New Odia christian song mu chahena ମୁଁ ଚାହେଁନା/Amit Yuvraaj /Ps Babula Parichha
Автор: PRASANSARO GEETI
Загружено: 2026-01-25
Просмотров: 206
Описание:
ସମସ୍ତ ଖ୍ରୀଷ୍ଟ ପ୍ରେମିକମାନଙ୍କୁ ଆମ ପ୍ରସଂଶାର ଗୀତି ୟୁଟୁବ୍ ଚେନାଲ୍ ତରଫରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସୁମଧୁର ନାମରେ ନମସ୍କାର 🙏 ଜ୍ଞାପନ କରୁଛୁ
ପ୍ରଭୁଙ୍କ ଅନୁଗ୍ରହ ଓ ଆପଣମାନଙ୍କ ଭଲ ପାଇବା , ପ୍ରାର୍ଥନା ଓ ସହଯୋଗ ହେତୁରୁ ଆଉ ଏକ
ନୂଆ ଖ୍ରୀଷ୍ଟିୟାନ୍ ଭକ୍ତି ସଙ୍ଗୀତ ପ୍ରସ୍ତୁତ କରିବା ପାଇଁ ସାହାର୍ଯ୍ଯ କଲେ ବର୍ତ୍ତମାନ ଜଗତରେ ଲୋଭ ଓ ଲାଭ ରେ ମାତି ପ୍ରଭୁଙ୍କୁ ଆମହୃଦୟରୁ କେତେବେଳେ ଯେ ଦୁରେଇ ଦେଇଥାଉ ତାହା ଚିନ୍ତା କରି ନ ଥାଉ ଏଣୁ ବାଇବଲ ଆଧାରିତ ଗୀତ ମୁଁ ଚାହେଁନା ପ୍ରଭୁ ଧନ କି ମାନ ପ୍ରସ୍ତୁତ କରିଛୁ ଯେପରି ସମସ୍ତେ ପ୍ରଭୁଙ୍କ ଗୌରବ କରିବା ନିମନ୍ତେ ବ୍ୟବହାର ହୋଇପାରିବା
ଗୀତଟି ବାଇବଲ୍ ଆଧାରିତ ଅତି ଭାବପୂର୍ଣ୍ଣରଚନା✒️ହୃଦୟ ସ୍ବର୍ଶୀ ସ୍ବର ସଂଯୋଜନା 💗 ସୁମଧୁର କଣ୍ଠଦାନ🎤 ମନଛୁଆଁ ସଂଗୀତ ପରିଚାଳନା🎹 ଆଶା କରୁ ଗୀତଟି ନିଶ୍ଚୟ ଭଲ ଲାଗିବ ଗୀତଟିକୁ ସମ୍ପୂର୍ଣ୍ଣ ଶୁଣନ୍ତୁ, ଗାଆନ୍ତୁ ଏବଂ ପ୍ରଭୁଙ୍କ ଗୌରବ ନିମନ୍ତେ ଅଧିକ ମାତ୍ରାରେ ସେୟାର କରି ପ୍ରଭୁଙ୍କ ଗୌରବର କାରଣ, ଏବଂ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ! 🙏
contact - 9348826414
Song Credit
--------------------
Song - Mu chahenna
ଗୀତ- ମୁଁ ଚାହେଁନା ପ୍ରଭୁ ଧନ କି ମାନ
Singer- Amit Yuvraaj
Lyrics & Music Ps Babula parichha
Music Arrangements- Samram
Kumar Biro
Studio- Anoj Sahu jpr
video- Sontosh Panda
Advisor- Rupeli Rani
Special Thanks- Mrs Suchita Parichha
ANTI-PIRACY WARNING Unauthorized reproduction, redistribution, or re-upload is strictly prohibited from this material. All rights reserve with Prasangsara giti and Babula Parichha.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: