ହରେ ରାମ ହରେ ରାମ ରାମ ରାମ ହରେ ହରେ//ସଂକୀର୍ତ୍ତନ ମଣ୍ଡଳୀ ବଡ଼କୁଟୁଣୀ// part-2 //Nayagarh//
Автор: AMA SAHI PILA NAYAGARH.
Загружено: 2026-01-25
Просмотров: 331
Описание:
ହରେ ରାମ ହରେ ରାମ ରାମ ରାମ ହରେ ହରେ//ସଂକୀର୍ତ୍ତନ ମଣ୍ଡଳୀ ବଡ଼କୁଟୁଣୀ// part-2 //Nayagarh//
ଜୟ ଜଗନ୍ନାଥ 🙏 ଆମ YouTube channel କୁ ଆପଣଙ୍କୁ ସ୍ଵାଗତ।
ଆମ ଚ୍ୟାନେଲ ରେ ଆପଣ ବହୁତ ମଜା ଏବଂ ଭକ୍ତି ର ଭିଡିଓ ଦେଖିବେ
ମଣିଷ ଜୀବନ ରେ "କୃଷ୍ଣ ଶବ୍ଦ " ମହାନ । ସେହି କୃଷ୍ଣ ନାମକୁ ଭଜିବା ଲାଗି ବହୁତ ପ୍ରକାର କାର୍ଯ୍ୟକ୍ରମ କରାଯାଇଛି। ସେଥିମଧ୍ୟରୁ ସଂକୀର୍ତ୍ତନ
ନିଆରା ଅଟେ । ସେହି ସଂକୀର୍ତ୍ତନ ର ଭିଡିଓ ଦେଖିବେ ଆପଣ ଆମ ପ୍ରୟାସ ରେ , ନୂଆ ସ୍ଵର ଓ ନୂଆ ରଙ୍ଗ ଢ଼ଙ୍ଗ ରେ ।ଇଏ ହେଉଛି video part 2 .
ଆମ ଚ୍ୟାନେଲ ରେ ଥିବା ବିଭିନ୍ନ ଭିଡିଓ ଦେଖିବେ ଯେପରି କି
ସାପୁଆ ପଥର ରେ କି ମଜା!
• ସାପୁଆ ପଥର ରେ କି ମଜା ! ...
ଆସ ବୁଲିଯିବା ଗୋପସାଗର
• ଆସ ବୁଲିଯିବା ଗୋପସାଗର😱||...
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ସଂକୀର୍ତ୍ତନ ମଣ୍ଡଳୀ ବଡ଼କୁଟୁଣୀ part1
• ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ।।...
#sankirtan #harekrishna #ramakrishna
Повторяем попытку...
Доступные форматы для скачивания:
Скачать видео
-
Информация по загрузке: