NEW CHRISTMASS DANCE SONG 2023 ll JISHU JANAMILE // SUSANTA KHOSLA AND NAYAMI KHOSLA
Автор: Susanta Khosla Music-Official
Загружено: 2023-12-07
Просмотров: 338856
Описание:
LATEST CHRISTMASS DANCE SONG 2023 ll JISHU JANAMILE // SUSANTA KHOSLA AND NAYAMI KHOSLA
HAPPY CHRISTMASS TO ALL MY FAMILY
SINGER- SUSANTA KHOSLA AND NAYAMI
LYRICS AND MUSIC - SUSANTA KHOSLA
STUDIO - SK STUDIO DAMANJODI(9178784880)
Choreography- guddy
DANCE-GUDDY, JHUNI, LIJA, MAMALI, MUSKAN, PINTU, ANIL, DOUD
VIDEO SHOOT AND EDIT BY TEAM
SPECIAL THANKS TO SALMAN BHAI AND SUNIL AND UDAY TAKRI
JISHU JANAMILE LYRICS
ମୋ ଜୀବନ ଗାଏ ଆଜି ଯୀଶୁ ନାମ ମୋ ଏ ପ୍ରାଣ କରେ ଆଜି ସ୍ତୁତି ତାଙ୍କର
ମାନବ ରୂପ ଧରି ଯୀଶୁ ଜନମ ହେଲେ
ଜଗତର ସବୁ ପାପ ଭାର ବହି ସେ ନେଲେ
ଯୀଶୁ ଜନମିଲେ ଯୀଶୁ ଜନମିଲେ
ଆମ ପାପ ପାଇଁ ଯୀଶୁ ଜନମିଲେ
1. ମାନବର ମୁକତି ଆଣିଦେଲେ ଯୀଶୁ ରାଜା ଆମ ତ୍ରାଣକାରି
ସେ ମହା ପ୍ରେମକାରି ସେଥି ପାଇଁ କର ସର୍ବେ ସ୍ତୁତି ତାଙ୍କରି
ଜୀବନ ଦାତା ଯୀଶୁ ଆମ ଜନମ ହେଲେ
ଆମର ପାପ ଧୋଇ ନିଜ ଜୀବନ ଦେଲେ
ଯୀଶୁ ଜନମିଲେ ଯୀଶୁ ଜନମିଲେ
ଆମ ପାପ ପାଇଁ ଯୀଶୁ ଜନମିଲେ
2. ସରଗ ଦୂତ ପରି ଉଠେଇବା ଆସ ସର୍ବେ ଆନନ୍ଦ ଧ୍ୱନି
ବିଜୟ ବାନା ଧରି କହି ଯିବା କଣେ କଣେ ଯୀଶୁଙ୍କ ବାଣୀ
ରାଜନ ଆମ ଗୁହାଳ ଘରେ ମେରିଙ୍କ କଳେ
ଯୀଶୁଙ୍କ ପରି ନାହିଁ ଆଉ ଆକାଶ ତଳେ
ଯୀଶୁ ଜନମିଲେ ଯୀଶୁ ଜନମିଲେ
ଆମ ପାପ ପାଇଁ ଯୀଶୁ ଜନମିଲେ
Susanta khosla viral video song
Susantakhosanewsongs
Susantakhoslafullhitsongs
New2022susantakhoslasongs
Susantakhoslahearttouchingsongs
#susantakhosla
#nayamikhosla
#jhunikhosla
Повторяем попытку...
Доступные форматы для скачивания:
Скачать видео
-
Информация по загрузке: