ବାଲି ଖାଦାନ ନିଲାମ ପାଇଁ ଚାଲିଥିଲା ଜଣଶୁଣାଣି ,ହାତାହାତି ହେଇଗଲେ ୨ଗୋଷ୍ଠୀ!Balasore Group Clash Leaves Injured
Автор: Pratidin TV
Загружено: 2026-02-27
Просмотров: 99
Описание:
ବାଲି ଖାଦାନ ନିଲାମ ପାଇଁ ଚାଲିଥିଲା ଜଣଶୁଣାଣି ,ହାତାହାତି ହେଇଗଲେ ୨ ଗୋଷ୍ଠୀ ! ବାଲି ଖାଦାନ ନିଲାମ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସର୍ବସାଧାରଣ ଜନଶୁଣାଣୀ ଅନୁଷ୍ଠିତ ହେଉଥିବା ବେଳେ ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ଯ ରେ ଗୋଷ୍ଠୀ ସଙ୍ଘର୍ଷ, ଅଧାରୁ ବନ୍ଦ ରହିଲା ଜନଶୁଣାଣୀ, ଉଭୟ ପକ୍ଷରୁ ଦୁଇ ଆହତ, ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଘଟଣା ସ୍ଥଳରେ ପୋଲିସ ମୂତୟନ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ମହମ୍ମଦନଗର ପାଟଣା ପଞ୍ଚାୟତ ସେଖସରାଇ ( କ ) ବାଲି ଖାଦାନ ନିଲାମ ପାଂଇ ଚାଲିଥିଲା ସର୍ବସାଧାରଣ ଜନଶୁଣାଣୀ କାର୍ଯ୍ଯକ୍ରମ !Balasore Group Clash Leaves Injured
#Odisha #PratidinTv #baleswar #Group #ClashVist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: