ମଟର ପନିର ଆଳୁ ହୋଟେଲ୍ ପରି ଟେଷ୍ଟି ମାତ୍ର ୧୦ ମିନିଟ୍ ରେ ତିଆରି କରନ୍ତୁ (Matar Paneer Aloo)
Автор: Smita kitchen ki kahani
Загружено: 2026-01-29
Просмотров: 37
Описание:
Taste Re Best ମଟର ପନିର ଆଳୁ ହୋଟେଲ୍ ପରି ଟେଷ୍ଟି ମାତ୍ର ୧୦ ମିନିଟ୍ ରେ ତିଆରି କରନ୍ତୁ (Matar Paneer Aloo Recipe)
🙏ନମସ୍କାର ସଙ୍ଗମାନେ🙂❤
🍛 ମଟର ପନୀର ଆଳୁ ରେସିପି 🍛
ଆଜି ମୁ ଆପଣଙ୍କ ପାଇଁ ଆଣିଛି ଟେଷ୍ଟି ଓ ସୂାଦିଷ୍ଟ ମଟର ପନୀର ଆଳୁ ତରକାରୀ 😋। ଏହି ରେସିପିଟି ବହୁତ ସହଜ ଓ ଘରେ ଥିବା ସାମଗ୍ରୀରେ ତିଆରି ହୋଇଯାଏ 🧅🥔🧀। ରୁଟି, ପରାଠା କିମ୍ବା ଭାତ ସହିତ ଖାଇବାକୁ ଏହା ଅତ୍ୟନ୍ତ ମଜା 🍽️।
ଏହି ଭିଡିଓରେ ଆପଣ ସମ୍ପୂର୍ଣ୍ଣ ପ୍ରକ୍ରିୟା ଧୀରେ ଧୀରେ ଦେଖିପାରିବେ 👩🍳✨, ଯାହା ଦେଖି ନୂଆ ଲୋକମାନେ ମଧ୍ୟ ସହଜରେ ରାନ୍ଧିପାରିବେ।
ଭିଡିଓଟି ଭଲଲାଗିଲେ 👍
👉 Like କରନ୍ତୁ
👉 Share କରନ୍ତୁ
👉 Channel କୁ Subscribe କରିବାକୁ ଭୁଲିବେନି 🔔
ଆପଣଙ୍କ ମତାମତ Comment ରେ ନିଶ୍ଚୟ ଲେଖନ୍ତୁ 💬❤️
Повторяем попытку...
Доступные форматы для скачивания:
Скачать видео
-
Информация по загрузке: