Balangir News: ଜର୍ମାନୀର ଝି ଭଲ ପାଇକରି ବିହା ହେଇ ଆଏଲେ ବଲାଙ୍ଗିରକେ
Автор: Paharaa
Загружено: 2022-04-25
Просмотров: 750382
Описание:
ଜନେ କେନ୍ ଜାତିର, କେନ୍ ଧର୍ମ, କେନ୍ ସମାଜ, କେନ୍ ଦେଶ, କେନ୍ ବର୍ଣ୍ଣନୁ ଆସୁଛେ ଇ ସବୁ କଥା ଗୁଟେ ଆଡେ ଆର ଜନେ ଯେତେବେଲେ ଭଲ ପାଏସି ସେ କଥା ଗୁଟେ ଆଡେ । ସେନେ ଆର ନାଇଁ ଦିଶେ ଇ ସବୁ କିଛି ବି । ଅନାଦି କାଲୁ ଆଜି ତକ୍ ଭଲ ପାଏବାରଟା ହିଁ ଇ ସବୁ ବିବର୍ତ୍ତନର କାରନ୍ ହେଇ ଆସିଛେ । ସବୁ ସମିଆଁନେ ସବୁ ସଭ୍ୟତାନେ ମୁନୁଷ ଦେଖିଛେ ଅମର ପ୍ରେମ୍ କଥା । ଜର୍ମାନୀନୁ ବଲାଙ୍ଗିରକେ ଜନେକେ ଘିଚି ଆନିଛେ ସେ ପ୍ରେମର ଶକ୍ତି ।
For more such updates, please Like, Comment, and Share our videos and Subscribe to our YouTube channel.
Contacts:-
Mail- [email protected]
Facebook- / paharaa24x7
YouTube- / paharaa24x7
Instagram- / paharaa24x7
Twitter- / paharaa24x7
Whatsapp- 7205661076
Website- https://www.paharaa.com/
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର #Odisha #Paharaa #Balangir #News #LoveStory #Germany
Повторяем попытку...
Доступные форматы для скачивания:
Скачать видео
-
Информация по загрузке: