ପୋଡ଼ାଗଡ଼ ଓ ମଣ୍ଡେଇ ନବରଙ୍ଗପୁର 🤯୨୦୨୬ Podagd& Mondai Nabarangpur2026🛕
Автор: Bhatra blogger 2.0
Загружено: 2026-02-06
Просмотров: 146
Описание:
ନମସ୍କାର ବନ୍ଧୁଗଣ! 🙏
ଆଜିର ଏହି ଭ୍ଲଗ୍ରେ ମୁଁ ଆପଣମାନଙ୍କୁ ନବରଙ୍ଗପୁର ବନ୍ଧୁଗଣ! ଆପଣମାନଙ୍କୁ ସ୍ୱାଗତ ମୋର ଏକ ନୂଆ ଭ୍ଲଗ୍ରେ। ଆଜି ଆମେ ପହଞ୍ଚିଛୁ ନବରଙ୍ଗପୁରର ସବୁଠାରୁ ସୁନ୍ଦର ଜାଗା ପୋଡ଼ାଗଡ଼ ଏବଂ ଏଠାକାର ପ୍ରସିଦ୍ଧ ମଣ୍ଡେଇ ଉତ୍ସବରେ। ଆଜିର ଏହି ଭିଡିଓରେ ଆମେ ପାହାଡ଼ ଚଢ଼ିବା, ସୁନ୍ଦର ଦୃଶ୍ୟ ଉପଭୋଗ କରିବା ଏବଂ ମଣ୍ଡେଇର ପୂରା ରୋନକ ଦେଖିବା। ମୋ ସାଙ୍ଗରେ ଅଛନ୍ତି Photographer rajuvolgger, ଯିଏ କି ଆଜିର ଏହି ଭିଡିଓକୁ ବହୁତ ସୁନ୍ଦର ଭାବରେ ସୁଟ୍ କରିଛନ୍ତି। ଚାଲନ୍ତୁ ତେବେ ଡେରି ନକରି ଆରମ୍ଭ କରିବା ଆଜିର ଏହି🎥🔥 ଆଡଭେଞ୍ଚର!"#Nabarangpur #Podagada #Mondai2026 #OdiaVlog #OdishaTourism #PhotographerBhatravlogger #NewVlog#koraput #volggre
💡
Повторяем попытку...
Доступные форматы для скачивания:
Скачать видео
-
Информация по загрузке: