CHILLY PANEER// NUA ROSEI// NUA ADHAYA- 28 🥗
Автор: Nua Rosei
Загружено: 2021-05-25
Просмотров: 75
Описание:
ନମସ୍କାର ମୁ ସାଇମା ଷୋନାଲିକା ଏହା ଏକ ହେଲଦି ଫୂଡ଼ ଚାନେଲ ମୋର ଲକ୍ଷ ଆପଣ ମାନଙ୍କୁ ଭଲ ଭଲ ଖାଇବା ଏହି ଚାନେଲ ମାଧ୍ୟମ ରେ ଦେଖେଇବା | ଓଡ଼ିଆ ଘରର ଏବଂ ଭାରତ ର ବିଭିନ୍ନ ରାଜ୍ୟ ର ପ୍ରସିଦ୍ଧ ଖାଦ୍ୟ ବନେଇବା ପାଈଁ ମୁ ଏହି ଚାନେଲ କରିଛି ତ ଆପଣମାନେ ମୋ ଭିଡିଓ ଦେଖି କମେଣ୍ଟ କଲେ ମୁ ଆହୁରି ଭଲ ଭଲ ରୋଷେଇ କରି ପୋଷ୍ଟ କରିବି | ଯଦି ଏହି ଚାନେଲ ଦ୍ୱାରା ଆପଣ ମାନଙ୍କ ର କିଛି ଉପକାର ହେଇପାରୁଛି ମୁ ନିଜକୁ ଭାଗ୍ୟବାନ ମନେ କରିବି | ହାତ ପାଖରେ ଥିବା ସାମଗ୍ରୀରେ ମୁ ରୋଷେଇ କରିବା ପାଈଁ ଚେଷ୍ଟା କରୁଛି ଭଲ ଖାନ୍ତୁ ଭଲ ରୁହନ୍ତୁ |
// ଧନ୍ୟବାଦ //
plz subscribe my channel....👇👇👇👇
/ @nuarosei9294
Повторяем попытку...
Доступные форматы для скачивания:
Скачать видео
-
Информация по загрузке: