ଆସ ପ୍ରାର୍ଥନା କରିବା ଆଉ ମନକୁ ଶାନ୍ତି ଦେବା ll LORD JAGANNATH SWAMI ll PALAVIODIA
Автор: Palavi Odia
Загружено: 2026-02-04
Просмотров: 164
Описание:
#Palaviodia #palaviodia #odia #festival #odiafestival #odishafestivals #odishafestival #viralvideo #viralstory #foryou #trendingvideo #devotional #devotionalstory #motivational #bhakti #odia #sabitribrata #hindufestival #hindutradition #odisha #sabitri_puja #sabitri #odiaculture #hindiculture
ପଲ୍ଲବି ଓଡ଼ିଆ ଚ୍ୟାନେଲ ର ମୁଳ ଲକ୍ଷ୍ୟ ହେଉଛି । ଆପଣ ମାନଙ୍କୁ ସବୁବେଳେ ସାଂସ୍କୃତିକ ଓ ଆଧ୍ୟାତ୍ମିକତାର ଷ୍ଟୋରି ଦେଖାଇବା । ପଲ୍ଲବି ଚ୍ୟାନେଲ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖାଇବାକୁ ଶପଥବଦ୍ଧ । ଏହି ଚ୍ୟାନେଲ ରେ ଆପଣ ମାନେ ବହୁ ପରିମାଣରେ ଭଗବାନଙ୍କ ବିଷୟରେ ଜାଣିବାଙ୍କୁ ପାଇବେ । ଆଉ ଆମର ସ୍ୱଳ୍ପ ବୁଦ୍ଧି ଲଗାଇ ଯେଉଁ ଷ୍ଟୋରି ପରିବେଷଣ କରୁଛୁ ତାହା ଦର୍ଶକବନ୍ଧୁଙ୍କ ନିମନ୍ତେ । ତେଣୁ ଯଦି ଆମ୍ଭର ପରିବେଷଣରେ କୌଣସି ଭୁଲ ଆଉ ତୃଟି ରୁହେ ତାହେଲେ ଆପଣ ମାନେ ବଡ଼ପଣରେ ଆମକୁ କ୍ଷମା କରିଦେବେ । କାହିଁକିନା ଭଗବାନଙ୍କ କଥା କହିବା ଆଉ ଲେଖିବା ତାଙ୍କ ଅଜ୍ଞା ନହେଲେ ତାହା ସମ୍ଭବ ନୁହେଁ । ତେଣୁ ଯେତିକି ଭଗବାନଙ୍କ ଆର୍ଶିବାଦ ଅଛି ତାଙ୍କରି ଆଜ୍ଞାରେ ଆମେ ଦର୍ଶକବନ୍ଧୁ ମାନଙ୍କ ପାଇଁ କାମ କରୁଛୁ । ଆମର ଇଚ୍ଛା ଜଗନ୍ନାଥ ସଂସ୍କୃତି ଆହୁରି ଆଗକୁ ଯାଉ ଆଉ ଏଥିରେ ଗୁଣ୍ଡୁଚି ମୂଷା ଭଳି ଆମେ ମାନେ ମଧ୍ୟ ସହଯୋଗ କରିବାକୁ ଚେଷ୍ଟା କରୁଛୁ । ତେବେ ଦର୍ଶକ ବନ୍ଧୁ ଆମର ଏହି ପଲ୍ଲବି ଓଡ଼ିଆ ଚ୍ୟାନେଲକୁ ଭଲପାଇବା ଦିଅନ୍ତୁ ଆଉ ଆର୍ଶିବାଦ କରନ୍ତୁ ଯେମିତି ଆଗକୁ ଆଗକୁ ବଢିଚାଲୁ ।
Повторяем попытку...
Доступные форматы для скачивания:
Скачать видео
-
Информация по загрузке: