ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

୭ଟି ପଦକ୍ଷେପ ଅସଂଖ୍ୟ ପିଲ 7Steps to get More tillers in Paddy

Автор: KRUSHI SAMPADA

Загружено: 2021-08-27

Просмотров: 116268

Описание: Arabia Sahoo
KRUSHI SAMPADA

7ଟି ପଦକ୍ଷେପ ଅସଂଖ୍ୟ ପିଲ
7steps to get more tillers in paddy

ଧାନ ଫସଲରେ ପିଲ ସଂଖ୍ୟା ବୃଦ୍ଧି ହେଲେ କେଣ୍ଡା ସଂଖ୍ୟା ବଢି ଥାଏ ଓ ଅମଳ ଅଧିକ ଆସିଥାଏ
ସେଥିପାଇଁ ଆମକୁ 7ଟି ପଦକ୍ଷପ ନେବାକୁ ପଡିବ
1 ଧାନ ଫସଲରେ ଜୈବିକ ଖତ ବା ସାରର ପ୍ରୟୋଗ
ଜୈବିକ ଖତ ପ୍ରୟୋଗ କରି ନଥିଲେ ଜୈବିକ ସାର BIOZYME ବା AGRI HUMIC GRANULE ବା SAGARIKA ପ୍ରୟୋଗ କରନ୍ତୁ
2 ରାସାୟନିକ ସାର ର ପ୍ରୟୋଗ
ମୁଳ ସାର ହିସାବରେ DAP ଓ POTASH ସାର ଓ ପିଲ ସାର ହିସାବରେ ଧାନ ରୋଇବାର 15-20ଦିନରେ UREA 20kg ଓ potash kg ପ୍ରୟୋଗ କଲେ ଅଧିକ ପିଲ ହଉଥାଏ
3 ତଳି ରୋଇବାର ବୟସ
ଅଳ୍ପ ଦିନର ତଳି ଯାହାକି 15-18ଦିନର ତଳି ଲଗାଇଲେ ଅଧିକ ପିଲ ହୋଇଥାଏ
4 ରୋଇବା ପଦ୍ଧତି
ଧାଡିରେ ରୋଇଲେ ଓ ଅନୁମୋଦିତ ଦୁରତରେ ରୋଇଲେ ଅଧିକ ପିଲ ଆସିଥାଏ
5 ଜଳସେଚନ
ରୁଆ ଧାନରେ ଅଳ୍ପ ପାଣି ରଖିଲେ ଅଧିକ ପିଲ ଆସିଥାଏ
6 ଘାସ ସମଷ୍ୟା ର ସମାଧାନ
ଧାନ ଜମିରେ ଧାନ ରୋଇବାର 15-45 ଦିନ ଘାସ ମୁକ୍ତ ରହିଲେ ଅଧିକ ପିଲ ହୋଇଥାଏ
7 ରୋଗ ପୋକ ର ସଠିକ ପରିଚାଳନା
ଧାନର ପିଲ ଅବସ୍ଥା ରେ ଫସଲକୁ ରୋଗ ପୋକ ମୁକ୍ତ ରଖିଲେ ଅଧିକ ପିଲ ହୋଇଥାଏ

Thank you
KRUSHI SAMPADA

WATCH NEXT:

ସୁନା ଫଳାଏ AGRI HUMIC GRANULE
   • ଲାଭ ଦାୟକ Agri Humic Grannules  

ତାଲିଘରା ରେ ଘାସ ପରିଚାଳନା
   • ଧାନ ତାଲିଘରା ର ଘାସ ନିୟନ୍ତ୍ରଣ। Weed Manageme...  

ଧାନ ର କାଣ୍ଡ ବିନ୍ଧା ପୋକ
   • ଧାନର କାଣ୍ଡବିନ୍ଧା ପୋକ ପରିଚାଳନା How to Manag...  

#paddytiller #krushisampada #howtogetmoretillerinpaddy #odia

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
୭ଟି ପଦକ୍ଷେପ ଅସଂଖ୍ୟ ପିଲ 7Steps to get More tillers in Paddy

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ଡାଳୁଅ ଧାନର 15-20 ଦିନରେ ଦାମଦାର ପିଲ ସାର 40-50 ପିଲ କାଣ୍ଡ ବିନ୍ଧା ପୋକ ନିୟନ୍ତ୍ରଣ Best tiller Fertilizer

ଫସଲର ସୁରକ୍ଷା କବଚ Potash ସାର-  କେବେ ପ୍ରାୟୋଗ କରିବା -କେତେ ପ୍ରାୟୋଗ କରିବା Potash fertilizer

କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ଅଧିକ ଅମଳ କ୍ଷମ ଧାନ କିସମ High yielding paddy variety of NRRI

ଶୁଣିଲେ ଶୁଣୁଥିବେ... | EP - 143 | Podcast With Viral Baba Asit Jena

Корень, Который Сильнее Имбиря: Растёт под Снегом, Даёт Урожай Год за Годом и не Вымерзает

ତାଲିଘରା କିପରି ପ୍ରସ୍ତୁତ କରିବେ  15ଦିନରେ ତଳି ରୋଇ ପାରିବେ Paddy nursery Management

ବାବୁଙ୍କୁ ମାଇଚିଆ କହିଲେ BJD ନେତା | Pritiranjan Gharai Target Jajpur Collector | BJD News | Asala Katha

Jivamrut ମାତ୍ର 10kg ଗୋବର ଖତରେ 1ଏକର Super fertile ସାର ଠାରୁ 10ଗୁଣ ଶକ୍ତିଶାଳୀ

ଧାନ ପିଲ ହେବାର ୪ଟି ଦେଶୀ ସୂତ୍ର //ପିଲ ହେବାର ଉପାୟ// four tricks for tillering in paddy

ଡ଼ାଳୁଅ  ଧାନ ପାଇଁ ସତନ୍ତ୍ର ପିଲ ସାର 30-40 ପିଲ 30-35 qtl ଅମଳ Rice Tiller fertilizer

ଜିଆଖତ ରୁ ବର୍ଷକୁ ୨୦ଲକ୍ଷ ରୋଜଗାର ||Vermicompost Bussiness||Investment ||Profit || Krushak sathi odisha

ଧାନ ଫସଲରେ କେଉଁ କେଉଁ ସାର ପ୍ରାୟୋଗ କରିବା Fetilizer Management in paddy

ଆଜିର ୩ ବଡ଼ ଖବର | Asala Katha | Pitabas Panda Murder Case | Odisha Politics | Comedian Rajpal Yadav

ପୋକ ମାଙ୍କଡ଼ ଓ ଷଣ୍ଢଙ୍କ ଉତ୍ପାତ ଶେଷ  ଗୋମୂତ୍ର ରୁ କୀଟନାଶକ 100% ନିୟନ୍ତ୍ରଣ Organic Pesticide from Cow urine

ଧାନ ରହିବ- ଘାସ ମରିବ 100% ଘାସ ନିୟନ୍ତ୍ରଣ weed management in paddy

ଅଧକ୍ଷାଙ୍କ ବିରୋଧରେ ଓଡ଼ିଆ ଅଧ୍ୟାପିକାଙ୍କ ସାଙ୍ଘାତିକ ଅଭିଯୋଗ || Complaint || Ranpur

Best fertilizer for paddy ଅଧିକ ପିଲ ଅଧିକ ଅମଳ ଧାନ ପାଇଁ ସାର

Odisha News Today: 13 February 2026 | ସୁଭଦ୍ରା ଯୋଜନା ଓ PM Kisan ବଡ଼ ଖବର | ୧୩ ଫେବୃଆରୀ ଆଜିର ୨୦ ବଡ଼ ଖବର

ZERO BUDGET FARMING Urea ଓ DAP ସାର ଠାରୁ ଅଧିକ ଶକ୍ତିଶାଳୀ ସାର ଜୀବାମୃତ

ଧାନର ଥୋଡ଼ ଅବସ୍ଥା ରେ କେଉଁ ସାର ପ୍ରୟୋଗ କରିବା Urea ନା NANO Urea

© 2025 ycliper. Все права защищены.

  • Контакты
  • О нас
  • Политика конфиденциальности

Контакты для правообладателей: [email protected]