ମୋନାଲିସାଙ୍କ ମଥାରେ ମହମ୍ମଦଙ୍କ ସିନ୍ଦୁର | Viral Girl Monalisa | Odisha Reporter
Автор: Odisha Reporter
Загружено: 2026-03-12
Просмотров: 194
Описание:
ମଥାରେ ସିନ୍ଦୁର.. ହାତରେ ଶଙ୍ଖା। ନାଲି ଶାଢି ପିନ୍ଧି ସାଜିଛନ୍ତି ନବବଧୂ। ଇଏ ସେହି ନୀଳ ନୟନା ମୋନାଲିସା। ମହାକୁମ୍ଭର ଭାଇରାଲ୍ ଗାର୍ଲ।..ଏଥର ମୋନାଲିସା କୌଣସି ଫିଲ୍ମ କି ଆଡ୍ ସୁଟ୍ ପାଇଁ ନୁହଁ ବରଂ ଭାଇରାଲ୍ ନିଜ ସିକ୍ରେଟ୍ ମ୍ୟାରେଜ୍ ପାଇଁ। ଜଣେ ମୁସଲିମ୍ ଯୁବକଙ୍କୁ ବିବାହ କରିଛନ୍ତି ମୋନାଲିସା, ତାହା ପୁଣି ହିନ୍ଦୁ ମନ୍ଦିରରେ। ମୋନାଲିସାଙ୍କ ମଥାରେ ସିନ୍ଦୁର ପିନ୍ଧାଉଛନ୍ତି ମହମ୍ମଦ। ହିନ୍ଦୁ ରୀତିନୀତିରେ ଠାକୁରଙ୍କୁ ସାକ୍ଷୀ ରଖି ପରସ୍ପର ପକାଉଛନ୍ତି ବରଣମାଳା। ଉଭୟ ମନ୍ଦିରରେ ମୁଣ୍ଡିଆ ମାରିଛନ୍ତି, ଆଶୀର୍ବାଦ ଲୋଡିଛନ୍ତି। କେରଳର ଅରୁମାନୁର ମନ୍ଦିରରେ ପଡିଛି ମୋନାଲିସା ଓ ମହମ୍ମଦଙ୍କ ହାତଗଣ୍ଠି ।
#MonalisaBhosale #FarmanKhan #ViralGirl #KumbhMela #MarriageControversy #BreakingNews #IndiaNews #TrendingNow #odishareporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter
Повторяем попытку...
Доступные форматы для скачивания:
Скачать видео
-
Информация по загрузке: