NARAYANA NARAYANA || EP 54 || ଶାନ୍ତନୁ ଓ ଗଙ୍ଗାଙ୍କ ଭେଟ
Автор: OTV Infotainment
Загружено: 2026-03-12
Просмотров: 84
Описание:
ନାରାୟଣ ନାରାୟଣ’ ହେଉଛି OTVରେ ପ୍ରସାରିତ ହେଉଥିବା ଏକ ଦୈବୀକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମଟି ପଣ୍ଡିତ ଜିତୁ ଦାସଙ୍କ ଦ୍ୱାରା ପ୍ରସ୍ତୁତ। ଏଥିରେ ଭଗବାନ ନାରାୟଣଙ୍କ ସହ ସଂପୃକ୍ତ ବିଭିନ୍ନ ପୌରାଣିକ କଥା, ଉପାଖ୍ୟାନ ଓ ଜୀବନମୂଳ୍ୟକ ଶିକ୍ଷା ଉପସ୍ଥାପିତ କରାଯାଏ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭଗବାନ ନାରାୟଣ କିପରି ଆମ ଦୈନନ୍ଦିନ ଜୀବନରେ ଉପସ୍ଥିତ, ତାଙ୍କର କୃପା କିପରି ମଣିଷର ଜୀବନକୁ ପଥ ପ୍ରଦର୍ଶନ କରେ—ସେଥିରେ ସହଜ ଭାଷାରେ ବ୍ୟାଖ୍ୟା ଦିଆଯାଏ
"ଶାନ୍ତନୁ ଓ ଗଙ୍ଗାଙ୍କ ଭେଟ"
ମହାଭାରତରେ ରାଜା ଶାନ୍ତନୁ ଓ ଦେବୀ ଗଙ୍ଗାଙ୍କ ଭେଟ ଏକ ଦିବ୍ୟ ଓ ରହସ୍ୟମୟ ଘଟଣା ଭାବେ ବର୍ଣ୍ଣିତ।
ଏକଦିନ ରାଜା ଶାନ୍ତନୁ ଶିକାର କରୁଥିବା ବେଳେ ଗଙ୍ଗା ନଦୀ କୂଳରେ ଏକ ଅତ୍ୟନ୍ତ ସୁନ୍ଦରୀ ଦିବ୍ୟ ନାରୀଙ୍କୁ ଦେଖିଲେ। ସେହି ଦିବ୍ୟ ନାରୀ ଥିଲେ ଗଙ୍ଗା ଦେବୀ, ଯିଏ ମାନବ ରୂପ ଧାରଣ କରି ପୃଥିବୀରେ ପ୍ରକାଶିତ ହୋଇଥିଲେ। ତାଙ୍କର ଅଲୌକିକ ସୌନ୍ଦର୍ୟ ଓ ଶାନ୍ତ ମୂର୍ତ୍ତି ଦେଖି ରାଜା ଶାନ୍ତନୁ ମନମୁଗ୍ଧ ହୋଇପଡ଼ିଲେ।
ରାଜା ଶାନ୍ତନୁ ତାଙ୍କୁ ବିବାହ ପ୍ରସ୍ତାବ ଦେଲେ। ଦେବୀ ଗଙ୍ଗା ଏକ ସର୍ତ୍ତ ରଖିଲେ—ରାଜା କେବେ ମଧ୍ୟ ତାଙ୍କ କାର୍ଯ୍ୟ ବିଷୟରେ ପ୍ରଶ୍ନ କରିବେ ନାହିଁ। ରାଜା ଏହି ଶର୍ତ୍ତକୁ ମାନି ବିବାହ କରିଥିଲେ।
#narayananarayana #otv #odisha #otvnews #otv
Narayana Narayana” is a daily spiritual/Devotional TV programme on OTV (Odisha Television) that airs Monday to Friday (usually in the mornings), focusing on Hindu spiritual stories, teachings, and reflections about God Narayana (Vishnu). The show explores how Lord Narayana is present in our daily life and spiritual consciousness. It blends stories, philosophy, and life lessons explaining religious concepts in simple Odia
The programme is presented by Pandit Jitu Das, who shares insights from scriptures and traditional narratives in an easy-to-understand way for everyday viewers.
In the epic Mahabharata, the meeting of King Shantanu and the divine river goddess Ganga is described as a mystical and destined encounter.
One day, while wandering near the banks of the sacred river, King Shantanu saw a radiant woman of extraordinary beauty. She was none other than Goddess Ganga, who had taken human form. Her divine presence and serene beauty captivated the king instantly.
Enchanted by her grace, Shantanu proposed marriage to her. Goddess Ganga agreed, but on one condition—that the king would never question her actions. Accepting this vow, Shantanu married her.
#narayananarayana #ShantanuAndGanga #mahabharatastories #hindumythology #DivineLove #bhishma #ganga
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
SUBSCRIBE Our Channel: http://bit.ly/OTVCurrentAffairs
Visit Our Website https://odishatv.in/
Download App: bit.ly/OTVAndroidApp
Watch Live: http://live.odishatv.in/
Facebook: / otvnews
Circle on G+: google.com/+otvodisha
Twitter: / otvnews
Instagram: / otvnews
#Narayananarayana #Odishatv #OTV
Повторяем попытку...
Доступные форматы для скачивания:
Скачать видео
-
Информация по загрузке: