozubel - Eksperci zgodni. Rosja zmarnowała swoją przyszłość.

Marek Kozubel - Eksperci zgodni. Rosja zmarnowała swoją przyszłość.

Narisho dola yatra 2018 ( edit by sj ) sj creative world present. ..

Narisho dola yatra 2018 ( edit by sj ) sj creative world present. ..

Будет ли война в Европе? Как готовят общество разных стран к тому, что война неизбежна? Ищем выход

Будет ли война в Европе? Как готовят общество разных стран к тому, что война неизбежна? Ищем выход

INDIE: NAJDŁUŻSZA PLAŻA W KRAJU z zakazem kąpieli - tu TSUNAMI zabrało wszystko! Miasto CHENNAI dziś

INDIE: NAJDŁUŻSZA PLAŻA W KRAJU z zakazem kąpieli - tu TSUNAMI zabrało wszystko! Miasto CHENNAI dziś

ଆଜି(25-Feb)ଦ୍ୱାରଫିଟା ନୀତି ପ୍ରାତଃ ୫ ଟା ୩୩ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

ଆଜି(25-Feb)ଦ୍ୱାରଫିଟା ନୀତି ପ୍ରାତଃ ୫ ଟା ୩୩ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

Harirajpur Melana 2023 II Akash Dj II Lucky V3 Dj II SaiPro Dj II Heavy Crowd Fireworks 🎆

Harirajpur Melana 2023 II Akash Dj II Lucky V3 Dj II SaiPro Dj II Heavy Crowd Fireworks 🎆

Вбивство наркобарона Ель Менчо. Війна на вулицях Мексики | Ефір ВВС

Вбивство наркобарона Ель Менчо. Війна на вулицях Мексики | Ефір ВВС

ଦର୍ଶକ ଅନୁରୋଧରେ ମଞ୍ଚରେ ଗାଇଲେ ମାନସ ଜେନା || ଟାଇଟେଲ ଗୀତ ଗାଇଲେ ମାନସ || କେତେ ଦୁଃଖ ଦବୁ ଦେରେ କାଳିଆ ||2023/24

ଦର୍ଶକ ଅନୁରୋଧରେ ମଞ୍ଚରେ ଗାଇଲେ ମାନସ ଜେନା || ଟାଇଟେଲ ଗୀତ ଗାଇଲେ ମାନସ || କେତେ ଦୁଃଖ ଦବୁ ଦେରେ କାଳିଆ ||2023/24

Natia Comedy Part 316 || Dola Purnima

Natia Comedy Part 316 || Dola Purnima

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]