ଖାଲି ବ୍ରହ୍ମପୁର ନୁହେଁ ରାଜଧାନୀରେ ବି ଅଛି ମୁଣ୍ଡଖିଆ ବ୍ରିଜ୍ | Odisha Reporter
Автор: Odisha Reporter
Загружено: 2026-02-04
Просмотров: 4885
Описание:
#ରାଜଧାନୀରେ_ବି_ଅଛି_ମୁଣ୍ଡଖିଆ_ବ୍ରିଜ୍
ଯିଏ ଯୁଆଡେ ପାରିଲା ସିଆଡେ ଗାଡି ଚଲାଇଲା ।.. ନାଁ ଅଛି ବ୍ରେକ୍ ନା ଲାଗିଛି ରୋକ୍ । ମନ ଇଛା ନିଜ ସୁବିଧାରେ ଚାଲିଛନ୍ତି ଗାଡି ଚାଳକ । ଏ ହେଉଛି ଭୁବନେଶ୍ବର ବମିଖାଲ୍ ପ୍ଲାୟଓଭର ବ୍ରିଜ । Y ଆକୃତିରେ ଏହି ବ୍ରିଜଶହୀଦ ନଗର ରେଲଓ୍ବେ ଓଭର ବ୍ରିଜକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଥିଲା । କିନ୍ତୁ ପରବର୍ତ୍ତି ସମୟରେ ରସୁଲଗଡ- ବମିଖାଲ ଓ ଶଦୀଦନଗରକୁ ସଂଯୋଗ କରିବାକୁ ଯାଇ ଏହାର ନକ୍ସାରେ ପରିବର୍ତ୍ତନ କରାଗଲା ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #Bhubaneswar #OdiaNews #TrafficRules #RoadSafety #BomikhalFlyover #BhubaneswarTraffic #OdishaReporter #BadRoads #smartcitybhubaneswar
Повторяем попытку...
Доступные форматы для скачивания:
Скачать видео
-
Информация по загрузке: